Daily Archives

May 4, 2021

 ସ୍ଥଗିତ ହେଲା ଜେଇଇ-ମେନ ମେ ପରୀକ୍ଷା, ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

କନକ ବ୍ୟୁରୋ : ଏପ୍ରିଲ୍ ପରେ, ବର୍ତ୍ତମାନ ଜେଇଇ-ମେନ ମେ ୨୦୨୧ ର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (ଏନଟିଏ) ଏ ସମ୍ପର୍କରେ ନୋଟିସ ଜାରି କରିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ନିଜ ଟ୍ୱିଟରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।…

ସ୍ଥଗିତ ରହିଲା ଜେଇଇ-ମେନ ପରୀକ୍ଷା । ଟୁଇଟ୍ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ।

କନକ ବ୍ୟୁରୋ: ସ୍ଥଗିତ ହେଲା ଜେଇଇ ମେନ ପରୀକ୍ଷା । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ଶିକ୍ଷା ବିଭାଗ ଏହି ନିଷ୍ପତି ନେଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି  ଏ ସର୍ମ୍ପକରେ ନୋଟିସ ଜାରି…

ଭାରତ ପରେ ବ୍ରିଟେନରେ କାରବାର ବଢାଇବେ ଆଦର ପୁନାୱାଲା । ଟିକା ଉତ୍ପାଦନରେ କରିବେ ୨,୪୫୭ କୋଟି ଟଙ୍କା ନିବେଶ

କନକ ବ୍ୟୁରୋ : କୋଭିଡ -୧୯ ବିରୋଧରେ କୋଭିସିଲ୍ଡ ଟିକା ନିର୍ମାତା ପୁଣେର କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବ୍ରିଟେନରେ ନିଜର କାରବାର ବୃଦ୍ଧି କରିବାକୁ ଯାଉଛି । ଆଦର ପୁନାୱାଲାଙ୍କ କମ୍ପାନି ବ୍ରିଟେନରେ ୨,୪୫୭ କୋଟି ଟଙ୍କା ନିବେଶ କରିବେ ବୋଲି ସୂଚନା ମିଳିଛି । ସେରମ୍…

ସେବାର ସାକ୍ଷାତ ସେବକ: ବାପାଙ୍କ ଜୁଇ ଜାଳିବାର ୨୪ ଘଣ୍ଟା ପରେ ଡାକ୍ତରଖାନାକୁ ଫେରିଲେ ଏମକେସିଜିର ଡାକ୍ତର ନିହାର…

କନକ ବ୍ୟୁରୋ: ସେବା ହିଁ ଧର୍ମ । ଡ୍ୟୁଟି ପ୍ରତି ଡାକ୍ତରଙ୍କ ଗଭୀର ନିଷ୍ଠା । ପୁଅ ହିସାବରେ ପୁତ୍ର ଧର୍ମ ପାଳନ କରିବା ପରେ ଚିକିତ୍ସକ ହିସାବରେ କର୍ମକ୍ଷେତ୍ରକୁ ଫେରିଲେ ଡାକ୍ତର । ମୃତ ବାପାଙ୍କ ଅନ୍ତିମ ସଂସ୍କାର ସାରି ମାତ୍ର ୨୪ ଘଂଟା ଭିତରେ ଡାକ୍ତରଖାନାକୁ ଫେରି ଆସିଲେ ଡାକ୍ତର ନିହାର…

ମହାମାରୀ ବେଳେ ମଣିଷପଣିଆର ହତ୍ୟା ! କରୋନା ଆକ୍ରାନ୍ତଙ୍କୁ ଲୁଟୁଛନ୍ତି ହସ୍ପିଟାଲ ! ଆସିଲା ସାଂଘାତିକ ଅଭିଯୋଗ, ୫ ହଜାର…

କନକ ବ୍ୟୁରୋ : କରୋନା ମହାମାରୀ ଦିନକୁ ଦିନ କାୟା ମେଲାଉଥିବା ବେଳେ, ହସ୍ପିଟାଲ ଗୁଡିକର ଅବସ୍ଥା ଭୟାବହ ହୋଇପଡିଲାଣି । ସରକାରୀ ହସ୍ପିଟାଲ ଗୁଡିକରେ ବେଡ୍ ଠାରୁ ଆରମ୍ଭ କରି ଅକ୍ସିଜେନ୍ ଏବଂ ଭେଣ୍ଟିଲେଟରର ସଙ୍କଟ ପଡିଛି । ଆଉ ଏପରି ସ୍ଥିତିରେ ସମସ୍ତେ ପ୍ରାଇଭେଟ୍ ହସ୍ପିଟାଲ ଉପରେ…

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ । ମେସେଜରେ କୁହାଯାଇଛି, ଚାରିଦିନ ଭିତରେ ଯାହା କରିବା…

କନକ ବ୍ୟୁରୋ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣିଥରେ ହତ୍ୟା ଧମକ ଦିଆଯାଇଛି। ଉତ୍ତରପ୍ରଦେଶ କଣ୍ଟ୍ରୋଲ ରୁମର ହ୍ବାଟସଆପ ନମ୍ବରକୁ ଏହି ଧମକ ଆସିଛି। ତେବେ ଧମକ ପଠାଇ କୁହାଯାଇଛି କି, ଚାରିଦିନ ଭିତରେ ଯାହା କରିବା କଥା କରିଦିଅ। ଏହି ଘଟଣା ସାମ୍ନାକୁ ଆସିବା ପରେ…