Daily Archives

April 22, 2021

ପଶ୍ଚିମବଙ୍ଗରେ ଆଉ ରାଲି କରିବେ ନାହିଁ ପ୍ରଧାନମନ୍ତ୍ରୀ । ସମସ୍ତ ରାଲି ବାତିଲ କଲେ ମୋଦି

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଆଉ ୨ ଟି ପର୍ଯ୍ୟାୟ ବାକିଥିବା ବେଳେ ପ୍ରଧାନମନ୍ତ୍ରୀ ଆଉ ରାଲି କରିବେ ନାହିଁ ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । କରୋନାକୁ ଦୃଷ୍ଟିରେ ରଖି ବାକି ଥିବା ୨ ପର୍ଯ୍ୟାୟ ପାଇଁ ତାଙ୍କର ପଶ୍ଚିମବଙ୍ଗରେ ହେବାକୁ ଥିବା ସମସ୍ତ ଜନସଭା ଓ…

ଅଧରାସ୍ତାରେ ଫେରନ୍ତା ପ୍ରବାସୀଙ୍କ ମୃତ୍ୟୁ । ହାଇଦ୍ରାବାଦରୁ ଫେରୁଥିଲେ, ଜୟପୁର ନିକଟରେ ଅଧରାସ୍ତାରେ ଚାଲିଗଲା ଜୀବନ ।

କନକ ବ୍ୟୁରୋ: ଅଧରାସ୍ତାରେ ଫେରନ୍ତା ପ୍ରବାସୀଙ୍କ ମୃତ୍ୟୁ । କରୋନା ମହାମାରୀ ଯୋଗୁଁ କାମ ବନ୍ଦ ହୋଇଯିବା ପରେ ଜୀବନ ବିକଳରେ ଭିଟାମାଟିକୁ ଫେରୁଥିଲେ । ହେଲେ ଘରେ ପହଂଚିବା ଆଗରୁ ଅଧରାସ୍ତାରେ ଚାଲିଗଲା ଜୀବନ । ସ୍ୱାମୀ-ସ୍ତ୍ରୀ ଦୁହେଁ ମିଶି ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । କରୋନା…

ବାରଣାସୀର ବିକଳ ଚିତ୍ର । ତରଳି ଯାଉଛି ଶବଦାହ ଚୁଲା, ହେଲେ ସରୁନାହିଁ ଶବ

କନକ ବ୍ୟୁରୋ : ଦେଶରେ କରୋନା ସ୍ଥିତି ଜାତୀୟ ଜରୁରୀକାଳୀନ ପରିସ୍ଥିତି ଭଳି । ଏକଥା ଆଜି ସୁପ୍ରିମକୋଟର ମୁଖ୍ୟ ବିଚାରପତି କହିସାରିଛନ୍ତି । ଏ ମହାମାରୀ ଖାଦ୍ୟାଭାବର ମହାମାରୀ ନୁହେଁ, ଅର୍ଥାଭାବର ମହାମାରୀ ନୁହେଁ । ଏ ଏକ ଅଦୃଶ୍ୟଶକ୍ତି କବଳରେ ପଡି ମୃତ୍ୟୁମୁଖକୁ ଟାଣି ହୋଇଯାଉଥିବା ମଣିଷ…

ପଶ୍ଚିମବଙ୍ଗରୁ ଚିହ୍ନଟ ହେଲା କରୋନା ଭାଇରସର ସାଙ୍ଘାତିକ ରୂପ । ଜେନମ ସିକୁଏନସିଂରୁ ଜଣାପଡିଲା ଟ୍ରିିପଲ ମ୍ୟୁଟାଂଟ…

କନକ ବ୍ୟୁରୋ: ଦେଶରେ ଚିହ୍ନଟ ହେଲା ଟ୍ରିପଲ ମ୍ୟୁଟାଂଟ୍ କରୋନା ଭାଇରସ । ଅର୍ଥାତ ଏହା କରୋନା ଭୂତାଣୁର ଏକ ନୂଆ ପ୍ରକାର । ବିଶେଷ କରି ପଶ୍ଚିମବଙ୍ଗରେ ଏହି ପ୍ରକାର ଭୂତାଣୁ ଅଧିକ ଚିହ୍ନଟ ହୋଇଛି । ଏହାର ନାମକରଣ ହୋଇଛି- ବି-୧- ୬୧୮ । ଏହା ପୂର୍ବରୁ ଭାରତରେ ଏକ ଡବଲ ମ୍ୟୁଟାଂଟ ଭୂତାଣୁ…

ଜଗତସିଂହପୁର ବାଲିକୁଦା ଉପକୂଳରେ ବଢି ଚାଲିଛି ବେଆଇନ୍ ଚିଙ୍ଗୁଡି ଘେରି । ହେନ୍ତାଳ ବଣକୁ କାଟି ଜଙ୍ଗଲ ଜମିରେ ଘେରି…

କନକ ବ୍ୟୁରୋ : ହଜାର ହଜାର ଜଙ୍ଗଲ ଜମିରେ ବେଆଇନ ଚିଙ୍ଗୁଡ଼ି ଘେରି । ଲୁଚା ଛପାରେ ନୁହେଁ ବରଂ ରାଜସ୍ୱ ଅଧିକାରୀଙ୍କ ପ୍ରତ୍ୟେକ୍ଷ ଓ ପରୋକ୍ଷ ସହଯୋଗରେ ବଡ଼ ବଡ଼ ମେସିନ୍ ଲଗାଇ ଘେରି ଖୋଳାଯାଉଛି । ଏମିତି କି ନଦୀ ଭିତରେ ଓ ବନ୍ଧ ନିକଟରେ କୋଷ୍ଟାଲ ରେଗୁଲେସନ ଜୋନ୍ (ସିଆର୍ଜେଡ୍) ନିୟମକୁ ଉଲଘଂନ…

କଅଁଳ କାନ୍ଧରେ ପରିବାର ବୋଝ । ପରିବାର ଚଳାଇବା ପାଇଁ ଠେଲାଗାଡିରେ ଜଳଖିଆ ବିକୁଛନ୍ତି ଦୁଇ ନାବାଳକ ଭାଇ ବିକାଶ ଓ ଆକାଶ…

କନକ ବ୍ୟୁରୋ: ପାଠ ପଢିବା ସହ ଦୁଇ ଭାଇ ବିକାଶ ଓ ଆକାଶର କଅଁଳ କାନ୍ଧରେ ପରିବାର ବୋଝ । ପରିବାର ପ୍ରତିପୋଷଣ ପାଇଁ ଦୁଇ ଭାଇ ପାଠ ପଢା ସହ ଠେଲା ଗାଡିରେ ବୁଲି ବୁଲି କରୁଛନ୍ତି ଜଳଖିଆ ବିକ୍ରି । ଆଉ ଜଳିଖିଆ ବିକ୍ରି କଲେ ପରିବାର ୫ପ୍ରାଣୀଙ୍କ ପେଟକୁ ମିଳେ ଦାନା । ଏଭଳି କିଛି ଖବର ଆସିଛି…