Daily Archives

December 25, 2020

ଚାଷୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ରାଜ୍ୟ ସରକାର…

କନକ ବ୍ୟୁରୋ : ଜଗତସିଂହପୁର ଏରସମାରେ ବାଜପେୟୀଙ୍କ ପ୍ରତିମୂର୍ତି ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସଭାକୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ । ରାଜ୍ୟ ସରକାର ପ୍ରଥମେ ୪୩ ଲକ୍ଷ ଚାଷୀଙ୍କ ତାଲିକା କେନ୍ଦ୍ର ନିକଟକୁ…

ବାପା-ମା’ଙ୍କୁ ନୃଶଂସ ହତ୍ୟା । ପାରିବାରିକ କଳହରୁ ଶିଳ ଓ ପନିକିରେ ବାପା, ମା’କୁ ହତ୍ୟା କଲା ପୁଅ । 

କନକ ବ୍ୟୁରୋ : ଜମି ବିକ୍ରି ଟଙ୍କା ନ ମିଳିବାରୁ ନୃସଂଶ କାଣ୍ଡ ଭିଆଇଛି ବଡ଼ ପୁଅ । ନିଜ ବାପ-ମାଙ୍କୁ ଅତି ନିର୍ମମ ଭାବେ ପନିକିରେ ହାଣି ହତ୍ୟା କରିଛି । ମୃତକ ହେଲେ କୃଷ୍ଣଚନ୍ଦ୍ର ସିଂହ (୬୪) ଓ ତାଙ୍କ ପତ୍ନୀ ଲୀଳାବତୀ (୫୮) । ଏମିତି ଅଭାବନୀୟ ଘଟଣା ଘଟିଛି ନୂଆଗାଁ ବ୍ଲକ ଅନ୍ତର୍ଗତ ଲିମଡା…

ଆନ୍ଦୋଳନ ଭିତରେ ଅନ୍ନଦାତାଙ୍କ ସହ କଥା ହେଲେ ମୋଦି । ୯ କୋଟି ଚାଷୀଙ୍କ ଖାତାକୁ ୧୮ ହଜାର କୋଟି ପଠାଇବା ସହ ବିରୋଧୀଙ୍କୁ…

କନକ ବ୍ୟୁରୋ: ପିଏମ୍ କିଷାନ୍ ଯୋଜନାରେ ମିଳୁଥିବା ଅର୍ଥ କିଭଳି ଖର୍ଚ୍ଚ ହେଉଛି, ସେନେଇ ଚାଷୀଙ୍କୁ ସିଧାସଳଖ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ୬ଟି ରାଜ୍ୟର ଚାଷୀଙ୍କ ସହ ଆଲୋଚନା ବେଳେ ନୂଆପଡ଼ା ଚାଷୀ ନବୀନ ଠାକୁରଙ୍କ ସହ କଥା ହୋଇଛନ୍ତି ନରେନ୍ଦ୍ର ମୋଦି । ଏହି କ୍ରମରେ ନୂଆପଡ଼ା ଚାଷୀ,…

ଆକାଶରୁ ହୋଇପାରେ ଝିଟିପିଟି ବର୍ଷା । ଏମିତି ସନ୍ଦେହ କରି ନିଜ ଦେଶର ନାଗରିକଙ୍କ ସତ୍ତର୍କ କଲା ଏହି ଦେଶ

କନକ ବ୍ୟୁରୋ : ଆକାଶରୁ ସାଧରଣତ ଜଳ ବର୍ଷା ହୋଇଥାଏ । ଏହା ସହିତ କେବେ କେବେ ମାଛ ବର୍ଷ ଓ ଏସିଡ୍ ବର୍ଷା ହୋଇଥାଏ ବୋଲି ଆପଣମାନେ ଶୁଣିଥିବେ । ହେଲେ ଏବେ ଏକ ଆଧୁନିକ ଦେଶ ତା’ର ନାଗରିକ ମାନଙ୍କୁ ସତ୍ତର୍କ କରିଛି କି ଆକାଶରୁ ଝିଟିପିଟି ବର୍ଷା ହେବ ଓ ଏହି ଝିଟିପିଟି ଜନସାଧାରଣଙ୍କର କ୍ଷତି…

କେମିତି କୋଟିପତି ବନିଲେ ଅଙ୍ଗନୱାଡି ଦିଦି ? ଗିରଫ ପରେ ଖୋଲିଲା ଦିଦିଙ୍କ ଛତୁଆ ଦୁର୍ନୀତିର ଗୁମର ।

କନକ ବ୍ୟୁରୋ: କେମିତି କୋଟିପତି ବନନ୍ତି ଅଙ୍ଗନୱାଡି ଦିଦି? ଗିରଫ ହେବା ପରେ ଖୋଲିଲା ଦିଦିଙ୍କ ଛତୁଆ ଦୁର୍ନୀତି ଗୁମର । କୁନି କୁନି ପିଲାଙ୍କ ପୁଷ୍ଟିକର ଖାଦ୍ୟରେ ମଧ୍ୟ ଦୁର୍ନୀତି କରି କୋଟିପତି ବନୁଛନ୍ତି ଅଙ୍ଗନଓାଡି ଦିଦି । ବ୍ରହ୍ମପୁର ଅଙ୍ଗନଓାଡି ଦିଦି ନମିତା ଦଳେଇ ଭିଜିଲାନ୍ସ ଦ୍ୱାରା…

ଆର୍ଯ୍ୟା ରାଜେନ୍ଦ୍ରନ ଙ୍କୁ ନେଇ ସୋସିଆଲ ମିଡିଆରେ ଜୋର ଧରୁଛି ଚର୍ଚ୍ଚା । ଦେଶର ସବୁଠାରୁ କମ୍ ବୟସରେ ହେବାକୁ…

କନକ ବ୍ୟୁରୋ : କିଛିଦିନ ତଳେ ସରିଛି କେରଳରର ସିଭିକ୍ ବଡି ଇଲେକ୍ସନ । ଏହି ନିର୍ବାଚନ ପରେ ଫଳା ଫଳ ପ୍ରକାଶ ପାଇଛି । ନିର୍ବାଚନରେ ବାମ ଗଣତାନ୍ତ୍ରିକ ମେଣ୍ଟ ବେସ୍ ଭଲ ପ୍ରଦର୍ଶନ କରିଛି । ଏହାରି ମଧ୍ୟରେ ବିଜୟ ଲାଭ କରିଥିବା ଆର୍ଯ୍ୟା ରାଜେନ୍ଦ୍ର ଖୁବ୍ ଶିଘ୍ର ଏକ ନୂଆ ରେକର୍ଡ କରିବାକୁ…