Daily Archives

April 25, 2021

ଅକ୍ସିଜେନ ଯୋଗାଣକୁ ନେଇ ଆକ୍ଟିଭ୍ ମୋଡରେ ଭାରତୀୟ ବାୟୁସେନା । ମହାରାଷ୍ଟ୍ର, ରାଜସ୍ଥାନ ଓ ମଧ୍ୟପ୍ରଦେଶକୁ ପହଂଚାଇବ…

କନକ ବ୍ୟୁରୋ : ଦିଲ୍ଲୀ ପରେ ଭାରତୀୟ ବାୟୁସେନା ମହାରାଷ୍ଟ୍ର, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶକୁ ଅକ୍ସିଜେନ୍‌ ନେଇଯିବ ବୋଲି ବାୟୁସେନାର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି। ଏହାପୂର୍ବରୁ ପଶ୍ଚିମବଙ୍ଗର ପାନଗଡ଼ରୁ ଗୁଜରାଟର ଜାମନଗର ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ‘ଫିଲିଙ୍ଗ୍‌…

ଆଇପିଏଲ ଲଢେଇ: ଟସ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ବାଙ୍ଗାଲୋର 

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଚେନ୍ନାଇ । ତେଣୁ ପ୍ରଥମେ ବୋଲିଂ କରିବ ବାଙ୍ଗାଲୋର । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ…

ସୁନ୍ଦରଗଡରେ ପୁଅକୁ ସ୍ଥାନାନ୍ତର କରିବାକୁ ଆମ୍ବୁଲାନ୍ସ ପାଇଁ ବାପାର ଆକୁଳ ନିବେଦନ । ହସ୍ପିଟାଲ ବାହାରେ ଆମ୍ବୁଲାନ୍ସ…

କନକ ବ୍ୟୁରୋ: କଥା କହୁ କହୁ ଆଖିରୁ ଝରି ପଡ଼ୁଛି ଲୁହ । କୋହ ସମ୍ଭାଳି ପାରୁନାହାନ୍ତି । ବାପ ମନ ବା ସମ୍ଭାଳିବ କେମିତି । ପୁଅ କରୋନା ଆକ୍ରାନ୍ତ ହୋଇ ଗୁରୁତର ଥିବା ବେଳେ ଅନ୍ୟ ହସ୍ପିଟାଲ ସ୍ଥାନାନ୍ତର କରିଥିଲେ ଡାକ୍ତର । ହେଲେ ହସ୍ପିଟାଲ ବାହାରେ ଆମ୍ବୁଲାନ୍ସ ଖୋଜି ଖୋଜି ନୟାନ୍ତ ହେଲେଣି…

ଦୂରହେବ ଅକ୍ସିଜେନ ଅଭାବ । ଦେଶର ନିର୍ମାଣ ହେବ ୫୫୧ଟି ଅକ୍ସିଜେନ ପ୍ଲାଣ୍ଟ । ବିନିଯୋଗ ହେବ ପ୍ରଧାନମନ୍ତ୍ରୀ କେୟାର୍ସ…

କନକ ବ୍ୟୁରୋ : ଦେଶରେ ଦୃତ ଗତିରେ ବଢୁଥିବା କରୋନା ସଂକ୍ରମଣ ଭିତରେ ଅକ୍ସିଜେନର ଅଭାବକୁ ନେଇ ଏବେ ଚାରିଆଡେ ହାହାକାର    । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କେୟାର ଫଣ୍ଡରୁ ସାରା ଦେଶର ୫୫୧ ଟି ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରିବାକୁ ନିଷ୍ପତ୍ତି ଦେଇଛନ୍ତି ।…

ଜଙ୍ଗଲୀ ହାତୀଙ୍କ ଉପଦ୍ରବ । ଧାନ କିଆରିରେ ପସି ନଷ୍ଟ କରିଦେଲେ ଏକର ଏକର ଫସଲ, ମୟୂରଭଞ୍ଜ ରାସଗୋବିନ୍ଦପୁର ଅଞ୍ଚଳରେ…

କନକ ବ୍ୟୁରୋ: ଧାନ କିଆରିରେ ପସିଲେ ହାତୀପଲ । ଏକର ଏକର ପାଚିଲା ଧାନ କିଆରୀ ଭିତାର ହାତୀ ପଲ ପଶି ଧାନ ଚାଷ ନଷ୍ଟ କରୁଥିବା ଚିତ୍ର ସାମ୍ନାକୁ ଆସିଛି । ଆଉ ହାତୀପଲଙ୍କୁ ଘଉଡ଼େଇବାକୁ ଚେଷ୍ଟା କରୁଥିବା ଗାଁ ଲୋକଙ୍କୁ ମାରିବାକୁ ଗୋଡ଼ାଉଛନ୍ତି ହାତୀ ପଲ । ହାତୀ ଭୟରେ ଲୋକେ ଜୀବନ ବିକଳରେ ଚାଷ…

କରୋନାର କରୁଣ କାହାଣୀ: ରାୟଗଡ଼ା ଗୁଣୁପୁରରେ ଦିନକରେ ବାପ ପୁଅଙ୍କ ମୃତ୍ୟୁକୁ ନେଇ ସହରରେ ଚାଞ୍ଚଲ୍ୟ, ମସଲା ଫ୍ୟାକ୍ଟ୍ରି…

କନକ ବ୍ୟୁରୋ: କରୋନାର କରାଳ ରୂପ । ପରିବାରରୁ ମୁଖିଆ ଛଡ଼େଇ ନେଲା ସଂକ୍ରମଣ । ୨୪ ଘଂଟା ଭିତରେ ଆଗ ପଛ ହୋଇ ଚାଲିଗଲେ ବାପା ଓ ପୁଅ । ଏଭଳି ଅଭାବନୀୟ ଘଟନା ଘଟିଛି ଗୁଣୁପୁର ସହର ପୁରୁଣାପୋଷ୍ଟ ଅଫିସ ସାହିରେ । କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୪ ଘଂଟା ମଧ୍ୟରେ ବାପା…