Daily Archives

April 12, 2021

ଅସହାୟ ପରିବାରର କରୁଣ କାହାଣୀ । ଦିନେ ପୁଅର ରୋଜଗାର ଉପରେ ଭରସା କରୁଥିଲା ପରିବାର । ଏବେ ପୁଅ ରୋଗାକ୍ରାନ୍ତ ହେବାପରେ…

କନକ ବ୍ୟୁରୋ: ଏକ ଅସହାୟ ପରିବାରର କରୁଣ କାହାଣୀ ଯାହା ଆପଣଙ୍କ ଆଖିକୁ ଓଦା କରିଦେବ । ଦିନେ ପୁଅର ରୋଜଗାର ଉପରେ ଭରସା କରୁଥିଲା ପୁରା ପରିବାର । ଆଉ ଏବେ ପୁଅ ରୋଗାକ୍ରାନ୍ତ ହୋଇ ଘରେ ବସି ଯିବା ପରେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଖାଇବାକୁ ଟଙ୍କା ନଥିବା ବେଳେ କେଉଁଠୁ ଟଙ୍କା…

ଆଜିଠୁ ଓଡିଶାରେ ପ୍ରବେଶ ପାଇଁ ପ୍ରବାସୀଙ୍କ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳ । ରେଳ ଷ୍ଟେସନ ଓ…

କନକ ବ୍ୟୁରୋ: ଆଜିଠୁ ଓଡିଶାରେ ପ୍ରବେଶ ପାଇଁ ପ୍ରବାସୀଙ୍କ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳ । ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଥିଲେ ପ୍ରବାସୀଙ୍କ ରାଜ୍ୟରେ ପ୍ରବେଶ ପାଇଁ ଅନୁମତି ଦିଆଯିବ । ଏଥିପାଇଁ ରେଳ ଷ୍ଟେସନ ଓ ବିମାନବନ୍ଦରରେ ବିମଏସି ପକ୍ଷରୁ ଜୋରଦାର ଚେକିଂ କରାଯାଉଛି ।…

ପାଣିପାଗ ବିଭାଗର ସତର୍କ ସୂଚନା । ୨୪ ଘଣ୍ଟା ମଧ୍ୟରେ ୨୧ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା; ୧୧ ଜିଲ୍ଲାକୁ ୟେଲୋ…

କନକ ବ୍ୟୁରୋ :  ରାଜ୍ୟର ଅଧିକାଂଶ ସ୍ଥାନରେ ଗତ ତିନିଦିନ ଧରି କାଳବୈଶାଖୀ ଜନିତ ବର୍ଷା ଲାଗିରହିଛି। କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟବାସୀ ଅସହ୍ୟ ତାତିରୁ ଆଶ୍ୱସ୍ତି ପାଇଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପଶ୍ଚିମ, ଆଭ୍ୟନ୍ତର, ଦକ୍ଷିଣ ଓ ଉପକୂଳର…

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଠ ସ୍ୱତନ୍ତ୍ର କ୍ୟାନସର ହସ୍ପିଟାଲ । ରାଜ୍ୟ କ୍ୟାବିନେଟ ଦେଲା ମଂଜୁରୀ…

କନକ ବ୍ୟୁରୋ: ଭୁବନେଶ୍ୱରରେ ପ୍ରତିଷ୍ଠା ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ । ଏହି କ୍ୟାନସର ହସ୍ପିଟାଲ ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ । ବାଗଚି-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମଂଜୁରୀ ମିଳିଛି । ସେହିପରି ଭୁବନେଶ୍ୱରରେ…

ଭାରତକୁ ମିଳିଲା ତୃତୀୟ କୋଭିଡ-୧୯ ଟିକା । ଋଷ ଟିକା ‘ସ୍ଫୁଟନିକ-ଭି’ କୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି ।…

କନକ ବ୍ୟୁରୋ : ଦେଶରେ କରୋନାର ଦ୍ୱିତୀୟ ଲହର ତା’ର କାୟା ବିସ୍ତାର କରିବାରେ ଲାଗିଛି । ଏହି ସମୟରେ କରୋନାରୁ ମୁକ୍ତି ପାଇବାକୁ ଟିକା ଏକମାତ୍ର ବିକଳ୍ପ ହୋଇଥିବା ବେଳେ କିଛିଦିନ ହେବ ଦେଶରେ ଟକା ସଂକଟ ଦେଖାଦେଇଥିଲା । ଏନେଇ କିଛି ରାଜ୍ୟରେ ଟିକାକରଣ କେନ୍ଦ୍ର ବି ବନ୍ଦ ହୋଇଯାଇଥିଲା । ହେଲେ…

ଖରାଦିନେ ଜଳ ସମସ୍ୟା ଦୂର କରିବା ପାଇଁ ସରକାରଙ୍କ ପଦକ୍ଷେପ । ମନ୍ତ୍ରୀ କହିଲେ, ପାଣି ପାଇଁ ରାଜ୍ୟର ସମସ୍ତ ଜଳ ଯୋଗାଣ…

କନକ ବ୍ୟୁରୋ : ରାଜ୍ୟରୁ ଉପୁଜୁଥିବା ଜଳ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ସରକାର । ଖରାଦିନେ ସାରା ରାଜ୍ୟରେ ଦେଖାଦେଇଥିବା ଜଳ ସମସ୍ୟା ଦୂର କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ବିଭାଗୀୟ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ…