Daily Archives

May 1, 2021

ଆଇପିଏଲ ଲଢେଇ: ଟସ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ।

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ବନାମ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ମୁମ୍ବାଇ । ତେଣୁ ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ । ଉଭୟ ଦଳ ପାଇଁ ଆଜିର ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିବ । ସେପଟେ…

ଶ୍ରମିକ ଦିବସରେ ସରକାରଙ୍କୁ ବାଟଚଲା ବିଶ୍ୱକର୍ମାଙ୍କ ପ୍ରଶ୍ନ… ସରକାର ! ଏଥର ଆମକୁ ନିଜ ରାଜ୍ୟରେ କାମ ଦେବ ତ ?…

କନକ ବ୍ୟୁରୋ: ସହର ପାଇଁ ଶ୍ରମିକ ନା ଶ୍ରମିକ ପାଇଁ ସହର ? ଶ୍ରମିକ ନଥିଲେ ହୁଏତ ଗଢା ହୋଇନଥାନ୍ତା ସହର, ଆଉ ବିନା ସହରରେ ବଞ୍ଚିବା ଶ୍ରମିକ ପାଇଁ ମୁସକିଲ ହୋଇପଡିଥାନ୍ତା । କାମଧନ୍ଦା ମିଳିନଥାନ୍ତା, ପେଟ ପୋଷି ହୋଇନଥାନ୍ତା... ସେଇଥି ପାଇଁ ତ ସହର ଓ ଶ୍ରମିକ ଉଭୟ ପରିପୂରକ । ଶ୍ରମିକ ସହର…

ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ । ଆରମ୍ଭ ହେଉ ହେଉ ମେ’୭ ଯାଏଁ ସବୁ ସ୍ଲଟ୍ ବୁକିଂ…

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ଯେଉଁଥିରେ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସହିତ ୧୮ ବର୍ଷରୁ ୪୪ ବର୍ଷୀୟ ଲୋକଙ୍କୁ ବି ଟିକା ଦିଆଯିବ । ଆଜି ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରେସମିଟ୍ କରି ସୂଚନା…

ଦିଲ୍ଲୀରେ ଗୋଟିଏ ସପ୍ତାହ ପାଇଁ ବଢିଲା ଲକଡାଉନ୍ । ଲକଡାଉନ୍ ବଢିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।

କନକ ବ୍ୟୁରୋ: କରୋନାର ବଢୁଥିବା ସଂକ୍ରମଣକୁ ଦେଖି ଦିଲ୍ଲୀରେ ପୁଣି ବଢିଲା ଲକଡାଉନ୍ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ଆଉ ସପ୍ତାହେ ପାଇଁ ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ଦିଲ୍ଲୀରେ ମେ ୩ ଯାଏଁ ଲକଡାଉନ୍ ଅବଧି ରହିଥିଲା । ଏବେ ଏହାକୁ ଆଉ ସପ୍ତାହେ ପାଇଁ…

କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ । କୌଣସି ପରିସ୍ଥିତିରେ ଦୈନିକ ଦିଲ୍ଲୀକୁ ଯୋଗାଅ ୪୯୦ ମେଟ୍ରିକ୍…

କନକ ବ୍ୟୁରୋ : ଦିଲ୍ଲୀରେ କରୋନା ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ମେଡିକାଲରେ ଅକ୍ସିଜେନ ଅଭାବରୁ ଦୈନିକ ଶହ ଶହ କରୋନା ସଂକ୍ରମିତଙ୍କ ଜୀବନ ଯାଉଛି । ଗୋଟେପଟେ କେନ୍ଦ୍ର ସରକାର ଅକ୍ସିଜେନ ମହଜୁଦ ଥିବା କଥା କହୁଥିବା ବେଳେ ଦିଲ୍ଲୀ ସରକାରଙ୍କ କୋଟା ୪୯୦…

ଜିଏସଟି ଆଦାୟରେ ନୂଆ ସର୍ବକାଳୀନ ରେକର୍ଡ । ଏପ୍ରିଲ୍‌ରେ ୧.୪୧ ଲକ୍ଷ କୋଟିର ରାଜସ୍ବ ଆଦାୟ ।

କନକ ବ୍ୟୁରୋ : ଏପ୍ରିଲ ମାସରେ ଦେଶର ଜିଏସଟି ରାଜସ୍ୱ ଏକ ନୂଆ ସର୍ବକାଳୀନ ରେକର୍ଡ ୧ ଲକ୍ଷ ୪୧ ହଜାର କୋଟି ଛୁଇଁଛି  । ଗତ ମାର୍ଚ୍ଚ ମାସରେ ଆଦାୟ ହୋଇଥିବା ରେକର୍ଡ ୧ ଲକ୍ଷ ୨୩ ହଜାର ୯୦୨ କୋଟିର ଜିଏସଟି ରାଜସ୍ବକୁ ଏହା ଟପିଯ଼ାଇଛି । ଗତ ୨୦୧୭ ଜୁଲାଇରେ ଦେଶରେ ଜିଏସଟି ଲାଗୁ ହେବା ପରଠାରୁ…