Daily Archives

January 18, 2021

ହ୍ୱାଟସଆପର ପ୍ରାଇଭେସି ପଲିସିକୁ ଯଦି ପସନ୍ଦ କରୁନାହାନ୍ତି ତେବେ ଏହାର ବ୍ୟବହାର କରନ୍ତୁ ନାହିଁ । ଜନସ୍ୱାର୍ଥ ମାମଲାର…

କନକ ବ୍ୟୁରୋ :  ଯଦି ହ୍ୱାଟସଆପର ପ୍ରାଇଭେସି ପଲିସିକୁ ଆପଣ ପସନ୍ଦ କରୁନାହାନ୍ତି ତେବେ ଏହି ଆପକୁ ବ୍ୟବହାର କରନ୍ତୁ ନାହିଁ । ଏହା ପ୍ରାଇଭେଟ ଆପ୍, ଯଦି ଗୋପନୀୟତାକୁ ନେଇ କୌଣସି ଶଙ୍କା ରହିଛି ତେବେ ହ୍ୱାଟସଆପ ଛାଡି ଅନ୍ୟ ଆପ୍ ବ୍ୟବହାର କରିପାରିବେ । ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର…

ଶୁଭେନ୍ଦୁ ଗଡରୁ ଲଢିବେ ମମତା । ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରୁ ଲଢିବା ନେଇ ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: ନନ୍ଦିଗ୍ରାମରୁ ଲଢିବେ ମମତା ବାନାର୍ଜୀ । ଆଗାମୀ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ଲଢିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ୩ରୁ ୪ ମାସ ବାକି ଥିବା ବେଳେ ମମତାଗଡରେ ଆରମ୍ଭ ହୋଇଗଲାଣି ମହାପ୍ରସ୍ତୁତି । କୁରୁକ୍ଷେତ୍ରରେ…

ଆଗାମୀ ୩ ଦିନ ପର୍ଯ୍ୟନ୍ତ ବଢିବ ଶୀତ, କଲବଲ କରିବ କୁହୁଡି । 

କନକ ବ୍ୟୁରୋ : ଆଭ୍ୟନ୍ତରୀଣ ଓଡିଶା ଏବଂ ଆଖପାଖ ଅଞ୍ଚଳରେ ସ୍ଥଳଭାଗରେ ସମୁଦ୍ର ପତନ ଠାରୁ ୦.୯ କିଲୋମିଟର ଉଚ୍ଚରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍‌ ପ୍ରବାହ ଏବେ ଦୁର୍ବଳ ହୋଇ ପଡ଼ିଛି। ଫଳରେ ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବହୁ ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ…

ଦିନ ଦ୍ୱିପହରରେ ଡକାୟତି । ମକା ବ୍ୟବସାୟୀଙ୍କୁ ହାଣି ଲୁଟିନେଲେ ଦୁର୍ବୃତ୍ତ । ନବରଙ୍ଗପୁର ଚକଲପଦର ଜଙ୍ଗଲରେ ୩ ଜଣ…

କନକ ବ୍ୟୁରୋ : ମକା ବ୍ୟବସାୟୀଙ୍କୁ ହାଣି ଲୁଟିନେଲେ ଦୁର୍ବୃତ୍ତ । ନବରଙ୍ଗପୁର ଝରିଗାଁରେ ଏହି ଘଟଣା ଘଟିଛି । ମକା ବ୍ୟବସାୟୀ ରାଜେନ୍ଦ୍ର ସିଂ ଯାଦବଙ୍କୁ ଆକ୍ରମଣ କରି ଲୁଟିନେଇଛନ୍ତି ଦୁର୍ବୃତ୍ତ । ଚଚାରୁ କଂଗ୍ରା ହାଟକୁ ଯିବା ବାଟରେ ଚକଲପଦର ଜଙ୍ଗଲରେ ୩ଜଣ ଦୁର୍ବୃତ୍ତଙ୍କ ଦ୍ୱାରା ଲୁଟର…

ଭାରତର ଶେଷ ରାସ୍ତା ଧନୁଷକୋଡି । ଲୋକଙ୍କ ବିଶ୍ୱାସ ଅନୁସାରେ ଏଇଠି ରହିଛି ରାମସେତୁ । ଜାଣନ୍ତୁ, ଏହାର ଇତିହାସ

କନକ ବ୍ୟୁରୋ : ଆମ ଦେଶରେ ଏଭଳି କିଛି ଜାଗା ରହିଛି ଯାହା ବିଷୟରେ ଖୁବ କମ ଲୋକ ଜାଣିଥିବେ । ଏମିତି ଏକ ସ୍ଥାନ ହେଉଛି ଧନୁଷକୋଡି । ତାମିଲନାଡୁର ସମୁଦ୍ରକୂଳରେ ଏହି ସ୍ଥାନ ଅବସ୍ଥିତ । ଏଠାରେ ଏକ ରାସ୍ତା ରହିଛି ଯାହାକୁ ଦେଶର ଶେଷ ରାସ୍ତା ବୋଲି କୁହାଯାଏ । ଏହି ସ୍ଥାନରୁ ଶ୍ରୀଲଙ୍କା ମଧ୍ୟ…

ବୁଢୀମାଉସୀ ଦୋକାନରେ ପହଞ୍ଚି ପ୍ରତିଶ୍ରୁତି ଦେଲେ ବିଧାୟକ ସ୍ୱରୂପ ଦାସ । କହିଲେ, ମାଉସୀ ବ୍ୟସ୍ତ ହଅନା… ସବୁ…

କନକ ବ୍ୟୁରୋ: ବୁଢୀମାଉସୀ ପାଖରେ ପହଞ୍ଚିଲେ ବିଧାୟକ । ଜୀବନ ଯୁଦ୍ଧରେ ଏକାଏକା ଲଢୁଥିବା ବୁଢୀ ମାଉସୀର ସଙ୍ଘର୍ଷର କାହାଣୀ ଦେଖି ପାଖକୁ ଧାଇଁଗଲେ ସଦର ବିଧାୟକ ସ୍ୱରୁପ ଦାଶ । ୯୨ ବର୍ଷରେ କେମିତି ଜଣେ ବୃଦ୍ଧା ପାନ ଭାଙ୍ଗି ପରିବାର ଚଳାଉଛି, ବୟସର ପଶ୍ଚିମ ତୀରରେ ନଇଁ ପଡିଥିବା ଅଣ୍ଟାକୁ…