Daily Archives

June 4, 2021

ରାଜ୍ୟରେ ଖସୁଛି କରୋନା ମିଟର, କମୁଛି ସଂକ୍ରମଣ । ଆଜି ୧୧.୨୬% ରେ ପହଞ୍ଚିଲା ରାଜ୍ୟର ସଂକ୍ରମଣ ହାର । ୭ଟି ଜିଲ୍ଲାରେ…

କନକ ବ୍ୟୁରୋ: କରୋନା ଯନ୍ତ୍ରଣା କମିନାହିଁ କିନ୍ତୁ ଆଶା ଦେଖାଦେଇଛି ଯେ ଆଗକୁ ସଂଖ୍ୟା କମିବ । ଆଜି ସଂକ୍ରମଣ ହାର ୧୧.୨୬ ପ୍ରତିଶତ ରହିଛି । ଅର୍ଥାତ୍ ରାଜ୍ୟରେ ୧୦୦ ଜଣଙ୍କ ପରୀକ୍ଷାରେ ୧୧ ଜଣ ପଜିଟିଭ୍ ଆସୁଛନ୍ତି । ମେ ମାସରେ ପଜିଟିଭିଟି ହାର ବା ସଂକ୍ରମଣ ହାର ୨୬ ପ୍ରତିଶତକୁ ପହଁଚି…

ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା, ବିକଳ୍ପ ମୂଲ୍ୟାୟନ ଜରିଆରେ ଆସିବ ପରୀକ୍ଷା ଫଳ । ମୁଖ୍ୟମନ୍ତ୍ରୀ କହିଲେ, ପରୀକ୍ଷା…

କନକ ବ୍ୟୁରୋ: ଦେଶରେ ସିବିଏସଇ ଯୁକ୍ତ ଦୁଇ ପରୀକ୍ଷା ବାତିଲ ପରେ ସମସ୍ତଙ୍କ ନଜର ରହିଥିଲା,ଆମ ରାଜ୍ୟ ଓଡିଶାରେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ କଣ ନିଆଯିବ ନିଷ୍ପତ୍ତି । ଏହାକୁ ନେଇ ଅପେକ୍ଷା କରି ରହିଥିଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ଏହାରି ଭିତରେ ଆଜି ଯୁକ୍ତ ଦୁଇ ପରୀକ୍ଷା ବାତିଲ ହେବା…

କର୍ତ୍ତବ୍ୟ କରି ପ୍ରଶଂସା ସାଉଣ୍ଟିଲେ । କରୋନା ସଂକ୍ରମିତ ଶଶୁରଙ୍କୁ କାନ୍ଧରେ ବୋହି ମେଡିକାଲ ନେଲା ବୋହୂ ।

କନକ ବ୍ୟୁରୋ : ଭାରତୀୟ ସଂସ୍କୃତି ମୁତାବକ ଘରକୁ ଯେତେବେଳେ ନୂଆ ବୋହୂ ଆସିଥାଏ ସେତେବେଳେ ତା’ର ସଂପର୍କ କେବଳ ବିଭା ହୋଇଥିବା ସ୍ୱାମୀ ସହିତ ନୁହେଁ , ପୁରା ପରିବାର ସହିତ ତା’ର ସଂପର୍କ ଯୋଡି ହୋଇଯାଇଥାଏ । ହେଲେ ଆସାମର ରାହା ଭାଟିଗାଁରେ ଏହି ବୋହୂ ଓ ଶଶୁରର ସଂପର୍କ ଅନ୍ୟ ବୋହୂ ମାନଙ୍କୁ…

ହିତାଧିକାରୀଙ୍କୁ ଆଗୁଆ ମିଳିବ ୩ ମାସର ଭତ୍ତା । ଜୁନ୍, ଜୁଲାଇ, ଅଗଷ୍ଟ ମାସର ଭତ୍ତା ଆଗୁଆ ଦିଆଯିବ । ସୂଚନା ଦେଲେ…

କନକ ବ୍ୟୁରୋ: ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀଙ୍କୁ ମିଳିବ ଅଗ୍ରୀମ ଭତ୍ତା । ୩ ମାସର ଆଗୁଆ ଭତ୍ତା ପ୍ରଦାନ ନେଇ ସୂଚନା ଦେଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ହିତାଧୀକାରୀମାନେ ସେମାନଙ୍କର ଜୁନ୍, ଜୁଲାଇ ଏବଂ ଅଗଷ୍ଟ ମାସର ଭତ୍ତା ଆଗୁଆ ପାଇବେ ।…

୫ ଜି ମାମଲା : ଜୁହି ଚାୱଲାଙ୍କ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ । ଜୁହିଙ୍କ ଉପରେ ଲଗାଇଲେ ୨୦ ଲକ୍ଷ ଟଙ୍କାର…

କନକ ବ୍ୟୁରୋ : ୫ଜି ବନ୍ଦ କରିବା ନେଇ ଦିଲ୍ଲୀ ହାଇକୋର୍ଟରେ ଚଳଚିତ୍ର ଅଭିନେତ୍ରୀ ଜୁହି ଚାୱଲା କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଏହାସହ ଜୁହିଙ୍କ ଉପରେ ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି କୋର୍ଟ । ଏହି ଜରିମାନା ରାଶିକୁ ଗୋଟିଏ ସପ୍ତାହ ମଧ୍ୟରେ କୋର୍ଟରେ ଜମା…

ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଲେ ୨୦ ବର୍ଷିୀୟ ଯୁବକ । ଦୀର୍ଘ ଦିନ ଧରି ଥିଲେ ଭେଂଟିଲେଟରରେ

କନକ ବ୍ୟୁରୋ: କରୋନା ମହାମାରୀ ଘାତକ ସତ ତେବେ ଏହାକୁ ପରାସ୍ତ କରିବା ଅସମ୍ଭବ ନୁହେଁ । ଏହି କଥାକୁ ପ୍ରମାଣିତ କରିଛନ୍ତି ଜଣେ ୨୦ ବର୍ଷର ଯୁବକ । ସମ୍ କୋଭିଡ୍ ହସ୍ପିଟାଲରେ କରୋନାକୁ ପରାସ୍ତ କରି ଘରକୁ ଫେରିଛନ୍ତି ପ୍ରତୀକ୍ଷ କାଦାମ୍ବାଲୁ । ଦୀର୍ଘ ଏକ ମାସ ଧରି କରୋନା ସହିତ ଯୁଦ୍ଧ କରିବା…