Daily Archives

April 17, 2021

ବିଶ୍ବରେ ବଢିଚାଲିଛି କରୋନା ମୃତ୍ୟୁସଂଖ୍ୟା । ଟିକାକରଣ ଭିତରେ କୋଭିଡ୍ ମୃତ୍ୟୁସଂଖ୍ୟା ଟପିଲା ୩ ନିୟୁତ ।

କନକ ବ୍ୟୁରୋ: ଦେଶରେ ସଂକ୍ରମଣ ବଢ଼ିବା ସହ ଆଜି ବିଶ୍ବରେ କରୋନାଜନିତ ମୃତ୍ୟୁସଂଖ୍ୟା ୩ ନିୟୁତ ଟପିଛି। ଟିକାକରଣ ସତ୍ତ୍ବେ ଲୋକେ କରୋନା କଟକଣା ମାନୁ ନଥିବାରୁ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବଢ଼ିଛି। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ଲୋକଙ୍କ ମୃତ୍ୟୁସଂଖ୍ୟା ୟୁକ୍ରେନର ଓ କୀବର…

ରାଜଧାନୀକୁ ଡରାଉଛି ଭୂତାଣୁ । ଗତ ୨୪ ଘଂଟା ଭିତରେ ଚିହ୍ନଟ ହେଲେ ୪୫୧ କରୋନା ସଂକ୍ରମିତ । କ୍ୱାରେଣ୍ଟାଇନରୁ ୯୧,…

କନକ ବ୍ୟୁରୋ: ରାଜଧାନୀରେ ୪ ଶହ ପାର୍ କଲା ଦୈନିକ ସଂକ୍ରମଣ । ଆଜି ଭୁବନେଶ୍ୱରରୁ ମୋଟ ୪୫୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ସେଥିମଧ୍ୟରୁ ୯୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୩୬୦ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ତେବେ ରାଜଧାନୀରୁ ଏତେ ମାତ୍ରାରେ ଲୋକାଲ୍…

ରାତି ୮ରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା । କରୋନା ସ୍ଥିତି ଏବଂ ଟୀକାରଣ ନେଇ କରିବେ ଆଲୋଚନା । 

କନକ ବ୍ୟୁରୋ: ଦେଶରେ କରୋନାର ଦ୍ୱିତୀୟ ଲହର ଭିତରେ ବଡ଼ ଖବର । ଆଜି ରାତି ୮ଟାରେ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ କରୋନା ସ୍ଥିତି ଓ ବିଭିନ୍ନ ରାଜ୍ୟରେ ଟୀକାକରଣ କିଭଳି ଚାଲିଛି ଓ ଆଗକୁ କେମିତି ହେବ, ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି…

ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ସମୁଦ୍ରରୁ ବେଆଇନ ଭାବେ ଚାଲିଛି ପାଣି ଉଠାଣ । ହାଇକୋର୍ଟଙ୍କ ରୋକ୍ ପରେ ବି ନିୟମ…

କନକ ବ୍ୟୁରୋ: ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ନବା ସାମୁଦ୍ରିକ କଇଁଚ ସୁରକ୍ଷା ଶିବିର ନିକଟ ସମୁଦ୍ରରୁ ବେଆଇନ୍ ଭାବରେ ପାଣି ଉଠାଣ ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି । କୋର୍ଟଙ୍କ ନିର୍ଦେଶ ପରେ ସମୁଦ୍ର କୂଳରେ କୃଷ୍ଣପ୍ରସାଦ ତହସିଲଦାର, ରମ୍ଭା ରେଞ୍ଜର ପହଁଚି ପାଣି ପମ୍ପକୁ ଉଚ୍ଛେଦ କରିବା…

ନାଇଟ୍ କର୍ଫ୍ୟୁ ନେଇ ପୋଲିସ କମିଶନରଙ୍କ ପ୍ରେସମିଟ୍ । ରାତିରେ ପଇଁତରା ମାରିବ ପାଟ୍ରୋଲିଂ ଗାଡି । ନିୟମ ଭାଙ୍ଗିଲେ ହେବ…

କନକ ବ୍ୟୁରୋ: ନାଇଟ୍ କର୍ଫ୍ୟୁ ସମୟରେ ନିୟମ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଅମାନିଆଙ୍କୁ ସାବାଡ କରିବାକୁ ଟୁଇନ ସିଟିରେ ପଇଁତରା ମାରିବ ପୋଲିସ । ଆଜି ନାଇଟ୍ କର୍ଫ୍ୟୁ ସମ୍ବନ୍ଧରେ ପ୍ରେସମିଟ୍ କରି ଏଭଳି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । କୋଭିଡ୍ ସଂକ୍ରମଣକୁ…

ରାୟଗଡାରେ ଉତ୍କଟ ହେଲାଣି ପାଣି ସମସ୍ୟା । କେଉଁଠି ପାଣି ପାଇଁ ପଂଚାୟତ ଅଫିସରେ ତାଲା । କେଉଁଠି ଆଦିବାସୀଙ୍କ ଶୋଷ…

କନକ ବ୍ୟୁରୋ: ଆମକୁ ପାଣି ମୁନ୍ଦେ ଦିଅ, ଆଉ କିଛି ଦରକାର ନାହିଁ । ପ୍ରଶାସନକୁ ଏପରି କିଛି ଆକୁଳ ନିବେଦନ କରିଛନ୍ତି ରାୟଗଡା ଜିଲ୍ଲାର ଦୁଇ ଗ୍ରାମବାସୀ । ବର୍ଷ ବର୍ଷ ଧରି ଜଳକଷ୍ଟ ଲାଗି ରହିଥିଲେ ମଧ୍ୟ ଗ୍ରାମବାସୀଙ୍କ କେହି କର୍ଣ୍ଣପାତ କରୁନାହାନ୍ତି । ଫଳରେ ନାଳର ଦୂଷିତ ପାଣି ଉପରେ…