Daily Archives

April 17, 2021

ବିକାଶ ଚାହୁଁଛି ଲାଲଗଡ । ସ୍ୱାଭିମାନ ଅଂଚଳରେ ମେଳି କଲେ ୧୭ଟି ଗାଁର ହଜାର ହଜାର ଲୋକେ ।

କନକ ବ୍ୟୁରୋ: ବିକାଶ ଚାହୁଁଛି ଲାଲଗଡ । ନୂତନ ଗ୍ରାମ ପଂଚାୟତ ସହ ମୌଳିକ ସୁବିଧା ଦାବି ନେଇ ଲାଲଗଡରେ ରଣହୁଁକାର ଦେଇଛନ୍ତି ୧୭ଟି ଗାଁର ଲୋକେ । ବର୍ଷ ବର୍ଷ ଧରି ରାସ୍ତା, ପାନୀୟ ଜଳ, ଆଙ୍ଗନୱାଡି, ସ୍ୱାସ୍ଥ୍ୟକେନ୍ଦ୍ର ଆଦି ମୌଳିକ ସୁବିଧା ପାଇଁ ସରକାରଙ୍କୁ ଅବଗତ କରାଇ ଆସୁଥିଲେ ହେଁ…

ଭୋପାଳ ହମିଦିଆ ହସ୍ପିଟାଲରୁ ୮ ଶହ ରେମଡେସିଭିର ଇଂଜେକ୍ସନ ଚୋରି । ଚୋର ଧରିବାକୁ ସିସିଟିଭି ଯାଂଚ କରୁଛି ପୋଲିସ

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ ସଂଜୀବନୀ କୁହାଯାଉଥିବା ରେମଡେସିଭିର ଇଂଜେକ୍ସନ ଏବେ ବଜାରରେ ଘୋର ଅଭାବ । ଏହାରି ମଧ୍ୟରେ ଭୋପାଳର ହମିଦିଆ ହସ୍ପିଟାଲରୁ ଏହି ଇଂଜେକ୍ସନର ୮୦୦ ଡୋଜ ଚୋରି ହୋଇଯାଇଥିବା ଖବର ଆସିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଖବର ଆସିବା ପରେ ପୋଲିସ…

ଛତିଶଗଡ ସୀମାନ୍ତବର୍ତ୍ତୀ ୧୦ଟି ଜିଲ୍ଲାରେ ଆଜିଠୁ ୨ ଦିନିଆ ସଟଡାଉନ୍ । ସହରାଞ୍ଚଳରେ ଦୋକାନ ବଜାର ବନ୍ଦ, ପଇଁତରା…

କନକ ବ୍ୟୁରୋ: ସାରା ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏପରି ସ୍ଥିତିରେ ଛତିଶଗଡ ସୀମାନ୍ତବର୍ତ୍ତୀ ୧୦ଟି ଜିଲ୍ଲାରେ ସପ୍ତାହର ଶେଷ ଦୁଇ ଦିନ ସଟଡାଉନ୍ ପାଳନ କରାଯାଉଛି । ଆଜି କଳାହାଣ୍ଡି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ପାଳନ ହେଉଛି । ଯେଉଁଥିରେ ଧର୍ମଗଡ ସହରର ଦୋକାନ ବଜାର…

ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ନେଇ ପ୍ରସ୍ତୁତି ବୈଠକ । ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକ ।…

କନକ ବ୍ୟୁରୋ : କରୋନା କଟକଣା ଭିତରେ କିଭଳି ପାଳନ ହେବ  ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ପର୍ବ ରୁକୁଣା ରଥଯାତ୍ରା, ସେନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ । ବୈଠକରେ ବିନା ଶ୍ରଦ୍ଧାଳୁରେ ରଥଯାତ୍ରା ସମାପନ ନେଇ ଆଲୋଚନା ହୋଇଥିବା ଜଣାପଡିଛି ।…

ମମତାଙ୍କ ଉପରେ ବର୍ଷିଲେ ମୋଦି । କହିଲେ ଦିଦିଙ୍କର ଅହଙ୍କାର ବଢିଯାଇଛି, ସମସ୍ତେ ତାଙ୍କୁ ଛୋଟ ଦିଶୁଛନ୍ତି ।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗରେ ଦୁଇଟି ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଛନ୍ତି ଜ୍ଝ ଆସନସୋଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀମାନଙ୍କର ବୈଠକମାନଙ୍କରେ ମମତା ବାନାର୍ଜୀ ସାମିଲ ହୁଅନ୍ତି ନାହିଁ । କାରଣ ମମତାଙ୍କର…

ରେଳଯାତ୍ରୀଙ୍କ ପାଇଁ କଟକଣା କଡାକଡି କଲା ରେଳ ବିଭାଗ । ବିନା ମାସ୍କରେ ଯାତ୍ରାକଲେ ଗଣିବେ ଜରିମାନା

କନକ ବ୍ୟୁରୋ : ଯାତ୍ରୀଗଣ କୃପାକରି ଧ୍ୟାନ ଦିଅନ୍ତୁ । ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣାକୁ କଡାକଡି କରିଛନ୍ତି ରେଳ ବିଭାଗ । ଆପଣ ରେଳରେ ଯାତ୍ରା କରିବା ସମୟରେ କିମ୍ବା ପ୍ଲାଟଫର୍ମ ଭିତରେ ଯଦି ବିନା ମାସ୍କରେ ଯାତ୍ରା କରୁଥାନ୍ତି ତେବେ ଆପଣଙ୍କୁ ୫ ଶହ ଟଙ୍କା…