Daily Archives

January 18, 2021

ଉଷୁନା ଚାଉଳକୁ ନେଇ ରାଜନୀତି । ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ବିଜେଡି । କହିଲା, ଖରିଫ ସିଜିନରେ ୫୦…

କନକ ବ୍ୟୁରୋ : ଉଷୁନା ଚାଉଳ ସଂଗ୍ରହକୁ ନେଇ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଦଳ କହିଛି, କେନ୍ଦ୍ର ଚିଠି ଲେଖିଛି କେବଳ ଖରିଫ ସିଜିନରେ ୫୦ ପ୍ରତିଶତ ଚାଉଳ ସଂଗ୍ରହ କରିବେ ।  ରବି ସିଜିନ ପାଇଁ କିଛି କରିବେ ନାହିଁ । ଓଡିଶା ପାଇଁ ଏହା ଏକ ଚଡକ ।  ୨୦୧୯-୨୦୨୦ରେ…

ଚର୍ଚ୍ଚାରେ ଦିବ୍ୟାଙ୍ଗ ଲ୍ୟାବ ଟେକନିସିଆନ ସୁନିଲ ପ୍ରଜାପତି : ରାଞ୍ଚୋ ଷ୍ଟାଇଲରେ ଗର୍ଭବତୀଙ୍କୁ ଟ୍ରେନରେ କରାଇଲେ…

କନକ ବ୍ୟୁରୋ : ଆପଣମାନେ ବଲିଉଡ଼ର ‘ଥ୍ରୀ-ଇଡିୟଟ୍ସ’ ଫିଲ୍ମ ଦେଖିଥିବେ । ସେଥିରେ ‘ରାଞ୍ଚୋ’ ଭୂମିକାରେ ଅଭିନୟ କରିଥିବା ଆମିର ଖାନଙ୍କ ଚରିତ୍ର ସମସ୍ତଙ୍କୁ ପସନ୍ଦ ଆସିଥିଲା । ସେହିଭଳି ଏକ ବାସ୍ତବ ଜୀବନର ‘ରାଞ୍ଚୋ’ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛନ୍ତି । ‘ରାଞ୍ଚୋ’ ଷ୍ଟାଇଲରେ ଗର୍ଭବତୀଙ୍କୁ…

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ: ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୯୪ରେ ଅଲଆଉଟ । ଭାରତ ଆଗରେ ୩୨୮ ରନର…

କନକ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଚତୁର୍ଥ ଟେଷ୍ଟ । ଏହି ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୯୪ରେ ଅଲଆଉଟ ହୋଇଛି । ଏହାସହ ଭାରତ ଆଗରେ ୩୨୮ ରନର ବିଜୟ ଲକ୍ଷ୍ୟ ରହିଛି । ସେହିପରି ଭାରତ ମଧ୍ୟ ତାର ଦ୍ୱିତୀୟ ଇଂନିସ ଆରମ୍ଭ କରିଛି । ଦ୍ୱିତୀୟ…

କେନ୍ଦୁଝରରେ ଗାଡି ଉପରକୁ ଆକ୍ରମଣ ଘଟଣାରେ ବିଜେପିକୁ ଟାର୍ଗେଟ କଲେ ପିସିସି ସଭାପତି : ଆକ୍ରମଣ ପଛରେ ବିଜେପି ଯୁବ…

କନକ ବ୍ୟୁରୋ : କେନ୍ଦୁଝର ଗାଡି ଉପରେ ଆକ୍ରମଣ ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଆକ୍ରମଣ ପଛରେ ବିଜେପି ଯୁବ ମୋର୍ଚ୍ଚାର ହାତ ଥିବା ନିରଂଜନ ଅଭିଯୋଗ କରିଛନ୍ତି । ଏନେଇ ନିରଂଜନ ଟୁଇଟ କରିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଆକ୍ରମଣ…

ମଣ୍ଡିରେ ପଡିଛି ଲକ୍ଷାଧିକ ଟଙ୍କାର ଧାନ : ପଦ୍ମପୁର ଉପଖଣ୍ଡର ୭୦ଟି ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବାରୁ ଚାଷୀଙ୍କ…

କନକ ବ୍ୟୁରୋ : ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ରାଜରାସ୍ତାରେ ଚାଷୀ । ରାସ୍ତାରେ ଧାନ ବସ୍ତା ଓ ହାତରେ ବିଷ ବୋତଲ ଧରି ପ୍ରତିବାଦ କରୁଛନ୍ତି ପଦ୍ମପୁର ଚାଷୀ । ପଦ୍ମପୁର ଉପଖଣ୍ଡରେ ୭୦ଗୋଟି ମଣ୍ଡିରେ ପ୍ରାୟ ୭ଲକ୍ଷ ଧାନ ପଡ଼ି ରହିଛି । ଚାଷୀ ଧାନ ବିକିବା ପାଇଁ ଆଣିଥିଲେ ମଧ୍ୟ ବିକ୍ରି ହୋଇପାରୁ…

କ୍ୟାପିଟାଲ ହସ୍ପିଟାଲରେ ଆଜି ପ୍ରଥମେ ଟିକା ନେଲେ ଗୁରୁପ୍ରସାଦ ଶତପଥୀ: ହସ୍ପିଟାଲ ଆଇସିୟୁରେ ଡ଼୍ରେସର ଭାବେ କରନ୍ତି କାମ

କନକ ବ୍ୟୁରୋ: ରବିବାର ଦିନ ଟିକାକରଣ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଟିକାକରଣ ଚାଲିଛି । ଟକାଦାନର ଦ୍ୱିତୀୟ ଦିନରେ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ବ୍ୟକ୍ତି ଗୁରୁପ୍ରସାଦ ଶତପଥୀ ଆଜି ଟିକା ନେଇଛନ୍ତି । ତେବେ କ୍ୟାପିଟାଲ ହସ୍ପିଟାଲରେ ଆଇସିୟୁ ଡ୍ରେସର ଭାବେ କାମ କରନ୍ତି ଗୁରୁପ୍ରସାଦ ।…