Daily Archives

December 5, 2020

ବଦଳି ପରେ ବି ପିଛା ଛାଡୁନି ବିବାଦ! କଂଗ୍ରେସର ଅଭିଯୋଗ, ଯୋଗାଣ ଅଧିକାରୀ ଓ ମିଲରଙ୍କ ଠାରୁ ଲାଞ୍ଚ ନେଉଥିଲେ…

କନକ ବ୍ୟୁରୋ: ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବଦଳି ପରେ ଏବେ ମାଲକାନଗିରି ଜିଲ୍ଲାରେ ଦୁର୍ନୀତିର ପେଡି ଖୋଲିବାରେ ଲାଗିଛି । ମନୀଷ ଅଗ୍ରୱାଲ ବିଭିନ୍ନ ଅଧିକାରୀଙ୍କ ଜରିଆରେ ମୋଟା ଟଙ୍କା ଆଦାୟ ହୋଉ ଥିବା କଥା ମଧ୍ୟ ସାମନାକୁ ଆସିଛି । ଯୋଗାଣ ବିଭିଗର ଅଧିକାରୀଙ୍କ…

ଯାଜପୁର ବ୍ଲକ ପ୍ରଶାସନର ଅଜବ ନିର୍ଦ୍ଦେଶ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ନକଲେ ମିଳିବ ନାହିଁ ରାସନ…

କନକ ବ୍ୟୁରୋ: ଅସଂପୂର୍ଣ୍ଣ ଆବାସ ପାଇଁ ରାସନ କାର୍ଡରେ ଗରିବ ପରିବାରକୁ ଚାଉଳ ଓ କିରାସିନ ବନ୍ଦ କରାଯାଇଛି । ଡିଲର କହୁଛନ୍ତି ବ୍ଲକ ଅଫିସରୁ ହିତାଧିକାରୀ ତାଲିକା ଦିଆଯାଇ ରାସନ ବନ୍ଦ କରିବାକୁ ନିର୍ଦ୍ଦେଶ ଆସିଛି । ସେହି ନିର୍ଦ୍ଦେଶ ମାନି ଡିଲର ବାଦ୍ ପଡିଥିବା ହିତାଧିକାରୀ ତାଲିକା ଟାଙ୍ଗି…

କଙ୍ଗାରୁକୋର୍ଟର କଳାକାହାଣୀ…ପ୍ରେମ ବିବାହ କଲେ ବୋଲି ଜରିମାନା ଦେଲେ ୫୦ ହଜାର । ନବ ଦମ୍ପତ୍ତିଙ୍କୁ ଅଲଗା…

କନକ ବ୍ୟୁରୋ: ପ୍ରେମ କରି ବାବାହ କଲେ ବୋଲି ଦେବାକୁ ପଡ଼ିଲା ୫୦ ହଜାର । ପ୍ରେମକୁ ମିଳିଲାନି ସ୍ୱୀକୃତି । ବରଂ ଅନ୍ୟ ଜାତିରେ ବିବାହ କରିଥିବାରୁ ଗାଁ କଙ୍ଗାରୁ କୋର୍ଟରେ ହାଜର ହୋଇ ଦେବାକୁ ପଡିଲା ୫୦ ହଜାର ଟଙ୍କାର ଜରିମାନା । ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର…

କୃଷକ ଆନ୍ଦୋଳନ, କୃଷି ବିଲର ସଂଶୋଧନ ପାଇଁ ସରକାର ରାଜି । ସମ୍ପୁର୍ଣ୍ଣ ବିଲ୍ ପ୍ରତ୍ୟାହାର କରିବାକୁ ଜିଦରେ ଅଟଳ କୃଷକ

କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି କୃଷକଙ୍କ ଆନ୍ଦୋଳନ ୧୦ ଦିନରେ ପହଂଚିଲାଣି । କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଜି ଏହାର ସମାଧାନ ପାଇଁ ୫ମ ଥର ବୈଠକ ଚାଲିଛି । ଏହି ବୈଠକରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ଏହି…

ଟିମ୍‌ ଇଣ୍ଡିଆକୁ ବଡ ଝଟକା । ଆହତ ଯୋଗୁଁ ଟି-ଟ୍ୱେଣ୍ଟି ସିରିଜରୁ ବାଦ ପଡିଲେ ଜାଡେଜା । ସାର୍ଦ୍ଦୁଲ ଠାକୁର ଦଳରେ ସାମିଲ

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍‌ ଇଣ୍ଡିଆକୁ ବଡ ଝଟକା । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ୩ଟିକିଆ ଟି-୨୦ ସିରିଜରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ପେସ ବୋଲର ସାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସାମିଲ କରାଯାଇଛି । ପ୍ରଥମ ଟି-ଟ୍ୱେଣ୍ଟିରେ ଜାଡେଜା ଆହତ ହୋଇ…

ଜାଲିଆତି କରି ଜୀବନ ସହ ଖେଳୁଛନ୍ତି! ନାଁ ପଢ଼ିଛନ୍ତି ଡାକ୍ତରୀ ପାଠ ନା ଅଛି ଶିକ୍ଷାଗତ ଯୋଗ୍ୟତା, ଅସଲି ପୋଷାକରେ ନକଲି…

କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳରେ ସ୍ୱାସ୍ଥ୍ୟ ସେବାର ଉଜୁଡା ଚିତ୍ର । ଏବେ ବି ଆଦିବାସୀ ଅଂଚଳରେ ସ୍ୱାସ୍ଥାସେବା ଯୋଗାଇବା ଆଳରେ ରାଜୁତି କରୁଛନ୍ତି କ୍ୱାକ୍ । ପୂର୍ବରୁ ସ୍ୱାଭିମାନ ଅଂଚଳର ଯନ୍ତାପାଇ ହାଟରେ ନକଲି ଡାକ୍ତରମାନେ ଔଷଧ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା । ଏନେଇ ଖବର…