Daily Archives

April 22, 2021

କୋଭିଡ ଟେଷ୍ଟ ନକରାଇ ବିମାନବନ୍ଦରରୁ ଖସିଗଲେ ୩ ଶହ ଯାତ୍ରୀ । ଏତଲା ଦେବାକୁ ପ୍ରସ୍ତୁତ ହେଉଛନ୍ତି ବିମାନବନ୍ଦର…

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ ସବୁ ରେକର୍ଡ ଭାଙ୍ଗି ୩ ଲକ୍ଷ ଉପରେ ପହଂଚିଛି । ଏହାରି ଭିତରେ ସରକାର କୋଭିଡ କଟକଣାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ବାହାର ଦେଶରୁ ଆସୁଥିବା…

କୋରାପୁଟ ପରେ ମାଲକାନଗିରିରୁ ଆସିଲା କେନାଲ ଭୁଷୁଡିବାର ଖବର । ତାମସା ମୁଖ୍ୟ କେନାଲ ଭୁଷୁଡି ଜଳମଗ୍ନ ଗାଁ ଓ ବିଲ ।

କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ପରେ ଏବେ ମାଲକାନଗିରିରୁ ଆସିଛି କେନାଲ ଭୁଷୁଡିବାର ଖବର । ମାଲକାନଗିରି ଜିଲ୍ଲାର ଚାଷୀଙ୍କ ଲାଇଫ ଲାଇନ୍ କୁହାଯାଉଥିବା ତାମସା ମୁଖ୍ୟ କେନାଲ ଭୁଷୁଡି ପଡିବାରୁ ଦୋରିଗୁଡାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାଫଳରେ ହେକ୍ଟର ହେକ୍ଟର…

ବାପା ଚଲାଉଥିଲେ ଅଟୋ । ଜୋତା କିଣିବାକୁ ପାଖରେ ନଥିଲା ଟଙ୍କା । ଏବେ ଆଇପିଏଲରେ ଚମତ୍କାର ଖେଳୁଛନ୍ତି ଚେତନ ସକରିୟା । 

କନକ ବ୍ୟୁରୋ: ସଫଳତା ତାଙ୍କୁ ମିଳିଥାଏ ଯାହାଙ୍କ ମନରେ ଭରପୂର ଇଚ୍ଛା ଶକ୍ତି ରହିଥାଏ । ଯଦି କିଛି କରି ଦେଖାଇବାର ଇଚ୍ଛା ଥାଏ, ନିଜ ଉପରେ ଭରସା ଓ ଆତ୍ମବିଶ୍ୱାସ ରହିଥାଏ ତେବେ ସବୁ କିଛି ସମ୍ଭବ ହୋଇଥାଏ । ଏଭଳି ନିଜ ସ୍ୱପ୍ନକୁ ପୂରଣ କରିଛନ୍ତି ରାଜସ୍ଥାନ ରୟାଲ୍ସର ପେସ ବୋଲର ଚେତନ ସକରିୟା…

ଆଜି ୧୮ ଜିଲ୍ଲାକୁ କାଳବୈଶାଖୀ ଭୟ, ୟେଲୋ ୱାର୍ଣ୍ଣିିଂ ଜାରି କଲା ପାଣିପାଗ ବିଭାଗ

କନକ ବ୍ୟୁରୋ : ରାଜ୍ୟର ଉତ୍ତର, ଦକ୍ଷିଣ, କେନ୍ଦ୍ରୀୟ, ଉପକୂଳ ଓ ଆଭ୍ୟନ୍ତରୀଣର ପ୍ରାୟ ୧୮ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ…

ଅକ୍ସିଜେନ ଯୋଗାଣରେ କଟକଣା । ଶିଳ୍ପାନୁଷ୍ଠାନକୁ ଅକ୍ସିଜେନ ଯୋଗାଣ ବନ୍ଦ କରିବା ପାଇଁ ଉତ୍ପାଦକଙ୍କୁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ଅକ୍ସିଜେନ ଯୋଗାଣରେ କଟକଣା । ଦେଶରେ ନିର୍ଦ୍ଦିଷ୍ଟ ଶିଳ୍ପାନୁଷ୍ଠାନକୁ ଅକ୍ସିଜେନ ଯୋଗାଣରେ କଟକଣା । ଶିଳ୍ପାନୁଷ୍ଠାନକୁ ଅକ୍ସିଜେନ ଯୋଗାଣ ବନ୍ଦ କରିବା ପାଇଁ ଉତ୍ପାଦକଙ୍କୁ ନିର୍ଦ୍ଦେଶ । ୯ଟି ଶିଳ୍ପ କ୍ଷେତ୍ରକୁ ବାଦ ଦେଇ ଅନ୍ୟ ଶିଳ୍ପାନୁଷ୍ଠାନକୁ ଯୋଗାଣ ବନ୍ଦ । ଅବାଧରେ…

ପୁଣି ଘୁଞ୍ଚିଲା ପିପିଲି ଉପ-ନିର୍ବାଚନ ତାରିଖ । ଆସନ୍ତା ୧୩ ପରିବର୍ତ୍ତେ ୧୬ ତାରିଖରେ ହେବ ଭୋଟଗ୍ରହଣ, ୧୯ ତାରିଖରେ…

କନକ ବ୍ୟୁରୋ : ପୁଣି ଘୁଞ୍ଚିଲା ପିପିଲି ଉପ-ନିର୍ବାଚନ ତାରିଖ । ଆସନ୍ତା ମେ’ ୧୬ରେ ହେବ ପିପିଲି ଉପ-ନିର୍ବାଚନ । ୧୯ ତାରିଖରେ ହେବ ଭୋଟ ଗଣତି । ପୂର୍ବରୁ ମେ’ ୧୩ରେ ନିର୍ବାଚନ ହେବା ନେଇ ତାରିଖ ସ୍ଥିର ହୋଇଥିଲା । କିନ୍ତୁ ଏବେ ପୁଣିଥରେ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ୧୬…