Daily Archives

December 23, 2020

ବିଜେଡି ପାଠଶାଳାରେ ପରୀକ୍ଷା ଦେଲେ ଛାତ୍ର ନେତା । ନବୀନ ଓ ବିଜୁଙ୍କ ନେଇ ପଚରାଗଲା ୨୫ ପ୍ରଶ୍ନ । ପରୀକ୍ଷାର ନିୟନ୍ତ୍ରକ…

କନକ ବ୍ୟୁରୋ : ବିଜେଡି କାର୍ଯ୍ୟାଳୟରେ ଚାଲିଥିଲା ଛାତ୍ର କାର୍ଯ୍ୟକାରିଣୀ ବୈଠକ । ଯେଉଁଥିରେ ସାମିଲ ହୋଇଥିଲେ ଏହି ଛାମୁଆ ସଂଗଠନର ନେତୃମଣ୍ଡଳୀ । ବୈଠକ ସରିବା ପରେ ହଠାତ ଏକ ନିଆରା ଦୃଶ୍ୟ ସାମ୍ନାକୁ ଆସିଥିଲା । ୧୭୭ ଛାତ୍ର କାର୍ଯ୍ୟକର୍ତାଙ୍କୁ ନେଇ ଆରମ୍ଭ ହେଲା ପରୀକ୍ଷା । ଆଉ ଏହି…

ବ୍ରହ୍ମପୁରର କୋଟିପତି ଅଙ୍ଗନବାଡି କର୍ମୀ ଗିରଫ । ୨କୋଟି ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କଲା ଭିଜିଲାନ୍ସ ।

କନକ ବ୍ୟୁରୋ : ବ୍ରହ୍ମପୁର ମହାନଗର ନିମର ୱାର୍ଡ ନମ୍ବର ୨ରେ କାର୍ଯ୍ୟରତ ଅଙ୍ଗନବାଡି ଦିଦି ନମିତା ଦଳାଇ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୫ଟି ସ୍ଥାନରେ ଚଢାଉ କରିଥିଲା । ବ୍ରହ୍ମପୁର ସହରରେ ଥିବା ୩ ମହଲା କୋଠା, ପୁରୁଣା ବ୍ରହ୍ମପୁରସ୍ଥିତ ଘର, ଭୁବନେଶ୍ୱରରେ ୨ଟି ଫ୍ଲାଟ,…

ପ୍ରାୟ ୯ ମାସ ପରେ ଆଜି ଖୋଲିଲା ଶ୍ରୀମନ୍ଦିର । ପ୍ରଥମ ଦିନରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ସେବାୟତ ପରିବାର । ଜାରି ହେଲା…

କନକ ବ୍ୟୁରୋ : ଯେଉଁ ଦିନଟିକୁ ଦୀର୍ଘ ୯ମାସ ଧରି ଭକ୍ତମାନେ ଅପେକ୍ଷା କରି ରହିଥିଲେ ଆଜି ସେହି ମୁହୁର୍ତ ଆସିଛି । ଖୋଲିଛି ପୁରୀ ଶ୍ରୀମନ୍ଦିର । ମନର ଠାକୁରକୁ ଦର୍ଶନ କରିଛନ୍ତି ଭକ୍ତ । ପୁରୀରେ ପ୍ରବଳ ଥଣ୍ଡା ସତ୍ୱେ ଭୋର ୪ଟା ୫୦ ମିନିଟରେ ଫିଟିଥିଲା ଶ୍ରୀମନ୍ଦିର ଦୁଆର । ପରେ ପରେ ସେବାୟତ…

ଲେଗିଙ୍ଗସକୁ ଫରେନସିକ ଲ୍ୟାବକୁ ପଠାଇଲା ଏସଆଇଟି । ଅଭିଯୁକ୍ତର ବୟାନ ଓ ଏସଆଇଟିର ହତ୍ୟା ଥିଓରୀର ପ୍ରମାଣ ପାଇଁ ବେଶ…

କନକ ବ୍ୟୁରୋ : ମଙ୍ଗଳବାର ଦିନ ପୋଖରୀରୁ ପାଣି ନିଷ୍କାସନ ପରେ ରାତି ପ୍ରାୟ ୧୦ଟା ୧୦ ପାଖାପାଖି ଓଡ୍ରାଫ୍ ଟିମକୁ ମିଳିଥିଲା ଏକ ଛୋଟ ପିଲାର ଲେଗିଙ୍ଗସ । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଦୁଷ୍କର୍ମ ଓ ହତ୍ୟାର ଯେଉଁ ଥିଓରୀ ଦେଇଥିଲେ ସେହି ଆଧାରରେ ଦିନତମାମ ପୋଖରୀରୁ ଜଳ ନିଷ୍କାସନ ହେବା ସହ…

ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ । ନୂଆ ଷ୍ଟ୍ରେନ କି ନୁହେଁ ହୋଇନି ସ୍ପଷ୍ଟ ।…

କନକ ବ୍ୟୁରୋ : କରୋନାର ନୂଆ ରୂପକୁ ନେଇ ଆତଙ୍କ ଖେଳିଯାଇଥିବା ବେଳେ ଭୁବନେଶ୍ୱରର ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ସୂଚନା ମିଳିଛି । ସଂପୃକ୍ତ ବ୍ୟକ୍ତି ଗତ ୧୮ ତାରିଖରେ ବ୍ରିଟେନରୁ ଭୁବନେଶ୍ୱରକୁ ଫେରିଛନ୍ତି । ଏହା ଜାଣିବା ପରେ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେପିର ଅଭିଯୋଗ, କେନ୍ଦ୍ରୀୟ ଯୋଜନାକୁ ହଡପ କରୁଛି ବିଜେଡି ।

କନକ ବ୍ୟୁରୋ : ଆବାସ ଯୋଜନାକୁ ନେଇ ନବୀନ ସରକାରଙ୍କୁ ଘେରିଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଦେଇଥିବା ଆବାସ ଯୋଜନା ସମ୍ପର୍କିତ ଚିଠିକୁ ଚିରି ଦେଇଥିଲେ ବିଜେପି ନେତା । ବିଜେପି ଅଭିଯୋଗ କରିଛି, ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ କରିବାକୁ…