Daily Archives

December 3, 2020

ଇଂଲଣ୍ଡରେ ଆଗାମୀ ସପ୍ତାହରୁ ଦିଆଯିବ କରୋନା ଟିକା । ଭାରତକୁ ଫାଇଜର ଟିକା ଯୋଗାଇ ଦେବା ପାଇଁ ଚାଲିଛି କଥାବାର୍ତ୍ତା 

କନକ ବ୍ୟୁରୋ : ବ୍ରିଟେନ ପ୍ରଥମ ରାଷ୍ଟ୍ର ଭାବେ ଫାଇଜର ଓ ବାୟୋଏନ୍ଟେକ୍ର କୋଭିଡ ଟିକାର ଜରୁରୀ କାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି । ଆଉ କୋଭିଡ ସହ ମୁକାବିଲା କରି ମାନବ ସମାଜକୁ ସୁରକ୍ଷା ଯୋଗାଇ ଦେବାର ଔଷଧ ଏବେ ମିଳିପାରିଛି । ବିଶ୍ୱର ବିଭିନ୍ନ ରାଷ୍ଟ୍ର ଫାଇଜର ଟିକା ପାଇବା ପାଇଁ ଆଗୁଆ…

ପାଠକ ବାପ, ପୁଅଙ୍କ ଆକାଉଣ୍ଟକୁ କେଉଁଠୁ ଆସିଲା ଏତେ ଟଙ୍କା? ଆର୍ଥିକ କାରବାରର ଗୁମର ଖୋଲିବ ପ୍ରବର୍ତନ ନିର୍ଦ୍ଦେଶାଳୟ

କନକ ବ୍ୟୁରୋ : ଖସି ପାରିବେନି ଆଇଏଫଏସ ଅଭୟ ପାଠକ ଓ ପୁଅ ଆକାଶ ପାଠକ  । ବାପ-ପୁଅ କେଉଁଠୁ ଆଣିଲେ ଏତେ ଟଙ୍କା ? କୁବେର ଭଳି ଅମାପ ସମ୍ପତି ଠୁଳ କରିବା ସମସ୍ତଙ୍କୁ ଚକିତ କରିଥିବାବେଳେ କୋଟି କୋଟି ଟଙ୍କାର ବେନାମୀ କାରବାର ମାମଲାକୁ ଆହୁରି ରହସ୍ୟ ମୟ କରି ଦେଇଛି । ଏହି ରହସ୍ୟ ଉପରୁ ପରଦା…

ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ  । ଜାଲିଆତି, ଠକେଇ ଅପରାଧିକ ଷଡଯନ୍ତ୍ର ମାମଲାରେ ହେଲେ ଗିରଫ 

କନକ ବ୍ୟୁରୋ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଜାଲିଆତି, ଠକେଇ ଅପରାଧିକ ଷଡଯନ୍ତ୍ର ମାମଲାରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ପ୍ରଦୀପଙ୍କ ବିରୋଧରେ ଲାଗିଛି ଆଇଟିର ବିଭିନ୍ନ ଧାରା । ପ୍ରଦୀପଙ୍କ ବିରୋଧରେ ୪୧୯, ୪୨୦, ୪୬୭, ୪୬୮, ୪୬୯…

ସୀମା ବିବାଦରେ ଫିଟିଛି ସମାଧାନର ବାଟ । ୧୯୬୩ ସେଟେଲମେଣ୍ଟ ନକ୍ସା ଅନୁସାରେ ନିର୍ଦ୍ଧାରଣ ହେବ ଆନ୍ଧ୍ର-ଓଡିଶାର ବିବାଦୀୟ…

କନକ ବ୍ୟୁରୋ : ଦୀର୍ଘ ଦିନର ଛକାପଞ୍ଝା ଭିତରେ ସମାଧାନର ବାଟ ଖୋଜିବାକୁ ପ୍ରୟାସ ହୋଇଛି । ଆନ୍ଧ୍ର-ଓଡିଶା ସୀମା ବିବାଦ ସମସ୍ୟାର ସମାଧାନ ପାଇଁ ଦୁଇ ରାଜ୍ୟର ଅଧିକାରୀଙ୍କ ଉପସ୍ଥିତିରେ ସୁନାବେଡ଼ାରେ ବସିଥିଲା ବୈଠକ । ଯେଉଁଥିରେ ଉଭୟ ରାଜ୍ୟର ସୀମାନ୍ତ ବାସିନ୍ଦା ସାମିଲ ହୋଇଥିଲେ । ୧୯୬୩…

ପରଦାରେ ହିରୋ, ପଛରେ ଚୋର । ବାଇକ୍ ଚୋରି ରାକେଟରେ ଓଡ଼ିଆ ଫିଲ୍ମରେ ଡ୍ୟାନ୍ସ କରୁଥିବା କଳାକାର । ବାଇକ୍ ଲୁଟେରା…

କନକ ବ୍ୟୁରୋ : ଯାହା ଉପରକୁ ଦେଖାଯାଏ, ତାହା ସବୁବେଳେ ସେଇଆ ହୋଇନଥାଏ । ବୃତ୍ତିରେ କଳାକାର ହେଲେ କରୁଛନ୍ତି ବାଇକ ଚୋରି । ଏମାନଙ୍କର ସବୁ କ।ରନାମା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସିସିଟିଭିରେ ବାବୁ ଜଣକ ଏମିତି ଗାଡ଼ି ଚଢ଼ି ଯାଉଛନ୍ତି, ଯେମିତି ସେ ଗାଡ଼ିର ମାଲିକ । ଯୁବକ ଜଣକ…

ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ । ଆକାଶ ପାଠକ କେସରେ ତଦନ୍ତ ରାଡାରରେ ଥିଲେ ପ୍ରଦୀପ । ୪ଟି…

କନକ ବ୍ୟୁରୋ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ପାଠକଙ୍କ ପରିବାର ସହ ଲିଙ୍କ ପଦାକୁ ଆସୁଥିବା ବେଳେ ଆଜି ସଂଧ୍ୟାରେ ଏକ ବଡ଼ ଘଟଣା ଘଟିଛି । ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ ବାସଭବନରୁ ତାଙ୍କୁ ଉଠାଇ ନେଇଛି କ୍ରାଇବ୍ରାଞ୍ଚ । ତାଙ୍କୁ ପତ୍ନୀ ସୁଜାତା ପାଣିଗ୍ରାହୀ ଏ ନେଇ…