Daily Archives

December 10, 2020

ସାରା ବିଶ୍ୱକୁ ଚକିତ କରୁଛି ରୋରିଙ୍କ କାରନାମା । ୭ ବର୍ଷରେ ଉଠାଉଛନ୍ତି ୭୦ କେ.ଜି ଓଜନ । ଅଣ୍ଡର-୧୧ ଜାତୀୟ ଯୁବ…

କନକ ବ୍ୟୁରୋ : ବୟସ ଏବେ ମାତ୍ର ୭ ବର୍ଷ । ହେଲେ କାମ କରୁଛନ୍ତି ଯେମିତି ତାହା କୌଣସି ବି ବଡ ଲୋକଙ୍କ ଠାରୁ କମ୍ ନୁହେଁ । ଆମେ କହୁଛୁ କାନାଡାର ରୋରି ଭାନ ଉଲଫତଙ୍କ କଥା । ୭ ବର୍ଷ ବୟସରଙ୍କ ୭୦ କେଜିର ଭାର ଉତ୍ତୋଳନ କରୁଛନ୍ତି ରୋରି । ୭ ବର୍ଷର ବାଳିକା ୭୦ କେଜି ଓଜନ ଉଠାଇବା କଥାଟିକୁ…

କେବେ ଖୋଲିବ ଶ୍ରୀମନ୍ଦିର ? ଆସନ୍ତା ୧୨ ତାରିଖରେ ଛତିଶା ନିଯୋଗ ବୈଠକରେ ନିଆଯିବ ନିଷ୍ପତ୍ତି ।

କନକ ବ୍ୟୁରୋ: କେବେ ଖୋଲିବ ଶ୍ରୀମନ୍ଦିର । ଏ ପ୍ରଶ୍ନ ଭକ୍ତଙ୍କ ମନରେ ଅହରହ ଉଙ୍କି ମାରୁଥିବା ବେଳେ ଆସନ୍ତା ୧୨ ତାରିଖରେ ଏନେଇ ଛତିଶା ନିଯୋଗ ବୈଠକ ବସିବ । ବୈଠକରେ ଭକ୍ତଙ୍କ ପାଇଁ କେବେ ଶ୍ରୀମନ୍ଦିର ଖୋଲିବ ସେ ନେଇ ନିଷ୍ପତି ନିଆଯିବ । ଛତିଶା ନିଯୋଗ ବୈଠକର ନିଷ୍ପତି କ୍ରମେ ଶ୍ରୀମନ୍ଦିର…

 କେନ୍ଦ୍ର କୃଷିମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ ଖୋଲା ମନରେ ସରକାରଙ୍କ ପ୍ରସ୍ତାବ ଉପରେ ଆଲୋଚନା କରନ୍ତୁ…

କନକ ବ୍ୟୁରୋ : ୧୫ ଦିନରେ ପହଂଚିଲା କୃଷକ ଆନ୍ଦୋଳନ । ଗୋଟିଏ ପଟେ ସରକାର ଦେଉଥିବା ପ୍ରସ୍ତାବକୁ କୃଷକ ମାନେ ବାରମ୍ବାର ଅଗ୍ରାହ୍ୟ କରିଦେଉଥିବା ବେଳେ ସମ୍ପୁର୍ଣ୍ଣ କୃଷି କାନନୁ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି କୃଷକ ମାନେ । ଏହାକୁ ନେଇ ସରକାର ଅକଳରେ ପଡିଥିବା ବେଳେ କୃଷକ ମାନେ ଏବେ…

୧୮ ମାସରେ ସରିବ ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ କାମ । ଖର୍ଚ୍ଚ ହେବ ୧୮୦ କୋଟି । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେତେ ବାଟ ଆଗେଇଲାଣି ବସଷ୍ଟାଣ୍ଡ ଉନ୍ନତୀକରଣ କାମ । ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଆନ୍ତର୍ଜାତୀକ ସ୍ତରରେ ବସଷ୍ଟାଣ୍ଡ ପାଇଁ ରାଜ୍ୟ ସରକାର ଯୋଜନା କରିଥିଲେ ଆଉ କାମ…

ମତେ ମନ୍ଦିର ଭିତରକୁ ନେଇଯାଅ, ମୁଁ କାଳିଆ ଦର୍ଶନ କରିବି… ଜଗାକୁ ଦେଖିବାକୁ ଜିଦ୍ ଧରିଛନ୍ତି ବୃଦ୍ଧା ।…

କନକ ବ୍ୟୁରୋ: ମତେ ଟିକେ ମନ୍ଦିର ଭିତରକୁ ନେଇଯାଅ, ମୁଁ କାଳିଆକୁ ଦର୍ଶନ କରିବି... ଏ ଆଖି ସେ ଚକା ଆଖିକୁ କେତେ ଦିନ ହେବ ଦେଖିନି । କାଳିଆକୁ ନଦେଖିଲେ ମୁଁ ଏଠୁ ଜମା ଉଠିବିନି । ମତେ ମନ୍ଦିର ଭିତରକୁ ଛାଡ ମୁଁ ମହାପ୍ରଭୁଙ୍କୁ ଦେଖିବି... କିଛି ଏମିତି ଭାବ ନେଇ ଆଜି ଶ୍ରୀମନ୍ଦିର ସାମ୍ନାରେ…

ନୂତନ ସଂସଦ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ନୂଆ ସଂସଦ ଭବନ ଆତ୍ମନିର୍ଭର ଭାରତର…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଗୁରୁବାର) ନୂଆ ସଂସଦ ଭବନର ଶୀଳାନ୍ୟାସ କରିଛନ୍ତି । ଏହି ଅବସରରେ ମୋଦି କହିଥିଲେ କି ଏହି ଭବନ ଆତ୍ମ ନିର୍ଭର ଭାରତର ପରିଚୟ ହେବ । ପୁରୁଣା ଭବନ ଦେଶର ଆବଶ୍ୟକତାକୁ ପୁରଣ କରିଛି ହେଲେ ନୂଆ ଭବନ ୨୧ ଶହ ଶତାବ୍ଦିର ଆଶା ହେବ । ଏହା ସହ…