Daily Archives

January 30, 2021

ଜାନୁଆରୀ ୩୦ ତାରିଖ ୨୦୨୦ରେ ଦେଶରୁ ଚିହ୍ନଟ ହୋଇଥିଲା ପ୍ରଥମ କୋଭିଡ୍ ପଜିଟିଭ୍ । ଭାରତରେ କରୋନାକୁ ପୂରିଲା ବର୍ଷେ

କନକ ବ୍ୟୁରୋ: ଭାରତରେ କରୋନାକୁ ପୂରିଲା ବର୍ଷେ । ୨୦୨୦ ମସିହା ଜାନୁଆରୀ ୩୦ ତାରିଖ ଆଜିର ଦିନରେ ଦେଶରୁ ପ୍ରଥମ କରି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଜି ଏହାକୁ ଗୋଟିଏ ବର୍ଷ ପୂରଣ ହୋଇଛି । ବର୍ଷେ ତଳେ ଆଜିର ଦିନରେ କେରଳରୁ ଜଣେ ମେଡିକାଲ୍ ଛାତ୍ର କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ…

ଅର୍ଥନୈତିକ ସର୍ଭେ ରିପୋର୍ଟରେ ମହାଭାରତ ଶ୍ଳୋକରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ବିଜୟର ଉଦାହରଣ । ବୁଝାଇଲେ ଲକଡାଉନର…

କନକ ବ୍ୟୁରୋ : ୨୦୨୦-୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହାଭାରତର ଏକ ଶ୍ଳୋକକୁ ଉଲ୍ଲେଖ କରିଛନ୍ତି । ଅର୍ଥମନ୍ତ୍ରୀ ଏହାକୁ ସଂସଦରେ ଉପସ୍ଥାପିତ କରିଥିବାବେଳେ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା…

ଶନିବାର ବି ସିଂଘୁ ସୀମାରେ ଲାଗିରହିଛି ଚାପା ଉତ୍ତେଜନା । ସ୍ଥାନୀୟ ଲୋକେ ଓ ଚାଷୀଙ୍କ ଭିତରେ ଧସ୍ତାଧସ୍ତି

କନକ ବ୍ୟୁରୋ: ସିଂଘୁ ସୀମାରେ ଶୁକ୍ରବାର ସଂଘର୍ଷ ପରେ ଶନିବାର ବି ଚାପା ଉତେଜନା ଲାଗି ରହିଛି । ସ୍ଥାନୀୟ ଲୋକେ ଏବଂ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି, ପିଟାପିଟି ଏବଂ ପଥରମାଡ ପରେ ଶନିବାର ଆନ୍ଦୋଳନ ସ୍ଥଳରୁ ୩ କିଲୋମିଟର ପୂର୍ବରୁ ବାରିକେଟ କରାଯାଇଛି । ପୁରା ଅଂଚଳରେ ଇଂଟରନେଟ…

ଗୁଜରାଟର ୪ଟି ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ। ରାତି ୧୧ରୁ ସକାଳ ୬ ପର୍ଯ୍ୟନ୍ତ କଟକଣା

କନକ ବ୍ୟୁରୋ: ଆସନ୍ତା ଫେବ୍ରୁଆରି ୧୫ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ୪ଟି ସହର ଅହମ୍ମଦାବାଦ, ସୁରଟ, ବଡ଼ୋଦରା ଓ ରାଜକୋଟରେ ରାତ୍ରିକାଳୀନ କର୍ଫ୍ୟୁ (ରାତି ୧୧ରୁ ସକାଳ ୬) ଲାଗୁ ହୋଇଛି। ମହାମାରୀ କରୋନା ଭାଇରସ୍‌କୁ ରୋକିବା ପାଇଁ ଗୁଜୁରାଟ ସରକାର ଏପରି ନିଷ୍ପତ୍ତି ନେଇଥିବା ଜାଣିବାକୁ…

ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କଲା ‘ଜୈସ-ଉଲ ହିନ୍ଦ୍’ ଆତଙ୍କବାଦୀ ସଂଗଠନ ।…

କନକ ବ୍ୟୁରୋ : ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କଲା ଜୈସ ଉଲ ହିନ୍ଦ୍ ଆତଙ୍କବାଦୀ ସଂଗଠନ । ନିଜକୁ ଦାୟୀ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛି ଆତଙ୍କବାଦୀ ସଂଗଠନ ଜୈସ-ଉଲ-ହିନ୍ଦ । ଦେଶର ଗୁଇନ୍ଦା ଏଜେନ୍ସି ଗୁଡ଼ିକ ଏହି ଦାବିର ଯାଂଚ ଚଳାଇଛନ୍ତି ।…

ଅଙ୍ଗନବାଡି ଖୋଲିବା ନେଇ ଜାରି ହେଲା ବିଜ୍ଞପ୍ତି । କେବଳ କଣ୍ଟେନମେଣ୍ଟ ଜୋନ ବାହାରେ ଖୋଲିବ ଅଙ୍ଗନବାଡି । 

କନକ ବ୍ୟୁରୋ : ଆସନ୍ତା ଫେବୃଆରୀ ୧ ତାରିଖଠାରୁ ରାଜ୍ୟର ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ଖୋଲିବ । ଏ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। କିନ୍ତୁ କେବଳ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ଖୋଲିବ। ମାସକରେ ୨୫ ଦିନ ଖୋଲିବ ଏବଂ ଦିନକୁ…