Daily Archives

November 21, 2020

କଟକ ସୁନା ଋଣ ସଂସ୍ଥାରୁ କୋଟି କୋଟି ଟଙ୍କାର ଲୁଟ ପରେ ବନ୍ଧକ ରଖିଥିବା ଲୋକଙ୍କ ମଧ୍ୟରେ ଭାଳେଣୀ । କେମିତି ଫେରିପାଇବେ…

କନକ ବ୍ୟୁରୋ : କଟକ ନୟାସଡକ ଆଇଆଇଏଫଏଲ ସଂସ୍ଥାରୁ ପାୟ ୨୦ କୋଟି ଟଙ୍କାର ସୁନା ଗହଣା ଲୁଟ ହେବାକୁ ଦୁଇ ଦିନ ବିତିଲାଣି । ହେଲେ ଏପର୍ଯ୍ୟନ୍ତ ଲୁଟେରାଙ୍କ ସୁରାକ ପାଉନି ପୋଲିସ । ଏହାକୁ ନେଇ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଅନ୍ୟପଟେ ସୁନା ବନ୍ଧକ ରଖି ଟଙ୍କା…

ସୁନ୍ଦରଗଡ଼ର ବିରଜୁ କୁଲୁ ଫେରିବା ପରେ ସାମ୍ନାକୁ ଆସିଲା ଭଦ୍ରକର ଆନନ୍ଦ ପତ୍ରୀଙ୍କ କାହାଣୀ । ୫୫ ବର୍ଷ ହେଲା…

କନକ ବ୍ୟୁରୋ : ପାକିସ୍ତାନ ଜେଲରେ ୨୫ ବର୍ଷ ବନ୍ଦୀ ଜୀବନ କାଟି ସୁନ୍ଦରଗଡର ବିରଜୁ କୁଲୁ ଗାଁକୁ ଫେରିବା ପରେ ଭଦ୍ରକର ଆନନ୍ଦ ପତ୍ରୀଙ୍କ ପରିବାରରେ ନୂଆ ଆଶା ସଂଚାର ହୋଇଛି । ଭାରତ ସରକାର ବିରଜଙ୍କୁ ନିଜ ଗାଁକୁ ଫେରାଇ ଆଣିବା ଭଳି ଆନନ୍ଦଙ୍କୁ ନିଜ ଗାଁକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା…

ପୁଣି ଦେଶର ବିଭିନ୍ନ ସ୍ଥାନରେ ଫେରୁଛି ଲକଡାଉନ୍ । ଗୁଜରାଟରେ ସୋମବାର ସକାଳ ୬ଟା ଯାଏଁ କର୍ଫ୍ୟୁ ଜାରି, ମଧ୍ୟପ୍ରଦେଶରେ…

କନକ ବ୍ୟୁରୋ : ଦେଶର ବିଭିନ୍ନ ରାଜ୍ୟକୁ କରୋନା ସଂକ୍ରମଣ ଫେରିବା ପରେ ଲକାଡାଉନ୍ ଫେରିଛି । ଦିଲ୍ଲୀ, ହରିଆଣା, ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ପ୍ରତିଦିନ ହଜାର ହଜାର ସଂଖ୍ୟକ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକଟ ବଢିଛି । ତେଣୁ ପରିସ୍ଥିତିକୁ…

ସାରୁଅ ଜମି ଦୁର୍ନୀତି ମାମଲାରେ ବଢ଼ୁଛି ଓଟିଭି ଏମଡି ଜାଗିମଙ୍ଗତ ପଣ୍ଡା ଓ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ଅଡୁଆ ।…

କନକ ବ୍ୟୁରୋ : ସାରୁଅ ଜମି ଦୁର୍ନୀତି ମାମଲାରେ ଓଟିଭି ପରିଚାଳନା ନିର୍ଦ୍ଦେଶିକା ଜାଗୀ ମଙ୍ଗତ ପଣ୍ଡା ଏବଂ ବୈଜୟନ୍ତ ପଣ୍ଡାଙ୍କୁ ଅନ୍ତରୀଣ ଜାମିନ ନମିଳିବା ପରେ ଉଭୟଙ୍କର ଅଡୁଆ ବଢିଯାଇଛି । ନିଜ ରାୟରେ ହାଇକୋର୍ଟ କହିଛନ୍ତି, ସାରୁଅ ଜମି ଦୁର୍ନୀତି ମାମଲା ରାଜନୈତିକ ପ୍ରତିଶୋଧ ପରାୟଣତାର…

ଓଡିଶାରେ ୪୬ଟି ସାଗରମାଳା ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୫୭ ହଜାର ୩୭୯ କୋଟି…

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶନିବାର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ପାରାଦୀପ ବନ୍ଦରର ଅଧ୍ୟକ୍ଷଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଓଡ଼ିଶାରେ ୫୭ ହଜାର ୩୭୯ କୋଟି ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ୪୬ଟି…

ମାୟାନଗରୀରେ ହଲଚଲ । ଗିରଫ ହେଲେ କମେଡି କ୍ୱିନ୍ ଭାରତୀ ସିଂ, ଏନସିିବିର ପଚରାଉଚରା ବେଳେ ଗଞ୍ଜେଇ ସେବନ କରୁଥିବା ନେଇ…

କନକ ବ୍ୟୁରୋ: ମାୟାନଗରୀରେ ହଲଚଲ, ଗିରଫ ହେଲେ କମେଡି କ୍ୱିନ୍ ଭାରତୀ ସିଂ । ନାର୍କୋଟିକ୍ସ ବ୍ୟୁରର ପଚରାଉଚରା ବେଳେ ଗଞ୍ଜେଇ ନିଶା ସେବନ କରୁଥିବା ନେଇ ମାନିଛନ୍ତି ଉଭୟ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ସ ଲିମ୍ବାଚିୟା । ଏପରିକି ପ୍ରଡକସନ୍ ଅଫିସ୍ ଏବଂ ଭାରତୀ ସିଂଙ୍କ ଘରୁ ୮୬.୫ ଗ୍ରାମ୍…