Daily Archives

April 14, 2021

ସୁନ୍ଦରଗଡକୁ ଫେରିଲା ଲକଡାଉନ : ଗୋଟିଏ ଗାଁକୁ ୩ ଦିନ ପାଇଁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କଲେ ସରପଂଚ

କନକ ବ୍ୟୁରୋ : ସୁନ୍ଦରଗଡକୁ ଫେରିଲା ଲକଡାଉନ । ଗୋଟିଏ ଗାଁକୁ ୩ ଦିନ ପାଇଁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି ସରପଂଚ । କରୋନାର ସଂକ୍ରମଣ ବଢି ଚାଲିଥିବା ବେଳେ ଦ୍ରୁତ ସଂକ୍ରମଣ ଓ ଭୟାବହତାକୁ ଦୃଷ୍ଟିରେ ରଖି ବଡଗାଁ ପଂଚାୟତକୁ ଲକଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଂଚ ।…

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ : ଟ୍ବିଟ୍ କରି ସୂଚନା ଦେଲେ ଯୋଗୀ ଆଦିତ୍ୟନାଥ

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୋଭିଡ୍‌-୧୯ ପଜିଟିଭ୍‌ । ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲେଖିଛନ୍ତି, ପ୍ରାରମ୍ଭିକ ଉପସର୍ଗ (ଲକ୍ଷଣ) ଦେଖାଦେବା କ୍ଷଣି ମୁଁ କୋଭିଡ୍‌-୧୯ ପରୀକ୍ଷା କରାଇବାରୁ ରିପୋର୍ଟ ପଜିଟିଭ୍‌ ଆସିଲା। ମୁଁ ଏକାନ୍ତବାସରେ…

କେମିତି ଫେରାର ମାରିଲା ଗ୍ୟାଙ୍ଗଷ୍ଟର ହାଇଦର : ପ୍ରଶ୍ନ ଉଠାଇଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି…

କନକ ବ୍ୟୁରୋ : କେମିତି ଫେରାର ମାରିଲା ଗ୍ୟାଙ୍ଗଷ୍ଟର ହାଇଦର । ପ୍ରଶ୍ନ ଉଠାଇଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । ସେ କହିଛନ୍ତି ହାଇଦର ଫେରାର ହେବା ଉଦବେଗଜନକ ଘଟଣା । ଓଡ଼ିଶାର ଆଇନ ଶୃଙ୍ଖଳାର କେମିତି ଧୀରେ ଧୀରେ ଅବନତି ଘଟୁଛି ଏହା ତାହାର ଉଦାହରଣ ।…

ସୀମାନ୍ତ ରାଜ୍ୟରୁ ମାଲକାନଗିରିକୁ ପ୍ରବେଶ ମନା :  ସୀମା ସିଲ୍ କରି ଜିଲ୍ଲା ପ୍ରଶାସନର କଡାକଡି ଯାଂଚ

କନକ ବ୍ୟୁରୋ : ମାଲକାନଗିରିରେ ପୁଣି ଫେରିଲା କରୋନା କଟକଣା । ମାଲକାନଗିରି ସୀମାକୁ ଚାରି ପଟୁ ସିଲ୍ କଲା ମାଲକାନଗିରି ଜିଲ୍ଲା ପ୍ରଶାସନ । ଛତିଶଗଡ ସୀମାବର୍ତୀ ଚାଲାଣଗୁଡା, ପଡିଆ ସମେତ ଓଡ଼ିଶାର ଶେଷ ସୀମା ମୋଟୁ ଠାରେ ମଧ୍ୟ ଫେରିଛି କରୋନା କଟକଣା । ଏ ହେଉଛି ମୋଟୁ ସୀମାର ଦୃଶ୍ୟ । ଏଠାରେ…

କୁଆଡେ ଚମ୍ପଟ ମାରିଲା ଗ୍ୟାଙ୍ଗଷ୍ଟର ହାଇଦର, ପତା ପାଉନି ପୋଲିସ : ମହାକାଳପଡ଼ାର ଜମ୍ବୁ ଦୀପ ଦେଇ ମାଛ ଧରା ବୋଟରେ…

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ହାଇଦର‌୍‌ କେନ୍ଦ୍ରାପଡ଼ା ମହାକାଳପଡ଼ାର ଜମ୍ବୁଦ୍ବୀପରୁ ବଙ୍ଗୋପସାଗର ବାଟ ଦେଇ ବାଂଲାଦେଶ ପରିବାର ସହିତ ଚମ୍ପଟ୍‌ ମାରିବା ଆଶଙ୍କା ଧୀରେଧୀରେ ମଜବୁତ ହେବାରେ ଲାଗିଛି। ଏଭଳି ଆଶଙ୍କାକୁ ନେଇ ଏବେ ପୁଲିସ ବି ଚିନ୍ତାରେ ପଡିଛି। ହାଇଦର‌୍‌ ବାଂଲାଦେଶରେ…

ଆମେରିକାକୁ ଚୀନର ସତର୍କବାଣୀ । ତାଇୱାନ ପ୍ରସଙ୍ଗରେ ହସ୍ତକ୍ଷେପ କଲେ ବିପଦରେ ପଡିବ ।

କନକ ବ୍ୟୁରୋ : ତାଇଓ୍ଵାନ୍‌ ପ୍ରସଙ୍ଗରେ ହସ୍ତକ୍ଷେପ ବନ୍ଦ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକାକୁ ସତର୍କ ସୂଚନା ଦେବା ସହ ତାଇଓ୍ଵାନ୍‌ ସରକାରୀ ଅଧିକାରୀମାନଙ୍କ ସହିତ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଅଧିକାରୀମାନେ ଅବାଧରେ ଦେଖା ସାକ୍ଷାତ୍‌ କରିବା ପ୍ରସଙ୍ଗ ଉପରେ ମଧ୍ୟ ଆପତ୍ତି…