Daily Archives

January 14, 2021

ଭୁବନେଶ୍ୱରରେ କିଡନୀ ରାକେଟ ନେଇ ଆସିଲା ଅଧିକ ତଥ୍ୟ । କିଡନୀ ଦେବାକୁ କହି ୧୮ ଲକ୍ଷ ୫୩ ହଜାର ଟଙ୍କା ଠକିଥିବା ଆଉ ଜଣେ…

କନକ ବ୍ୟୁରୋ : କିଡନୀ ଯୋଗାଇ ଦେବେ କହି ହସପିଟାଲରେ ବୁଲୁଛନ୍ତି ଠକ । କିଡନୀ ରାକେଟ ନେଇ ଆସିଲା ଅଧିକ ତଥ୍ୟ । ଅଭିଯୁକ୍ତ ହିମାଂଶୁ ଭୂଷଣ ନନ୍ଦ ନାଁରେ ବଢିଲା ଅଭିଯୋଗ ସଂଖ୍ୟା । ଆଉ ଜଣେ ଲୋକ ହିମାଂଶୁ ଭୂଷଣ ନନ୍ଦ ୧୮ ଲକ୍ଷ ୫୩ ହଜାର ଟଙ୍କାର ଠକେଇ ନେଇ ଅଭିଯୋଗ ଆଣିଛନ୍ତି । ଅକ୍ଟୋବର…

କୃଷକ ଆନ୍ଦୋଳନର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ ।…

କନକ ବ୍ୟୁରୋ : ୫୦ ଦିନରେ ପହଂଚିଛି ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି ନୂତନ କୃଷିବିଲ୍ କୁ ବିରୋଧ କରି ସାରା ଦେଶର କୃଷକ ମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ଏହାର ସମାଧାନ ପାଇଁ ସରକାର ଓ କୃଷକ ମାନଙ୍କ ମଧ୍ୟରେ ୮ ଥର ବୈଠକ…

ଘାଟି ମଣିଷର ଝାଟି ପର୍ବ: ବଣ୍ଡାଘାଟିର ପଡା ଗାଁରେ ପାଳନ ହେଉଛି ଝାଟି ପର୍ବ; ପୂର୍ବ ଶତ୍ରୁତାକୁ ଭୁଲିବାକୁ ବଣ୍ଡା…

କନକ ବ୍ୟୁରୋ: ଉତ୍ସବ ମୁଖରିତ ବଣ୍ଡା ପାହାଡ । ରାଗରୁସା ଭୁଲିବାକୁ ବଣ୍ଡା ଜନଜାତିଙ୍କ ରକ୍ତାକ୍ତ ସଂଘର୍ଷ । ପୂର୍ବ ଶତ୍ରୁତାକୁ ଭୁଲାଇ ନୂତନ ସମ୍ପର୍କ ଯୋଡିବାର ନିଆରା ଆଦିମ ପରମ୍ପରା । ପରସ୍ପରକୁ ଲହୁଲୁହାଣ କରି ଝାଟିପର୍ବ ପାଳନ କରୁଛନ୍ତି ବଣ୍ଡାଘାଟିର ଆଦିବାସୀ । ସଲପ ଗଛର ଡାଳରୁ ଚାବୁକ…

ଚିତ୍ରକୋଣ୍ଡା ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବାଳିକା ବିଦ୍ୟାଳୟରେ ଅଭାବନୀୟ ଘଟଣା: ଛାତ୍ରୀଙ୍କ ଷ୍ଟାଇପେଂଟ…

କନକ ବ୍ୟୁରୋ: ଆଦିବାସୀ ଛାତ୍ରୀଙ୍କୁ ଷ୍ଟାଇପେଂଟ ଟଙ୍କା ଦେବାକୁ କହିବାରୁ ସହକାରୀ ଶିକ୍ଷୟିତ୍ରୀଙ୍କୁ ଗାଳି କଲେ ପ୍ରଧାନ ଶିକ୍ଷକ । କରୋନା କାଳରେ ଛାତ୍ରୀଙ୍କ ଘରକୁ ଯାଇ ଷ୍ଟାଇପେଂଟ ଟଙ୍କା ଦେବାକୁ କହିଥିଲେ ସରକାର । ହେଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଛାତ୍ରୀଙ୍କୁ ୧୦ ମାସ ହେଲା…

ଯୌବନରେ ଜିର୍ଣ୍ଣଶୀର୍ଣ୍ଣ ଶରୀର, ଯନ୍ତ୍ରଣାରେ ଜଡସଡ ଜୀବନ: ୨ଟି ଯାକ କିଡନୀ ନଷ୍ଟ ହେବାପରେ ଯୁକ୍ତ ୨ରୁ ବନ୍ଦ ହୋଇଗଲା…

କନକ ବ୍ୟୁରୋ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ରାଜ୍ୟ ସରକାରଙ୍କ ମାଗଣା ସ୍ୱାସ୍ଥ୍ୟସେବା ପାଲଟିଛି ସାତ ସପନ । କିଡନୀ ରୋଗରେ ଜୀବନ ସହ ସଂଗ୍ରାମ କରୁଛନ୍ତି ଯାଜପୁର ଦଶରଥପୁର ବ୍ଲକ୍ ମୁରାରିପୁର ଗାଁର ୨୨ ବର୍ଷୀୟ ଯୁବକ ରାଜେଶ ଜେନା । ଅଭାବ ଅନଟନ ମଧ୍ୟରେ ଚିକିତ୍ସା ପାଇଁ ସରକାରୀ…

କୋରାପୁଟ ଚାଷୀଙ୍କୁ କୋଲାବ କେନାଲ ଅଡୁଆ: ବାରମ୍ବାର ବନ୍ଧ ଭାଙ୍ଗୁଥିବା ବେଳେ ସ୍ଥାୟୀ ମରାମତି କରୁନି ପ୍ରଶାସନ; ୪୦…

କନକ ବ୍ୟୁରୋ: କୋରାପୁଟ ଜିଲ୍ଲାରେ ପ୍ରାୟ ୫୦ ହଜାର ଚାଷୀଙ୍କୁ ଅଡୁଆରେ ପକାଇଛି କୋଲାବ ଡ୍ୟାମର କେନାଲ । ବାରମ୍ବାର କେନାଲ ବନ୍ଧ ଭାଙ୍ଗି ଫସଲ ନଷ୍ଟ ହେଉଛି । ପ୍ରଶାସନ ପକ୍ଷରୁ ଭଙ୍ଗା ବନ୍ଧରେ ମାଟି ଓ ବାଲି ବସ୍ତା ପକାଇ ମରାମତି କରାଯାଉଛି । କିନ୍ତୁ ଦୀର୍ଘ ୪୦ ବର୍ଷର ପୁରୁଣା କେନାଲର…