Daily Archives

April 14, 2021

ପିପିଲିରେ ସାନି ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ।

କନକ ବ୍ୟୁରୋ: ପିପିଲିରେ ସାନି ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । କନକ ନ୍ୟୁଜକୁ ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ନିଆଯିବ ପଦକ୍ଷେପ । ପିପିଲି ଉପନିର୍ବାଚନରେ ପ୍ରାର୍ଥୀ ଦେବାକୁ କଂଗ୍ରେସକୁ ସୁଯୋଗ ମିଳିବ ।…

ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ । କୋଭିଡ ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ ଅଜିତ

କନକ ବ୍ୟୁରୋ: ପିପିଲି ପାଇଁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ । କୋଭିଡ ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ ଅଜିତ ମଙ୍ଗରାଜ । ଭୁବନେଶ୍ୱରର ଆପୋଲ ହସ୍ପିଟାଲରେ ଅଜିତଙ୍କ ଚାଲିଥିଲା ଚିକିତ୍ସା । ଏବେ ଆପୋଲ ହସ୍ପିଟାଲରେ କଂଗ୍ରେସର ବରିଷ୍ଠ ନେତା ପହଞ୍ଚିଛନ୍ତି । ପିପିଲି ଉପ…

କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ, ଜିଲ୍ଲାରେ ସଂକ୍ରମଣ କମ ଅଛି । 

କନକ ବ୍ୟୁରୋ: କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ, ଦ୍ୱିତୀୟ ଲହର ମୁକାବିଲା ପାଇଁ ଜନତା ସହଯୋଗ କରନ୍ତୁ । ଗଞ୍ଜାମରେ ସଂକ୍ରମଣ ହାର କମ ଅଛି । ହେଲେ ଆଗକୁ ସଂକ୍ରମଣ ନେଇ କିଛି କହିହେବନି । ଜିଲ୍ଲା କୋଭିଡ ହେଲଥ ସେଣ୍ଟର ପ୍ରସ୍ତୁତ ଅଛି । ୧୫ ଶହ…

ଦିନେ ଥିଲେ ରାତି ଜଗୁଆଳି ଏବେ ଆଇଆଏମର ଆସିଷ୍ଟାଣ୍ଟ ପ୍ରଫେସର । ରଞ୍ଜିତ ରାମଚନ୍ଦ୍ରନଙ୍କ କାହାଣୀ ଅନେକଙ୍କ ପାଇଁ…

କନକ ବ୍ୟୁରୋ : ସବୁ ଅସମ୍ଭବକୁ ସମ୍ଭବରେ ପରିଣତ କରିଥାଏ ନିଜର ଦୃଢ଼ ଇଚ୍ଛାଶକ୍ତି । ଏଇ କଥାକୁ ଆଉଥରେ ପ୍ରମାଣିତ କରି ଦେଖାଇଥିବା ୨୮ ବର୍ଷୀୟ ରଞ୍ଜିତ ରାମଚନ୍ଦ୍ରନଙ୍କ ସଫଳତା ଏବେ ପାଲଟିଛି ଦେଶବ୍ୟାପି ଚର୍ଚ୍ଚାର ବିଷୟ । ବିଏସ୍‌ଏନ୍‌ଏଲ୍‌ ଟେଲିଫୋନ୍‌ ଏକ୍ସଚେଞ୍ଜରେ ନାଇଟ୍‌ ୱାଚମ୍ୟାନ୍‌ ବା…

କରୋନା ସଂକ୍ରମଣର ଦୁଇଟି ଉଦବେଗଜନକ ଚିତ୍ର : କରୋନାର ପ୍ରକୋପ କମ କରିବାକୁ ସୁରଟରେ ହସ୍ପିଟାଲ ହତାରେ ଯଜ୍ଞ 

କନକ ବ୍ୟୁରୋ : କରୋନା ମହାମାରୀର ଦ୍ୱିତୀୟ ଲହର ଦ୍ରୁତ ବେଗରେ ସଂକ୍ରମିତ ହେଉଛି । ଯେଉଁଠି କରୋନା ପ୍ରକୋପକୁ କମାଇବା ପାଇଁ ଚାଲିଛି ହୋମ ଯଜ୍ଞ । ଗୁଜୁରାଟ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିିତ ସୁରଟର ନ୍ୟୁ ସିଭିଲ ହସ୍ପିଟାଲ ପରିସରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତେବେ ସାଂଘାତିକ କଥା…

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ସିବିଏସଇ ଦଶମ ପରୀକ୍ଷା ବାତିଲ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ । ଟ୍ୱିଟ୍ କରି…

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ସିବିଏସଇ ଦଶମ ପରୀକ୍ଷା ରଦ୍ଦ କଲେ ସରକାର । ସେହିଭଳି ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ । ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ଏଭଳି ନିଷ୍ପତି ନିଆଯାଇଛି ।…