Daily Archives

December 10, 2020

ସ୍କୁଲ, କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗର ମନ୍ତବ୍ୟକୁ ନାପସନ୍ଦ କଲେ ମୁଖ୍ୟମନ୍ତ୍ରୀ । କହିଲେ ବିଚାର କରି ସରକାର…

କନକ ବ୍ୟୁରୋ: ଜାନୁଆରୀରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ବିଭିନ୍ନ ବିଭାଗର ମନ୍ତବ୍ୟ ପ୍ରସଙ୍ଗ । ସ୍କୁଲ, କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗର ମନ୍ତବ୍ୟକୁ ନାପସନ୍ଦ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ସମସ୍ତ ଦୃଷ୍ଟିକୋଣରୁ ବିଚାର କରି ସରକାର ଉଚିତ ନିଷ୍ପତ୍ତି ନେବେ । ତେବେ…

ଜଗା ଦର୍ଶନ ଜିଦରେ ବଡଦାଣ୍ଡରେ ୭ ଘଂଟା ଧରି ବସିରହିଲେ ୯୮ ବର୍ଷର ବୃଦ୍ଧା । କହିଲେ ବଡ଼ଦାଣ୍ଡରେ ଯିବ ତାଙ୍କ ଶବ । ସେପଟେ…

କନକ ବ୍ୟୁରୋ : କୋଟି କୋଟି ଜଗନ୍ନାଥ ଭକ୍ତ ଯେଉଁ ମୂହୁର୍ତ୍ତକୁ ଅପେକ୍ଷା କରିଛନ୍ତି, ସେହି ଦାବିରେ ଆଜି ବଡଦାଣ୍ଡରେ ଘଟିଛି ଏକ ରୋଚକ ଘଟଣା । ଜଣେ ୯୮ ବର୍ଷର ବୃଦ୍ଧା ସକାଳ ୧୦ଟାରେ ଆସି ଜିଦ୍ ଧରି ବଡଦାଣ୍ଡରେ ବସିଲେ । ତାଙ୍କର ଗୋଟିଏ ଦାବି ଥିଲା, ମହାପ୍ରଭୁଙ୍କ ଦର୍ଶନ ପାଇଁ ତାଙ୍କୁ ସୁଯୋଗ…

ନିଲମ୍ବିତ ହେଲେ ନୟାଗଡ଼ ଆଇଆଇସି । ପରୀ ମାମଲାରେ ଆଇଆଇସି ରୀନାରାଣୀ ସାହୁଙ୍କୁ ନିଲମ୍ବନ କଲେ ପୋଲିସ ଡିଜି ।

କନକ ବ୍ୟୁରୋ : ନିଲମ୍ବିତ ହେଲେ ନୟାଗଡ଼ ଆଇଆଇସି । ପରୀ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପୋଲିସ ଡିଜି ଅଭୟ । ପରୀ ମାମଲାରେ ନୟାଗଡ ସଦର ଆଇଆଇସି ରୀନାରାଣୀ ସାହୁଙ୍କୁ ଆଜି ନିଲମ୍ବନ କରାଯାଇଛି । ସେପଟେ ନୟାଗଡ ଏସଡିପିଓଙ୍କୁ ମଧ୍ୟ ବଦଳି କରାଯାଇଛି । ନୟାଗଡ ଏସଡିପିଓ…

କୃଷିମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମଳନୀ ପରେ କୃଷକ ମାନଙ୍କ ଡାକରା । ଏକଜୁଟ୍ ହୋଇ ଆମକୁ ନିଷ୍ପତ୍ତି ଜଣାଅ ସରକାର, ନଚେତ୍…

କନକ ବ୍ୟୁରୋ : ଦିନକୁ ଦିନ ଦିଲ୍ଲୀ ସୀମାରେ କୃଷକ ମାନଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି । ଏନେଇ ବାରମ୍ବାର ସରକାରଙ୍କ ସହ ବୈଠକ ଫେଲ୍ ମାରିବା ପରେ କୃଷକ ମାନେ ହିଂସା ଆଚରଣ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଏନେଇ ପୁଣିଥରେ ଆଜି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏକ ସାମ୍ବାଦିକ…

ରାତି ହେଲେ ଆସୁଛନ୍ତି ହାତୀ… ଚାଲୁଛି ହାତୀ ମଣିଷ ଲଢେଇ । ଦଳ ଦଳ କରି ମାଡି ଆସୁଛନ୍ତି, ଘରଦ୍ୱାର…

କନକ ବ୍ୟୁରୋ: ଲୋକଙ୍କ ନିଦ ହଜେଇ ଦେଇଛନ୍ତି ହାତୀପଲ । ହାତୀ ମାତିବା ସହ ଘରଦ୍ୱାର ଭାଙ୍ଗି ଦେଇଛନ୍ତି । ସବୁ ବର୍ଷ ଭଳି ଏ ବର୍ଷ ବି କେନ୍ଦୁଝର ଅଂଚଳରେ ଲାଗି ରହିଛି ହାତୀ ମଣିଷ ଲଢେଇ । ଚମ୍ପୁଆ ରେଂଜ ବାଲିବନ୍ଧ ସେକ୍ସନରେ ୩୪ଟିକିଆ ହାତୀ ପଲ ଲୋକଙ୍କ ନିଦ ହଜେଇ ଦେଇଛନ୍ତି । ଦିନରେ ଜଙ୍ଗଲରେ…

ଚାଷୀଙ୍କୁ ଘାରିଛି ହାତୀ ଚିନ୍ତା । ସୁବର୍ଣ୍ଣପୁରରେ ଏକର ଏକର ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ । ଘଉଡାଇବାକୁ ମଞ୍ଚାରେ…

କନକ ବ୍ୟୁରୋ: ସୁବର୍ଣ୍ଣପୁର ଚାଷୀଙ୍କ ହାତୀ ଚିନ୍ତା । ଜଙ୍ଗଲ ଛାଡି ଏବେ ଚାଷ ଜମି ମୁହାଁ ହାତୀପଲ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ଫଳାଇଥିବା ଧାନ ଫସଲକୁ ଦଳି ଚକଟି ନଷ୍ଟ କରୁଛନ୍ତି ହାତୀପଲ । ଉଲୁଣ୍ଡା ରେଞ୍ଚ ଅଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ୨୫ ଟିକିଆ ହାତୀ ପୋଲ ଦୀପପାଲି,…