Daily Archives

April 12, 2021

ଗୋଟିଏ ଦିନରେ ୧୯୦ ପଜିଟିଭ୍ ଚିହ୍ନଟ । ସ୍ଥାନୀୟ ଅଂଚଳରୁ ଚିହ୍ନଟ ହେଲେ ୧୫୨ ସଂକ୍ରମିତ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା…

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଏବେ ଡରାଇବା ଆରମ୍ଭ କରିଛି କରୋନା ଭାଇରସ । ରାଜଧାନୀରେ ଏବେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ଦୈନିକ ସଂକ୍ରମଣ ବି ବଢିବାକୁ ଲାଗିଛି । ଆଜି ଗୋଟିଏ ଦିନରେ ଭୁବନେଶ୍ୱରରୁ ୧୯୦ ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବାବେଳେ ସେ ଭିତରୁ ୧୫୨ ଜଣ…

ରୁଦ୍ରଙ୍କ ପାଇଁ ନବୀନଙ୍କ ପ୍ରଚାର । ଭର୍ଚୁଆଲ ରାଲିରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ, କହିଲେ…

କନକ ବ୍ୟୁରୋ : ପିପିଲି ଉପ-ନିର୍ବାଚନ ପାଇଁ ନବୀନଙ୍କ ପ୍ରଚାର । ପିପିଲି ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଏହାସହ ରୁଦ୍ରଙ୍କ ପାଇଁ ଭୋଟ ମାଗିଛନ୍ତି । ପିପିଲି-ଡେଲାଙ୍ଗ ବାସୀ ସବୁବେଳେ…

୧୨ କୋଟି ଟଙ୍କାର ବ୍ୟାନ ମେଡିସିନ୍ ଜବତ କଲା ଏନସିବି । ୪ ବେପାରୀ ଗିରଫ, ୟୁରୋପ ପର୍ଯ୍ୟନ୍ତ ବ୍ୟାପିଛି ବ୍ୟବସାୟର ଚେର

କନକ ବ୍ୟୁରୋ : ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଉତ୍ତରପ୍ରଦେଶର ଆଗ୍ରାରୁ ବ୍ୟାନ ହୋଇଥିବା ମେଡିସିନର ଅବୈଦ୍ଧ କାରବାର କରୁଥିବା ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୨ କୋଟି ଟଙ୍କା ମୂଲ୍ୟର ବ୍ୟାନ ମେଡିସିନ ବି ଜବତ କରିଛି । ଏହି ମେଡିସିନଗୁଡିକୁ ଚୋରାରେ ବିଦେଶ ପଠାଯାଉଥିବା କଥା…

ପିପିଲିରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ନବୀନଙ୍କ ପ୍ରଚାର । ଭର୍ଚୁଆଲ ମାଧ୍ୟମରେ ବିଜେଡି ସୁପ୍ରିମୋଙ୍କ…

କନକ ବ୍ୟୁରୋ: ପିପିଲିରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ନବୀନଙ୍କ ପ୍ରଚାର । ଭର୍ଚୁଆଲ ମାଧ୍ୟମରେ ବିଜେଡି ସୁପ୍ରିମୋଙ୍କ ପ୍ରଚାର । ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ପ୍ରଚାର କରିବେ ନବୀନ । କଣ କହିବେ ନବୀନ ? କିଭଳି ଭୋଟରଙ୍କୁ ଆକୃଷ୍ଟ କରିବେ ତା ଉପରେ ରହିଛି ସମସ୍ତଙ୍କ ନଜର ।…

ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ଘଟଣା । ମଙ୍ଗଳାବାଗ୍ ଥାନାରେ ଏତଲା । ଏତଲା ଦେଲେ ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ…

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ଘଟଣାକୁ ନେଇ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି ସେଦିନ ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ । କନେଷ୍ଟବଳଙ୍କ ଏତଲା ମୁତାବକ ଫେରାର ହେବା ଦିନ ହାଇଦରଙ୍କୁ ତାଙ୍କ ପୁଅ ଓ ଜ୍ୱାଇଁ ଭେଟିବାକୁ ଆସିଥିଲେ । ଏହି ଏତଲା ପରେ ଏବେ ପୋଲିସ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଘୋଟଲା । ଘର ବାବଦକୁ ଆକାଉଣ୍ଟରୁ ଉଠିଛି ଟଙ୍କା, ଜାଣି ନାହାନ୍ତି ହିତାଧିକାରୀ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଘୋଟଲା । ହିତାଧିକାରୀଙ୍କ ନାଁରେ ଆବାସ ଯୋଜନାରେ ଘର ମିଳିଛି । ଘର ବାବଦକୁ ୧ ଲକ୍ଷ ୨୦ ହଜାର ଟଙ୍କା ଉଠା ଯାଇଛି । ହେଲେ ଏକଥା ହିତାଧିକାରୀଙ୍କ ଜଣାନାହିଁ । ଏବେ ବ୍ଲକ ପ୍ରଶାସନ ପକ୍ଷରୁ ହିତାଧିକାରୀଙ୍କ ଧମକ ଦିଆଯାଉଛି, ଟଙ୍କା ନେଇ ଘର…