Daily Archives

December 5, 2020

ବାଇକ ଚାଳକଙ୍କ ପାଇଁ ବଡ ଖବର । ଏଣିକି ପଛରେ ବସିଲେ ବି ପିନ୍ଧିବେ ହେଲମେଟ୍‌ । ନିୟମ ନମାନିଲେ ରଦ୍ଦ ହେବ ଲାଇସେନ୍ସ ।

କନକ ବ୍ୟୁରୋ : ବାଇକ ଚାଳକଙ୍କ ପାଇଁ ଆସିଛି ବଡ ଖବର । ଏଣିକି ବାଇକ ଚାଳକଙ୍କ ସହ ପଛରେ ବସିଥିବା ସହଯାତ୍ରୀ ମଧ୍ୟ ପିନ୍ଧିବେ ହେଲମେଟ୍‌ । ଏହି ନିୟମକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ଆରଟିଓ ପକ୍ଷରୁ ଏନେଇ ନିୟମ ଜାରି କରାଯାଇଛି । ଏହି ନିୟମକୁ ଉଲ୍ଲଘଂନ କଲେ ଲାଇସେନ୍ସ ରଦ୍ଦ କରାଯିବ…

ହାତ ଟେକିଦେଲା ଟାଟା । ଆକାଶ ପାଠକକୁ ନେଇ ଟାଟା ମୋଟର୍ସର ସ୍ପଷ୍ଟୀକରଣ । ଆକାଶ କେବେବି ଆମ କର୍ମଚାରୀ ନଥିଲେ କିମ୍ବା…

କନକ ବ୍ୟୁରୋ: ଆକାଶ ପାଠକଙ୍କୁ ନେଇ ଟାଟା ମୋଟର୍ସର ସ୍ପଷ୍ଟିକରଣ । କହିଲେ ଆକାଶ କେବେକି ଆମର କର୍ମଚାରୀ ନଥିଲେ ।ସ୍କାଇ କିଙ୍ଗ ସଂସ୍ଥା ସହ ଆମର କୌଣସି କାରବାର ନାହିଁ । ସ୍କାଏ କିଙ୍ଗ ଭାଉଚର ଉପରେ କେବେବି ଆମେ ଜିଏସଟି ଫେରସ୍ତ ଦାବି କରିନୁ ବୋଲି କହିଛନ୍ତି ଟାଟା ମୋଟର୍ସ । ଏନେଇ…

ଆସନ୍ତା ୧୦ ତାରିଖରେ ନୂତନ ସଂସଦ ଗୃହର ଭୂମିପୂଜନ । ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଦେଲେ ସୂଚନା…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତମାସ ୧୦ ତାରିଖରେ ନୂତନ ସଂସଦଗୃହ ପାଇଁ ନିଅଁ ପକାଇବା ସହ ଭୂମିପୂଜନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସୂଚନା ଦେଇଛନ୍ତି ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା । ଶନିବାର ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭେଟ ହେବା ପରେ…

ଟଳିବାକୁ ଯାଉଛି କରୋନା ସଂକଟ ! ଖୁବଶୀଘ୍ର କରୋନା ମହାମାରୀ କବଳରୁ ମୁକ୍ତି ପାଇବେ ବିଶ୍ୱବାସୀ, ଆଶ୍ୱାସନା ଦେଲେ ବିଶ୍ୱ…

କନକ ବ୍ୟୁରୋ : କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟଙ୍କ ବାର୍ତ୍ତା ବିଶ୍ୱବାସୀଙ୍କ ମନରେ ଆଶା ସଂଚାର କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ୍ ଘେବ୍ରିୟେସସ୍ କହିଛନ୍ତି ଯେ ବିଶ୍ୱ ଉପରେ କରୋନା ଭଳି ଯେଉଁ ମହାମାରୀ…

ହ୍ୱାଟସଆପ୍ ୟୁଜର୍ସଙ୍କ ପାଇଁ ବଡ ଖବର: ବଦଳିଲା ଲୋକପ୍ରିୟ ମେସେଜିଂ ଆପର ୟୁଜର ପଲିସି; ବ୍ୟବହାର ପୂର୍ବରୁ ଗ୍ରାହକଙ୍କୁ…

କନକ ବ୍ୟୁରୋ : ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସଆପକୁ ନେଇ ଆସିଛି ବଡ ଖବର । ଡିଲିଟ୍ ହୋଇଯିବ ହ୍ୱାଟସଆପ ବ୍ୟବହାରକାରୀଙ୍କ ଆକାଉଂଟ । ଯଦି ହ୍ୱାଟସଆପ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏଥିପାଇଁ କିଛି ନିୟମ ତଥା ସର୍ତ୍ତକୁ ମାନିବାକୁ ହେବ ନଚେତ୍ କଂପାନୀ ପକ୍ଷରୁ ଆପଣଙ୍କ…

ଝାଡଖଣ୍ଡ ସରକାର ଆଣିଲେ ଏମିତି ନିୟମ । ସରକାରୀ ଚାକିରୀ ପାଇଁ ଆବେଦନ ପୂର୍ବରୁ ଦେବାକୁ ହେବ ଏମିତି ସତ୍ୟାପାଠ । ଏପ୍ରିଲ…

କନକ ବ୍ୟୁରୋ : ଝାଡଖଣ୍ଡ ସରକାର ସରକାରୀ ଚାକିରୀ ପାଇଁ ଆଶାୟୀ ଥିବା ଯୁବକ ଯୁବତୀ ମାନଙ୍କ ପାଇଁ ଆଣିଛନ୍ତି ଏକ ରୋଚକ ଆଇନ । ଝାଡଖଣ୍ଡ ସରକାର କହିଛନ୍ତି କି ଯେଉଁ ପ୍ରାର୍ଥୀମାନେ ସରକାରୀ ଚାକିରୀ ପାଇଁ ଆଶାୟୀ ଅଛନ୍ତି ସେମାନେ ଆବଦନ କରିବା ସମୟରେ ସମସ୍ତ ଦସ୍ତାବିଜ୍ ସହ ଏକ ସତ୍ୟପାଠ ଦାଖଲ…