Daily Archives

May 3, 2021

ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲା କରୋନାର କରୁଣ ଚିତ୍ର । ଘରେ ଜାଗା ନଥିବାରୁ ଗଛ ମୂଳେ ସଂଗରୋଧରେ ରହିଲେ ଯୁବକ ।…

କନକ ବ୍ୟୁରୋ: ମହାମାରୀର ଭୟ ଭିକରେ ମଣିଷ କେମିତି କଲବଲ ହେଉଛି, ଏ କଥା କହିବାର ଆବଶ୍ୟକତା ନାହିଁ । କାରଣ ପ୍ରତିଦିନ କୁଢକୁଢ ଶବ ମଶାଣିକୁ ଯାଉଛି, ଶିଶୁ-ଯୁବକ-ବୟସ୍କ ପ୍ରାୟ ସମସ୍ତେ କରୋନା ଆକ୍ରାନ୍ତ ହେଉଛନ୍ତି । ଆଉ ଟିଭି ପରଦାରେ ଆପଣମାନେ ଦେଖୁଥିବା ଏହି ତିନୋଟି ଚିତ୍ର, ଆତଙ୍କସୃଷ୍ଟି…

ଲକଡାଉନ୍ ପୂର୍ବରୁ ପ୍ରବଳ ଭିଡ । ମଦ ଦୋକାନ ଆଗରେ ଲମ୍ବା ଲାଇନ୍ । ସଉଦା କିଣିବାକୁ ବି ବାହାରେ ଭିଡ କଲେ ଲୋକେ ।

କନକ ବ୍ୟୁରୋ: ଆଗକୁ ଲକଡାଉନ, ମଦଦୋକାନ ଆଗରେ ଲାଗିଲା ଲମ୍ବା ଭିଡ । ରାଜଧାନୀର ବିଭିନ୍ନ ମଦଦୋକାନ ଆଗରେ ଲକଡାଉନ ଆଗରୁ ମଦ କିଣିବାକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ବର୍ତମାନ ସରକାର ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଘରୁ ବାହାରକୁ ଯିବାକୁ ଅନୁରୋଧ କରୁଛନ୍ତି କିନ୍ତୁ ଲୋକ ମଦକୁ…

ଦେଶରେ କାହିଁକି ଦେଖାଦେଲା ଭାକ୍ସିନର ଅଭାବ । ଆଦାର ପୁନାୱାଲା କହିଲେ, ମାର୍ଚ୍ଚ ମାସ ସୁଦ୍ଧା ମିଳିଥିଲା କେବଳ ୧୩ କୋଟି…

କନକ ବ୍ୟୁରୋ: ଦେଶରେ ଟୀକାଦାନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ କୈାଣସି ବି ରାଜ୍ୟରେ ଏହା ଶତ ପ୍ରତିଶତ କାର୍ଯ୍ୟକାରୀ ହୋଇପାରିନାହିଁ । ଟୀକାର ଅଭାବ ଏହା ପଛର ଏକ ପ୍ରମୁଖ କାରଣ ସାଜିଛି । ସେରମ୍ ଇନଷ୍ଟିଚ୍ୟୁଟ ସିଇଓ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଏହା ପଛର…

ସ୍ଥଗିତ ରହିଲା ପିପିଲି ଉପ ନିର୍ବାଚନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥଗିତ ରହିଲା ଉପ ନିର୍ବାଚନ ।

କନକ ବ୍ୟୁରୋ: ବଢୁଥିବା ସଂକ୍ରମଣ ଭିତରେ ଆସିଛି ବଡ ଖବର । ପୁଣି ସ୍ଥଗିତ ରହିଲା ପିପିଲି ଉପ ନିର୍ବାଚନ । କରୋନା ସଂକ୍ରମଣ ବଢୁଥିବା ଦେଖି ପିପିଲି ଉପ ନିର୍ବାଚନକୁ ସ୍ଥଗିତ ରଖିଲେ ନିର୍ବାଚନ କମିଶନ । ତେବେ ସ୍ଥିତି ସୁଧୁରିବା ପରେ ଉପ ନିର୍ବାଚନ ନେଇ ପୁଣି ଥରେ ନୂଆକରି ବିଜ୍ଞପ୍ତି ପ୍ରକାଶ…

ମେ ୫ରେ ଶପଥ ନେବେ ମମତା । ତୃତୀୟ ଥର ପାଇଁ ବସିବେ ମୁଖ୍ୟମନ୍ତ୍ରୀ ଆସନରେ । 

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ମହାବିଜୟ ପାଇବା ପରେ ଆସନ୍ତା ମେ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତୃଣମୂଳ ନେତ୍ରୀ ମମତା ବାନାର୍ଜୀ । ତାଙ୍କୁ ବିଧାୟକ ଦଳର ନେତା ବଛାଯାଇଥିବାବେଳେ ଆଉ ମାତ୍ର ଦିନକ ପରେ ମମତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ଦେଇଛନ୍ତି ଟିଏମସି ନେତା…

ମମତା ବାନାର୍ଜୀ ହେଲେ ବିଧାୟକ ଦଳର ନେତା । ମେ ୫ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନେଇପାରନ୍ତି ଶପଥ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସକୁ ବହୁମତ ମିଳିଛି । ଏହାରି ମଧ୍ୟରେ ଆଜି ଦଳୀୟ ସଭା ଆୟୋଜନ ହୋଇଛି । ଯେଉଁଥିରେ ମମତା ବାନାର୍ଜୀଙ୍କୁ ବିଧାୟକ ଦଳର ନେତା ଭାବେ ବଛା ଯାଇଛି । ଏହାସହ ଖବର ଆସୁଛି ଆସନ୍ତା ମେ ୫ ତାରିଖରେ ମମତା ମୁଖ୍ୟମନ୍ତ୍ରୀ ପଦ ପାଇଁ…