Daily Archives

May 4, 2021

ଆନ୍ଧ୍ର ଓ ତେଲେଙ୍ଗାନାରୁ ଫେରିଲେ ସଙ୍ଗରୋଧକୁ ବାଧ୍ୟତାମୂଳକ କଲେ ଓଡିଶା ସରକାର । ୧୪ ଦିନ ପାଇଁ ରହିବାକୁ ହେବ…

କନକ ବ୍ୟୁରୋ: ବଢୁଥିବା ସଂକ୍ରମଣକୁ ଦେଖି ଏବେ ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ପାଇଁ ନିୟମ କଡାକଡି କରିଛନ୍ତି ରାଜ୍ୟ ସରକାର । ଏଣିକି ଏହି ଦୁଇ ରାଜ୍ୟରୁ କୌଣସି ପ୍ରବାସୀ ଓଡିଶା ଫେରିଲେ ତାଙ୍କୁ ୧୪ ଦିନ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ଏ ସମ୍ପର୍କିତ ଆଜି ଏକ…

ଆସନ୍ତାକାଲି ୧୫ ଜିଲ୍ଲାରେ ହେବନି ଟିକାକରଣ । ଜାଣନ୍ତୁ, କେଉଁ କେଉଁ ଜିଲ୍ଲା ଅଛି ସାମିଲ…

କନକ ବ୍ୟୁରୋ: ଆସନ୍ତାକାଲି ୧୫ ଜିଲ୍ଲାରେ ହେବନି କୋଭିଡ୍ ଟିକାକରଣ । ଅନୁଗୁଳ, ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଦେବଗଡ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୋନପୁରରେ ଆସନ୍ତାକାଲି କୋଭିଡ୍ ଟିକାକରଣ ବନ୍ଦ । ତେବେ ଏହି…

କରୋନା ମାଡରେ ବୋଲ୍ଡ ହେଲା ଆଇପିଏଲ୍ । ଫଟାଫଟ୍ କ୍ରିକେଟ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସ୍ଥଗିତ, ଜୈବ ବଳୟରେ ଥାଇ ସୁଦ୍ଧା…

କନକ ବ୍ୟୁରୋ : ଆଇପିଏଲରେ ଲାଗିଛି କରୋନାର କଳା ନଜର । ଖେଳାଳିଙ୍କୁ ଭୂତାଣୁ ଛୁଇଁବା ପରେ ଫଟାଫଟ କ୍ରିକେଟରେ ଲାଗିଗଲା ଫୁଲଷ୍ଟପ । ସ୍ଥଗିତ ରହିଲା ଆଇପିଏଲର ଚଳିତ ସଂସ୍କରଣ । ଏକାଧିକ ଖେଳାଳି କରୋନା ଆକ୍ରାନ୍ତ ହେବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି । ଆଇପିଏଲ…

କରୋନା ଆକ୍ରାନ୍ତଙ୍କୁ ଛୁଇଁବାକୁ ମନା କରିଦେଲେ ଡାକ୍ତର । ଅକ୍ସିଜେନ ମାଗି ମାଗି ମରିଗଲେ ମହିଳା । ଭଦ୍ରକ…

କନକ ବ୍ୟୁରୋ : ଡାକ୍ତରଖାନାରେ କରୋନା ରୋଗୀଙ୍କ ପ୍ରତି ଚରମ ଅବହେଳା । କରୋନା ହୋଇଛି କହି ରୋଗୀଙ୍କୁ ଛୁଇଁଲେ ନାହିଁ କି ଚିକିତ୍ସା କରାଇଲେ ନାହିଁ ଡାକ୍ତର । ଅକ୍ସିଜେନ ଅଭାବରୁ ଭଦ୍ରକ ଡାକ୍ତରଖାନାରେ ହିଁ ଆଖି ବୁଜିଛନ୍ତି ଜଣେ ସଂକ୍ରମିତ ମହିଳା । ଅକ୍ସିଜେନର ଅଭାବ ନଥିଲା, ଡାକ୍ତର, ନର୍ସ…

ଲକଡାଉନ୍ ପୂର୍ବରୁ ବଜାରରେ ଜମିଲା ପ୍ରବଳ ଭିଡ । ମଦ ଦୋକାନ ଆଗରେ ଲାଗିଲା ଲମ୍ବା ଲାଇନ୍, ବସ୍ତା ବସ୍ତା ଆଳୁ ଓ…

କନକ ବ୍ୟୁରୋ : ରାତି ପାହିଲେ ୧୪ ଦିନିଆ ସଟଡାଉନ । ଆଉ ଏହା ପୂର୍ବରୁ ଦୋକାନ ବଜାରଠାରୁ ଆରମ୍ଭ କରି ମଦଦୋକାନ ଓ ପେଟ୍ରୋଲ ପମ୍ପରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଚିତ୍ର ଦେଖିବାକୁ ମିଳିଛି । ସମ୍ବଲପୁରର ହୃଦୟ କୁହାଯାଉଥିବା ଗୋଲବଜାରର ଚିତ୍ର…

ସ୍ୱର୍ଗତ ମନୋଜ ଦାସଙ୍କ ସ୍ମୃତିରେ ଅନ୍ତର୍ଜାତୀୟ ପୁରସ୍କାର ଘୋଷଣା । ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ…

କନକ ବ୍ୟୁରୋ: ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା  ଓଡିଆ ସାହିତ୍ୟିକ ମାନଙ୍କୁ ଏହି…