Daily Archives

January 21, 2021

ସେରମ୍ ଇନଷ୍ଟିଚ୍ୟୁଟ ଅଗ୍ନିକାଣ୍ଡ ଘଟଣା । ନିଆଁ ଲାଗି କମ୍ପାନିର ୫ କର୍ମଚାରୀ ମୃତ । ଟ୍ୱିଟ୍ କରି ଦୁଃଖ ପ୍ରକାଶ କଲେ…

କନକ ବ୍ୟୁରୋ: କୋଭିଡ୍ ଟିକା ନିର୍ମାତା କମ୍ପାନି ସେରମ୍ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ ଘଟଣା । ଭୟାବହ ଅଗ୍ନିକାଣ୍ଡରେ ୫ ଜଣ କର୍ମଚାରୀ ମୃତ । ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ । ଆଜି ଅପରାହ୍ନରେ ସେରମ୍ ଇନଷ୍ଟିଚ୍ୟୁଟର ନୂଆ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା । ଯାହାକୁ ଲିଭାଇବା ପାଇଁ…

ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ନିଆଁ । ପ୍ରତିକ୍ରିୟା ରଖିଲେ ସିଇଓ ଅଦର ପୁନାୱାଲା । କହିଲେ, ଲୋକଙ୍କ ଜୀବନ…

କନକ ବ୍ୟୁରୋ: ଆଜି ଅପରାହ୍ନ ୩ଟାରେ ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ‌ରେ ନିଆଁ ଲାଗିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ପାଖାପାଖି ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏବେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ପ୍ରଥମେ ଭିତରେ କେହି ଫସିରହିନଥିବା ନେଇ ସୂଚନା…

ରାମ ମନ୍ଦିର ନିର୍ମାଣ ପାଇଁ କୋଟିଏ ଟଙ୍କା ଦାନ କଲେ ଗୌତମ ଗମ୍ଭୀର । କହିଲେ, ମନ୍ଦିର ନିର୍ମାଣ କରିବା ଦିଗରେ ଏକ ଛୋଟ…

କନକ ବ୍ୟୁରୋ : ରାମ ମନ୍ଦିର ନିର୍ମାଣ ପାଇଁ କୋଟିଏ ଟଙ୍କା ଦାନ କଲେ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସକାଶେ ଏହା ତାଙ୍କର ଏକ ଛୋଟ ଅନୁଦାନ ବୋଲି ସେ କହିଛନ୍ତି । ଭବ୍ୟ ରାମ ମନ୍ଦିର ନିର୍ମାଣ ପ୍ରତିଟି ଭାରତୀୟଙ୍କ ସ୍ୱପ୍ନ । ବହୁ ବର୍ଷର…

ଶ୍ରୀମନ୍ଦିର ସେବାୟତଙ୍କୁ କରୋନା ଟିକା ଦେବାକୁ ଅନୁରୋଧ । ସ୍ୱାସ୍ଥ୍ୟବିଭାଗକୁ ଚିଠି ଲେଖି ଶ୍ରୀମନ୍ଦିର ପ୍ରଶାସନର…

କନକ ବ୍ୟୁରୋ: ଶ୍ରୀମନ୍ଦିର ସେବାୟତଙ୍କୁ କରୋନା ଟିକା ଦେବାକୁ ଅନୁରୋଧ । ଜଗନ୍ନାଥ ମନ୍ଦିର ସେବକ ଓ ତାଙ୍କ ପରିବାର ସଦସ୍ୟଙ୍କୁ କୋଭିଡ ଟିକା ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରତିଦିନ ମନ୍ଦିରକୁ ହଜାର ହଜାର ଲୋକ ଆସୁଥିବାର…

କର୍ମଚାରୀଙ୍କୁ ଟିକା ଦେବା ପାଇଁ ସରକାରଙ୍କୁ ଅନୁରୋଧ କଲା ଆଦାନୀ ଗ୍ରୁପ୍ । ବନ୍ଦର କର୍ମଚାରୀଙ୍କୁ ଟିକାକରଣ କରିବା…

କନକ ବ୍ୟୁରୋ: କରୋନା ଟିକା ଯୋଗାଇଦେବା ପାଇଁ ଅନୁରୋଧ କଲା ଆଦାନୀ ଗ୍ରୁପ । ପ୍ରଥମ ଥର ପାଇଁ ଏକ ଘରୋଇ ସଂସ୍ଥା ଏହାର କର୍ମଚାରୀଙ୍କୁ କରୋନା ଟିକା ଦେବା ଲାଗି ସରକାର୍ଙ୍କୁ ଅନୁରୋଧ କରିଛି । ଆଦାନୀ ପୋର୍ଟସ ଆଣ୍ଡ ଲଜିଷ୍ଟିକ୍ସ ରାଜ୍ୟରେ ଏହାର ବନ୍ଦର କର୍ମଚାରୀଙ୍କୁ ଟିକାକରଣ କରିବା ପାଇଁ…

ସମ୍ବଲପୁର ଆରଡିସି ଅଫିସ ଘେରାଉ ବେଳେ ଉତ୍ତେଜନା । ମୁହାଁମୁହିଁ ହେଲେ ପୁଲିସ ଓ ବିଜେପି କର୍ମୀ । ରାଜ୍ୟ ବିଜେପି…

କନକ ବ୍ୟୁରୋ: ସମ୍ବଲପୁରରେ ବିଜେପି ଆରଡିିସି ଅଫିସ ଘେରାଉ ବେଳେ ଉତ୍ତେଜନା । ପୁଲିସ ସହ ବିଜେପି ନେତା ଓ କର୍ମୀମାନେ ଧସ୍ତାଧସ୍ତି ହୋଇଛନ୍ତି । ଏହି ଘଟଣା ପରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ପୁଲିସ ଉଠାଇନେଇ ଅଟକ ରଖିଛି। ମଣ୍ଡିରୁ ଧାନ ନଉଠିବା ଘଟଣାକୁ ନେଇ ବିଜେପି ଆଜି…