Daily Archives

April 4, 2021

ଓଡିଶାରେ ହେବନି ଦିନକର୍ଫ୍ୟୁ । ରାଜ୍ୟରେ ଏବେ ଲାଗୁ ହେବାର ନାହିଁ ଦିନକର୍ଫ୍ୟୁ । ସ୍ପଷ୍ଟ କଲେ SRC । ଦିନକର୍ଫ୍ୟୁ…

କନକ ବ୍ୟୁରୋ: ଓଡିଶାରେ ହେବନି ଦିନକର୍ଫ୍ୟୁ । ରାଜ୍ୟରେ ଏବେ ଲାଗୁ ହେବନି ଦିନ କର୍ଫ୍ୟୁ । ଓଡିଶାରେ ଦିନ କର୍ଫ୍ୟୁ ଲାଗୁ ହେବା ପ୍ରସଙ୍ଗରେ ଏସଆରସିଙ୍କ ସ୍ପଷ୍ଟୀକରଣ । କହିଲେ ରାଜ୍ୟରେ ଦିନକର୍ଫ୍ୟୁର ଆବଶ୍ୟକତା ନାହିଁ । ଓଡିଶାରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି । କୋଭିଡ ସ୍ଥିତି…

ସରକାରଙ୍କ ଭୁଲ ଧରିଲେ ସିଏଜି । ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ୭୭ ପ୍ରତିଶତ ଲୋକଙ୍କୁ ମିଛ ନିଯୁକ୍ତି…

କନକ ବ୍ୟୁରୋ: ସିଏଜିଙ୍କ ତିନିଟି ଅଡିଟ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ପରେ ଆଜି ପ୍ରେସମିଟରେ ଉପସ୍ଥାପନ କରିଛନ୍ତି ଓଡ଼ିଶାର ଆକାଉଂଟାଟ୍ ଜେନେରାଲ । ଏହି ରିପୋର୍ଟରେ “ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା’’ରେ ୭୭ ପ୍ରତିଶତ ଯୁବକ ଯୁବକତୀଙ୍କୁ ମିଛ ନିଯୁକ୍ତି ଦିଆଯାଇଥିବା କଥା…

ବିଜେଡି ବିରୋଧରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି । ଅଭିଯୋଗ, ବିଧାନସଭାରେ କହିବା ପାଇଁ ସୁଯୋଗ…

କନକ ବ୍ୟୁରୋ: ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଓ ପରେ ତିନି ବିଜେପି ବିଧାୟକଙ୍କୁ ବାଚସ୍ପତି ସସପେଣ୍ଡ କରିବା ପ୍ରସଙ୍ଗରେ ଗତକାଲିଠାରୁ ବିଧାନସଭା ପରିସର ଗାନ୍ଧୀ ମୂର୍ତୀ ତଳେ ଧାରଣା ଦେଇଥିବା ବିଜେପି ବିଧାୟକ ଦଳ ଆଜି ସାମ୍ବାଦିକ ସମ୍ମିଳନୀ କରି ବାଚସ୍ପତିଙ୍କୁ ଘେରିଛି । ବିଜେପି ସହ…

କାଲିଠାରୁ ଓଡିଶାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ । ଆଜିଠୁ ଜୋରଦାର ହେଲା ଚେକିଂ । ସେପଟେ ଦୈନିକ ସଂକ୍ରମଣ ୪୭୧କୁ…

କନକ ବ୍ୟୁରୋ: ନାଇଟ କର୍ଫ୍ୟୁ ଲାଗୁ ହେବା ପୂର୍ବରୁ ସୁନ୍ଦରଗଡର ଡେଲି ମାର୍କେଟରେ ଶହ ଶହ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ବଜାରରେ ଲାଗିଥିବା ଭିଡ ଭିତରେ ନା ଅଛି ସାମାଜିକ ଦୂରତା ରହିଛି ନା କେହି ମାସ୍କ ପିନ୍ଧିଛନ୍ତି । କାହାର ବି କରୋନା ସଂକ୍ରମଣକୁ ଖାତିର ନାହିଁ । କେବଳ ସୁନ୍ଦରଗଡ…

ଛତିଶଗଡରେ ମାଓବାଦୀଙ୍କ ନରସଂହାର । ୨ ହଜାର ଯବାନଙ୍କୁ ତିନିପଟୁ ଘେରିଗଲେ ୪ଶହ ମାଓବାଦୀ । ୨୨ ଯବାନ ସହିଦ, ୩୦ ଆହତ

କନକ ବ୍ୟୁରୋ: ବିଜାପୁର ଜିଲ୍ଲା ତେରମ୍ ଥାନା ଅଂଚଳରେ ଥିବା ଜଙ୍ଗଲରେ ପ୍ରାୟ ୪୦୦ ମାଓବାଦୀ ଏକାଠି ହୋଇଥିବା ଖବର ପାଇ ଏସଟିଏଫ, ସିଆରପିଏଫ, କୋବ୍ରା ଓ ଡିଆରଜି ଯବାନମାନେ ଆରମ୍ଭ କରିଥିଲେ ମିଳିତ ଅପରେସନ୍ । ପ୍ରାୟ ୨ ହଜାର ଯବାନ ଚାରିପଟୁ ଘେରି ମାଓବାଦୀଙ୍କୁ କାବୁ କରିବାକୁ ପ୍ରସ୍ତୁତ…

ପଶ୍ଚିମବଙ୍ଗର କମାରହାଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର । କହିଲେ, ଦିଦି ସାମ୍ପ୍ରଦାୟିକ ରାଜନୀତି…

କନକ ବ୍ୟୁରୋ: ଜୟ ଶ୍ରୀରାମ ନାରାକୁ ଶୁଣି ଚିହିଁକି ଉଠୁଥିବା ମମତା ଦିଦି ସାମ୍ପ୍ରଦାୟିକ ରାଜନୀତି କରୁଛନ୍ତି । ଜୟ ଶ୍ରୀରାମ ନାରାକୁ ଗାଳି ମାନୁଛନ୍ତି ମମତା ଦିଦି । ରବିବାର ପଶ୍ଚିମବଙ୍ଗର କମାରହାଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରି ଏପରି…