Daily Archives

April 25, 2021

ପ୍ରଥମ ଇଂନିସରେ ଚେନ୍ନାଇର ସ୍କୋର ୧୯୧  । ବାଙ୍ଗାଲୋରକୁ ବିଜୟ ଲକ୍ଷ୍ୟ ୧୯୨ । ରବୀନ୍ଦ୍ର ଜାଡେଜାଙ୍କ ଦମଦାର ୬୨ ରନ୍ । 

କନକ ବ୍ୟୁରୋ: ଆଜି ଏକ ରୋମାଂଚକର ମ୍ୟାଚରେ ଆରସିବି ବୋଲିଂକୁ ଟକ୍କର ଦେଇଛି ଚେନ୍ନାଇ ବ୍ୟାଟିଂ । ଧୋନୀବାହିନୀ ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୯୧ ରନ୍ କରିବା ସହିତ କୋହଲିବାହିନୀକୁ ଜିତିବା ପାଇଁ ୧୯୨ ରନର ଲକ୍ଷ୍ୟ ଦେଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମ୍ୟାଚରେ ଜାଡେଜା…

କରୋନା କାଳରେ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା । ପୁରୀ ଜିଲ୍ଲା ବାହାରୁ ଶବ ଆସିଲେ ଦେବାକୁ ପଡିବ କରୋନାର ନେଗେଟିଭ୍…

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ପୁରୀରୁ ଆସିଲା ବଡ ଖବର । କରୋନା ସମୟରେ ପୁରୀ ସ୍ୱର୍ଗଦ୍ୱାରରେ ଶବ ଦାହକୁ ନେଇ ପ୍ରଶାସନର ନେଲା ବଡ ନିଷ୍ପତି । କୋଭିଡ୍ କାଳରେ ସ୍ୱର୍ଗଦ୍ୱାରରେ ଶବ ଦାହ ଉପରେ ଲଗାଯାଇଛି କଟକଣା । ବିଶେଷ କରି ପୁରୀ ଜିଲ୍ଲା ବାହାରୁ ଶବ ଆସିଲେ ଦେବାକୁ…

ମହାରାଷ୍ଟ୍ର ସରକାରଙ୍କ ବଡ ଘୋଷଣା । ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବେ ରାଜ୍ୟ ସରକାର ।

କନକ ବ୍ୟୁରୋ : ଦେଶରେ କରୋନା ମହାମାରୀ ବିରୋଧରେ ଲଢେଇ ଜାରି ରହିଛି । ଲଢେଇରେ ମୁଖ୍ୟ ଅସ୍ତ୍ର ସାଜିଛି କରୋନା ଟିକା । ଏହି ଟିକାର ଦାମକୁ ନେଇ ଦେଶରେ ରାଜନୀତି ଚାଲିଥିବା ବେଳେ ଦେଶରେ ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରରେ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତଙ୍କ ମାଗଣାରେ ଟିକା…

ଇଂଜେକ୍ସନ ଅଭାବରୁ ବିଶାଖାପାଟଣାରେ ଘରୋଇ ହସ୍ପିଟାଲରେ ଜୀବନ ମରଣ ସହ ଲଢେଇ କରୁଛନ୍ତି ବ୍ରହ୍ମପୁରର ପରିବାର । ଦୁଇ ଦିନ…

କନକ ବ୍ୟୁରୋ: ଅକ୍ସିଜେନ ପରେ ଏବେ ଔଷଧ ଅଭାବ । ଇଂଜେକସନ ପାଇଁ ଅଟକିଛି ଜୀବନ । ଇଂଜେକସନ ଅଭାବରୁ ବିଶାଖାପାଟଣା ଘରୋଇ ହସ୍ପିଟାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ବ୍ରହ୍ମପୁରର ଗୋଟିଏ ପରିବାରର ୪ ଜଣ ସଦସ୍ୟ । ବ୍ରହ୍ମପୁର ଗାନ୍ଧିନଗର ନିବାସୀ ଉତ୍ତମ ନାୟକ, ତାଙ୍କର ୬୦ ବର୍ଷୀୟ ବାପା…

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟବୀମା । ୨ ଲକ୍ଷ ଟଙ୍କାର ମୌଳିବ ବୀମା ସୁରକ୍ଷା ଦେବ ଶ୍ରୀମନ୍ଦିର ପ୍ରଶାସନ

କନକ ବ୍ୟୁରୋ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ସେବାୟତ ମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଘୋଷଣା କରିଛନ୍ତି । ପ୍ରଶାସନର ସୂଚନା ମୁତାବକ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରୁଥିବା ସମସ୍ତ ସେବାୟତଙ୍କୁ ୨ ଲକ୍ଷ ଟଙ୍କାର ମୌଳିକ ବୀମା ସୁବିଧା ଯୋଗାଇ ଦିଆଯିବ । ଏନେଇ…

କୋଲକାତାରେ କରୋନା ଟ୍ରିପିଲ ମ୍ୟୁଟାଂଟର ସାଂଘାତିକ ପ୍ରଭାବ । ପ୍ରତି ଦୁଇ ଜଣଙ୍କ ନମୁନା ପରୀକ୍ଷାରୁ ଜଣେ ଚିହ୍ନଟ…

କନକ ବ୍ୟୁରୋ: କୋଲାକାତାରେ କରୋନା ଟ୍ରିପୁଲ ମ୍ୟୁଟାଂଟ୍ର ସାଂଘାତିକ ପ୍ରଭାବ । ଆରଟିପିସିଆର ଟେଷ୍ଟ ହେଉଥିବା ପ୍ରତି ଦୁଇ ଜଣରେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ । ଏପ୍ରିଲ ଆରମ୍ଭରୁ ପ୍ରତି ୨୦ ଜଣରେ ଜଣେ ପଜିଟିଭ ଚିହ୍ନଟ ହେଉଥିଲେ । ଏବେ ଏହା ୧୦ ଗୁଣା ବୃଦ୍ଧି ପାଇଛି । ଜାତୀୟ…