Daily Archives

January 21, 2021

ପୁଣେ ସେରମ୍ ଇନଷ୍ଟିଚ୍ୟୁଟରେ ଲାଗିଲା ନିଆଁ । ନୂଆ ପ୍ଲାଣ୍ଟରେ ଅଗ୍ନିକାଣ୍ଡ । ନିଆଁ ଲିଭା କାମରେ ୮ଟି ଦମକଳ ବାହିନୀ…

କନକ ବ୍ୟୁରୋ: ପୁଣେ ସେରମ୍ ଇନଷ୍ଟିଚ୍ୟୁଟରେ ଲାଗିଲା ନିଆଁ । ସେରମ ଇନଷ୍ଟିଚ୍ୟୁଟରେ ତିଆରି ହେଉଛି କରୋନା ଟିକା । ଇନଷ୍ଟିଚ୍ୟୁଟର ନୂଆ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା । ଦମକଳ ବାହିନୀର ୮ଟି ଗାଡି ନିଆଁ ଲିଭାରେ ନିୟୋଜିତ । ତେବେ ଆଶ୍ୱସ୍ତିକର ଖବର ହେଉଛି ଯେ, ଟିକା…

ସାମ୍ନାକୁ ଆସିଲା ସମ୍ବେଦନଶୀଳ ଚିତ୍ର : ମୃତ୍ୟୁ ପୂର୍ବରୁ ହୃଦଘାତ ଦୃଶ୍ୟରେ ଅଭିନୟ କରିଥିଲେ ରବି ମିଶ୍ର; ଦିନଟିଏ ପରେ…

କନକ ବ୍ୟୁରୋ : ହୃଦଘାତରେ ପରପାରିକୁ ଚାଲିଯାଇଛନ୍ତି ହାସ୍ୟ ଅଭିନେତା ରବି ମିଶ୍ର । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସତ ହୋଇଯାଇଛି ଶେଷ ଅଭିନୟ ... ଏ ହେଉଛି ଟିଭି ସିରିଏଲ ହେ ପ୍ରଭୁର ଏକ ଦୃଶ୍ୟ । ଅଭିନେତା ରବି ମିଶ୍ରଙ୍କ ଶେଷ ଦୃଶ୍ୟ । କାହାଣୀର ଆବଶ୍ୟକତା ଅନୁସାରେ ସିରିଏଲର ଏକ ହୃଦଘାତର…

ବାଇଡେନ ପ୍ରଶାସନରେ ସ୍ଥାନ ପାଇଲେ ୨୦ ଭାରତୀୟ ବଂଶୋଦ୍ଭବ : ଜାଣନ୍ତୁ କେଉଁମାନେ ହେଲେ ସାମିଲ୍ 

କନକ ବ୍ୟୁରୋ : ବାଇଡେନ ପ୍ରଶାସନରେ ୨୦ ଜଣ ଭାରତୀୟ ବଂଶୋଦ୍ଭବ ସ୍ଥାନ ପାଇଛନ୍ତି । ଏମାନଙ୍କ ଭିତରୁ ୧୭ ଜଣଙ୍କୁ ହ୍ୱାଇଟ ହାଉସରେ ସ୍ଥାନ ମିଳିଛି । ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଭାରତୀୟ ଆମେରିକୀୟ ରାଷ୍ଟ୍ରପତିଙ୍କ ଟିମରେ ସ୍ଥାନ ପାଇବା ଭାରତ-ଆମେରିକା ସଂପର୍କରେ ନିବିଡତା ଆଣିପାରେ ବୋଲି…

ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚ ଉପରେ ରାଗିଲେ ହାଇକୋର୍ଟ । 

କନକ ବ୍ୟୁରୋ: ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ହାଇକୋର୍ଟ । ଆଜି ଏହି ମାମଲାରେ ଶୁଣାଣି ଚାଲିଥିବା ବେଳେ କୋର୍ଟଙ୍କ କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିଛି । କୋର୍ଟ ବିରକ୍ତ ହେବାର କାରଣ ହେଲା, ତଦନ୍ତକାରୀ ସଂସ୍ଥା ଶବ ବ୍ୟବଛେଦର…

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବଡ ଯୋଜନା । ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଦିଆଯିବ ପରୀକ୍ଷା ଦର୍ପଣ ପୁସ୍ତିକା…

କନକ ବ୍ୟୁରୋ: କରୋନା କାଳରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ  ଚାପ କମାଇବାକୁ ବଡ଼ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରଥମ ଥର ପାଇଁ ରାଜ୍ୟର ସରକାରୀ  ଅନୁଦାନ ପ୍ରାପ୍ତ ଓ ବେସରକାରୀ ସ୍କୁଲର ପିଲାମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ ପରୀକ୍ଷା ଦର୍ପଣ । ଦଶମ ଶ୍ରେଣୀ ପିଲାମାନଙ୍କର…

ଚାଷୀ-ଦିଲ୍ଲୀ ପୋଲିସ ଭିତରେ ବୈଠକ ଶେଷ । ଟ୍ରାକ୍ଟର ରାଲିକୁ ଅନୁମତି ଦେଲାନି ଦିଲ୍ଲୀ ପୋଲିସ । ରିଙ୍ଗ ରୋଡରେ ରାଲି…

କନକ ବ୍ୟୁରୋ : ଟ୍ରାକ୍ଟର ରାଲିକୁ ନେଇ ଚାଷୀ-ଦିଲ୍ଲୀ ପୋଲିସ ଭିତରେ ଗୁରୁବାର ବୈଠକ ଶେଷ ହୋଇଛି । ଏହି ବୈଠକରେ ଚାଷୀଙ୍କୁ ଟ୍ରାକ୍ଟର ରାଲି ପାଇଁ ଅନୁମତି ଦେବାକୁ ଦିଲ୍ଲୀ ପୋଲିସ ସିଧାସିଧା ମନା କରିଦେଇଛି । ଅନ୍ୟପଟେ ଚାଷୀ ସଙ୍ଗଠନମାନେ ରିଙ୍ଗ୍ ରୋଡରେ ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି…