Daily Archives

April 1, 2021

ଇଭିଏମରେ ସିଲ୍ ହେଲା ମମତା ଓ ଶୁଭେନ୍ଦୁ ଅଧିକାରୀଙ୍କ ଭାଗ୍ୟ । ନନ୍ଦିଗ୍ରାମରେ କିଛି ସ୍ଥାନରେ ହିଂସା, ଶୁଭେନ୍ଦୁ…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ରାଜନୀତି ସେବେଠାରୁ ଉତ୍ତପ୍ତ ରହିଛି , ଯେବେ ଠାରୁ ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଛି । ୮ ପର୍ଯ୍ୟାୟର ନିର୍ବାଚନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ବହୁଚର୍ଚିତ ନନ୍ଦିଗ୍ରାମ ଆସନରେ ହୋଇଛି ଭୋଟିଂ । ଏହି ସମୟରେ ନନ୍ଦିଗ୍ରାମ ଆସନର ବିଜେପି ପ୍ରାର୍ଥୀ ଶୁଭେନ୍ଦୁ…

ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି । ତାଲା କାଟି ହୁଣ୍ଡିରୁ ଟଙ୍କା ଓ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ସିସିଟିଭିରେ…

କନକ ବ୍ୟୁରୋ: ପୁରୀର ମାଉସୀ ମା ମନ୍ଦିରରୁ ଚୋରି । ଯାହାର ସିସିଟିଭି ଫୁଟେଜ୍ ଏବେ ସାମନାକୁ ଆସିଛି । ଏଥିରେ ଦୁଇଜଣ ଲୋକଙ୍କ ଚିତ୍ର ସାମ୍ନାକୁ ଆସୁଛି । ତେବେ ଏହି ଫୁଟେଜରୁ ଚେହେରା ସ୍ପଷ୍ଟ ଭାବରେ ଜଣାପଡୁନାହିଁ କିମ୍ବା ବେଶଭୂଷା ବି ସେତେ ଜଣାପଡୁନାହିଁ । ଏତିକି ଦେଖାଯାଉଛି ଯେ, ଏହି…

ଭାରତରୁ ଚିନି ଓ କପା ଆମଦାନୀ ପ୍ରସଙ୍ଗରେ କଥା ବଦଳାଇଲା ପାକିସ୍ତାନ । ପାକର ଇକୋନୋମିକ୍ କୋର୍ଡିନେସନ୍ କମିଟି ପ୍ରସ୍ତାବ…

କନକ ବ୍ୟୁରୋ: ୨୪ ଘଂଟାରେ କଥା ବଦଳାଇ ଦେଲା ପାକିସ୍ତାନ । ଗତକାଲିର ନିଷ୍ପତିରେ ପୁଣି ପାକିସ୍ତାନର ୟୁ ଟର୍ଣ୍ଣ । ଭାରତରୁ କପା ଓ ଧଳା ଚିନି ଆମଦାନୀ ନେଇ ପାକିସ୍ତାନ ସରକାର ନେଇଥିବା ନିଷ୍ପତିରୁ ଓହରି ଯାଇଛି । ଏ ସମ୍ପର୍କରେ ପାକିସ୍ତାନ କ୍ୟାବିନେଟରେ ଗତକାଲି ଆସିଥିବା ପ୍ରସ୍ତାବ ଖାରଜ…

ବିଜେଡି-ବିଜେପି ମୁହାଁମୁହିଁ: ବିଜେଡି କହିଲା, ସିଇଓଙ୍କୁ ବଦଳାଇବା ଦାବି ବିଜେପିର ଅଭ୍ୟାସଗତ । ଆଜି ସିଇଓଙ୍କୁ…

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ମଧ୍ୟରେ ଏବେ ପୁଣି ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ସକାଳେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଟାର୍ଗେଟ କରିଥିବା ବେଳେ ଏବେ ବିଜେଡି ଏହାର ଜବାବ ଦେଇଛି । ବିଜେଡି କହିଛି ସିଇଓଙ୍କୁ ବଦଳାଇବା…

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଆସିଛି ହିଂସାର ଛାତିଥରା ଦୃଶ୍ୟ । ପ୍ରେସ ଗାଡିକୁ ଆକ୍ରମଣ କରି ଭାଙ୍ଗିଲେ…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସରିଥିବାବେଳେ ନିର୍ବାଚନ ସମୟରେ ହିଂସାର ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ଆଜି ଭୋଟବେଳେ ଏହି ହିଂସାରୁ ବାଦ ପଡିନାହିଁ ସାମ୍ବାଦିକଙ୍କ ଗାଡି । ଏକ ଜାତୀୟ ଗଣମାଧ୍ୟମର ଗାଡିକୁ କିଛି ଲୋକ ବାଟରେ ଅଟକାଇ ଆଖିବୁଜା…

ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ବୁଥ ଜଗିଲେ ମମତା । ଫୋନରେ ରାଜ୍ୟପାଳଙ୍କୁ କଲେ ଅଭିଯୋଗ । କହିଲେ, ସ୍ଥାନୀୟ ବାସିନ୍ଦାଙ୍କୁ…

କନକ ବ୍ୟୁରୋ: ଭାରତୀୟ ନିର୍ବାଚନୀ ଇତିହାସରେ ଏମିତି ଦୃଶ୍ୟ ବହୁତ କମ୍ ଦେଖିବାକୁ ମିଳେ, ଯେତେବେଳେ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ, ନିର୍ବାଚନ ଚାଲିଥିବା ସମୟରେ ମତଦାନ କେନ୍ଦ୍ରକୁ ଯାଇ, ନିର୍ବାଚନୀ ପ୍ରକ୍ରିୟାରେ ଅନିୟମିତତା ହେଉଥିବା ଅଭିଯୋଗ କରନ୍ତି । ପଶ୍ଚିମବଙ୍ଗରେ ଦ୍ୱିତୀୟ…