Daily Archives

December 1, 2020

ଗହୀରମଥାରେ ଚାଲିଛି ମାଛ କେଳେଙ୍କାରୀ । ବନ ଅଧିକାରୀ ହେଉଛନ୍ତି ମାଲାମାଲ, ଜବତ ହେଲା  ୧୬ କ୍ୱିଣ୍ଟାଲ, ସିଜର ଲିଷ୍ଟରେ…

କନକ ବ୍ୟୁରୋ: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଂଚଳରେ ମାଛ କେଳେଙ୍କାରୀ । ବନ ବିଭାଗ ଅଧିକାରୀ ଓ ମାଛ ମାଫିଆ ମିଳିମିଶି ଚଳୁ କରି ଦେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ନିଷିଦ୍ଧାଂଚଳରେ ମାଛ ମାରିବା ବେଆଇନ ଘୋଷଣା ହୋଇଥିବା ବେଳେ ବେଧଡକ ଭାବେ ଚାଲିଛି ଶହ ଶହ ମାଛଧରା ଟ୍ରଲର । ଟ୍ରଲର ଛାଡିଦେଲେ…

ଭିଜିଲାନ୍ସ ଖୋଲିଲା ପାଠକ ପେଡି । ଆକାଶଙ୍କ ଆକାଉଣ୍ଟରେ ଅଛି ୧୪.୭୭ କୋଟି, ଅନ୍ୟ ସୂତ୍ରରୁ ଆସିଛି ୫.୨୯ କୋଟି ଟଙ୍କା ।

କନକ ବ୍ୟୁରୋ : ଖୋଲୁଛି ପାଠକ ପେଡି । କୁବେର ବାପାର କୋଟିପତି ପୁଅ ଆକାଶ ପାଠକଙ୍କ ମିଛ ସାମ୍ରାଜ୍ୟର ପୋଥି ଖୋଲିଛି ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ ଯେଉଁ ସୂଚନା ଜାରି କରାଯାଇଛି ତାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ଆକାଉଣ୍ଟରେ ୯ କୋଟି ନୁହେଁ ବରଂ…

ଲକଡାଉନରେ ପାଣି ଭଳି ଟଙ୍କା ଉଡାଇଥିଲେ ପ୍ରଦୀପ ପାଣିଗ୍ରାହୀ ଓ ପାଠକଙ୍କ ପରିବାର । ବିଳାସପୂର୍ଣ୍ଣ ସମୟ ପାଇଁ ଦିନକୁ…

କନକ ବ୍ୟୁରୋ: ସାମ୍ନାକୁ ଆସିଛି ପାଠକ ଓ ପାଣିଗ୍ରାହୀ ପରିବାର ବିଳାସ ବ୍ୟସନ କାହାଣୀ । ଥରେ ହୋଟେଲ୍ରେ ରହିଲେ, କେତେ ବିଲ ହୋଇପାରେ ତାହା ଅନୁମାନ କରାଯାଇପାରେ । କିନ୍ତୁ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର ମୁମ୍ବାଇର ତାଜ ହୋଟେଲରେ ରହି କେତେ ବିଲ୍ କରିଛନ୍ତି ତାହା ଶୁଣିଲେ ଆପଣ…

ସାରା ଦେଶକୁ ମିଳିବନି କରୋନା ଭ୍ୟାକ୍ସିନ୍! କାହାକୁ ଏବଂ କେଉଁ ପରିସ୍ଥିତିରେ ଦିଆଯିବ ଟୀକା, ସ୍ପଷ୍ଟ କରିଦେଲା କେନ୍ଦ୍ର…

କନକ ବ୍ୟୁରୋ: କୋଭିଡ ଟିକା କେବେ ଆସିବ, ତାକୁ ନେଇ ସାରା ଦୁନିଆ ଚାହିଁ ରହିଥିବା ବେଳେ ଟିକାକୁ ନେଇ କେନ୍ଦ୍ର ସରକାରଙ୍କ ବଡ ଘୋଷଣା ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି, ଦେଶର ସମସ୍ତ ନାଗରିକଙ୍କ କୋଭିଡ ଟିକା ଦିଆଯିବ ନାହିଁ । ସ୍ୱାସ୍ଥ୍ୟମନ୍ତ୍ରାଳୟର ସଚିବ ରାଜେଶ…

କେବଳ ଗୋଟିଏ କଲ୍‌, ଗୋଟିଏ କ୍ଲିକ୍‌ । ଘରେ ଜରୁରୀ ସାମଗ୍ରୀ ପହଞ୍ଚାଇବ ଏଜିସି କାର୍ଟ

କନକ ବ୍ୟୁରୋ : କରୋନା କାଳରେ ସମସ୍ତେ ଚାହାନ୍ତି ବାହାରକୁ ନଯାଇ ଘରେ ପହଞ୍ଚିଯାଉ ନିଜ ଆବଶ୍ୟକ ସାମଗ୍ରୀ । ତାହାପୁଣି ଯେତେ ଶୀଘ୍ର ଉପଲବ୍ଧ ହେବ ଭଲ। ବିଭିନ୍ନ କମ୍ପାନି ହୋମ ଡେଲିଭରି ସୁବିଧା ପ୍ରଦାନ କରୁଛନ୍ତି । କିନ୍ତୁ ସେମାନଙ୍କଠାରୁ ଅଧିକ ଉନ୍ନତ ଓ ସହଜରେ ସେବା ଯୋଗାଇଦେବା ପାଇଁ ଆଗେଇ…

ଦାଉ ସାଧିଛି ଲକଡାଉନ । ବିକ୍ରି ହୋଇ ପାରୁନାହିଁ ଅମଳ କମଳା । ଅଭାବୀ ବିକ୍ରୀର ଶିକାର ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି…

କନକ ବ୍ୟୁରୋ : ଦାଉ ସାଧିଛି ଲକଡାଉନ । ବିକ୍ରି ହୋଇ ପାରୁନାହିଁ ଅମଳ କମଳା । ଅଭାବୀ ବିକ୍ରୀର ଶିକାର ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଦେବଗଡ ଜିଲାର କମଳା ଚାଷୀ । ଦେବଗଡ ଜିଲା ରିଆମାଳ ବ୍ଲକର ତିନୋଟି ପଂଚାୟତରେ ଉନ୍ନତ ମାନର କମଳା ଚାଷ ହୋଇଛି । ପର୍ଯ୍ୟାପ୍ତ ପରିମାଣର କମଳା ଅମଳ ମଧ୍ୟ…