Daily Archives

December 23, 2020

ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ । ବଦଳିଲେ ନୟାଗଡ ଏସପି ପ୍ରତ୍ୟୁଷ ଦିବାକର । ନୂଆ ଏସପି ହେଲେ ସିଦ୍ଧାର୍ଥ କଟରିଆ 

କନକ ବ୍ୟୁରୋ : ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । କିଛି ଜିଲ୍ଲାର ଏସପିଙ୍କୁ ଅଦଳବଦଳ କରାଯାଇଛି । ନୟାଗଡର ଏସପି ପ୍ରତ୍ୟୁଷ ଦିବାକରଙ୍କୁ ବଦଳି କରାଯାଇଛି । ଏହାସହ ସିଦ୍ଧାର୍ଥ କଟରିଆଙ୍କୁ ନୟାଗଡର ନୂଆ ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ପ୍ରତ୍ୟୁଷ…

ପରୀ ହତ୍ୟା ମାମଲାରେ ଏସଆଇଟିକୁ ମିଳିଲା ଆଉ ଏକ ସୁରାକ । ତଣ୍ଟି ଚିପି ହତ୍ୟା ବେଳେ ପରୀ ନାକରୁ ବାହାରିଥିଲା ରକ୍ତ

କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ ଏସଆଇଟି ଆଉ ଏକ ସୁରାକ । ତଣ୍ଟିଚିପି ହତ୍ୟା ବେଳେ ପରୀ ନାକରୁ ବାହାରିଥିଲା ରକ୍ତ । ପୋଲିସ ଆଗରେ ବୟାନ ଦେଲା ଅଭିଯୁକ୍ତ ସରୋଜ । ରକ୍ତକୁ ଏକ ଟାୱେଲରେ ପୋଛିଥିବା ମାନିଲା ଅଭିଯୁକ୍ତ । ରକ୍ତଭିଜା ଟାୱେଲ ଏସଆଇଟିକୁ ମିଳିଥିବା ନେଇ ସୂଚନା । ଅଧିକ ତଥ୍ୟ…

ଆଗାମୀ ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାୱତ । ଏନେଇ ନିଜେ ଟ୍ୱିଟ୍ ଯୋଗେ…

କନକ ବ୍ୟୁରୋ : ଦୀର୍ଘ ୮ ମାସ ପରେ ଏବେ ପୁରୀ ଶ୍ରୀମନ୍ଦିର ଖୋଲା ଯାଇଛି । ମହାପ୍ରଭୂଙ୍କୁ ଦେଖିବାକୁ ଏବେ ବ୍ୟାକୁଳ ଭକ୍ତ । ହେଲେ ସରକାରଙ୍କ କିଛି କଟକଣା ଯୋଗୁ ଏବେ ମହାପ୍ରଭୂଙ୍କ ଦର୍ଶନ କରିବାରୁ ବଞ୍ଚିତ ହେଉଛନ୍ତି ଅନେକ ଭକ୍ତ । ଏହାରି ମଧ୍ୟରେ ଆସନ୍ତା ରଥଯାତ୍ରାରେ ପୁରୀ ଆସି…

ବ୍ରିଟେନ ଫେରନ୍ତା କରୋନା ପଜିଟିଭ୍ । ପରୀକ୍ଷା ପରେ ଭୁବନେଶ୍ୱର ଫେରିଥିବା ବ୍ୟକ୍ତିଙ୍କ ନମୂନା ପଜିଟିଭ । ପରିବାର…

କନକ ବ୍ୟୁରୋ: ବ୍ରିଟେନ ଫେରନ୍ତାଙ୍କୁ ନେଇ ବଡ ଖବର । ଭୁବନେଶ୍ୱରକୁ ବ୍ରିଟେନରୁ ଫେରିଥିବା ବ୍ୟକ୍ତି କରୋନା ପଜିଟିଭ । ପରୀକ୍ଷା ପରେ ତାଙ୍କ ନମୂନା ପଜିଟିଭ ଆସିଛି । ୧୮ ଡିସେମ୍ବରରେ ବ୍ରିଟେନରୁ ଓଡିଶା ଆସିଥିଲେ । ପଜିଟିଭି ଚିହ୍ନଟ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ…

ଆସନ୍ତା ୩୧ରେ ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । କିଏ ହେବେ ନୂଆ ମୁଖ୍ୟ ଶାସନ ସଚିବ ? ପାୱାର କରିଡରରେ…

କନକ ବ୍ୟୁରୋ: ଅବସର ଗ୍ରହଣ କରିବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଡିସେମ୍ବର ୩୧ରେ ଅବସର ନେଉଛନ୍ତି ଅସିତ । ଅବସର ନେବାକୁ ସାଧାରଣ ପ୍ରଶାସନ ବିଭାଗର ବିଧିବଦ୍ଧ ବିଜ୍ଞପ୍ତି । ତେବେ ଅସିତଙ୍କ ଅବସର ପରେ କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ତା ଉପରେ ନଜର । ତେବେ ୧୯ ଅଗଷ୍ଟ…

ଅନୁସୂଚିତ ଜାତିର ଶିକ୍ଷାର୍ଥୀଙ୍କ ପାଇଁ ମୋଦି କ୍ୟାବିନେଟର ବଡ ଘୋଷଣା । ଲାଭବାନ ହେବେ ୪ କୋଟି ଛାତ୍ର ଛାତ୍ରୀ ।…

କନକ ବ୍ୟୁରୋ : ଆଜି ମୋଦି କ୍ୟାବିନେଟରେ ଅନୁସୂଚିତ ଜାତିର ଶିକ୍ଷାର୍ଥୀ ମାନଙ୍କ ପାଇଁ ଏକ ବଡ ଘୋଷଣା କରାଯାଇଛି । ଉକ୍ତ ଘୋଷଣା ମୁତାବକ ଅନୁସୂଚିତ ଜାତିର ଛାତ୍ର ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ କ୍ୟାବିନେଟରେ ୫୯ ହଜାର କୋଟିର ବଜେଟ୍ ବି ପାରିତ ହୋଇଛି । ଅନୁସୂଚିତ ଶିକ୍ଷାର୍ଥୀ ମାନେ…