Daily Archives

November 13, 2020

ଗୋଟିଏ ରାଜ୍ୟ ଗୋଟିଏ ବଜାର । ରାଜ୍ୟର କୃଷିଜାତ ଦ୍ରବ୍ୟ ପାଇଁ ରହିବ ଗୋଟିଏ ବଜାର

କନକ ବ୍ୟୁରୋ : ଗୋଟିଏ ରାଜ୍ୟ ଗୋଟିଏ ବଜାର । ରାଜ୍ୟର କୃଷିଜାତ ଦ୍ରବ୍ୟ ପାଇଁ ରହିବ ଗୋଟିଏ ବଜାର । ଅର୍ଥାତ୍ ରାଜ୍ୟର ଜଣେ ଚାଷୀ ତାର ଉତ୍ପାଦିତ ସାମଗ୍ରୀକୁ ଯେକୌଣସି ସ୍ଥାନରେ ବିକ୍ରି କରିପାରିବ । କେନ୍ଦ୍ର ସରକାରଙ୍କ କୃଷି ବିଲ୍ ଭଳି ରାଜ୍ୟ କ୍ୟାବିନେଟ୍ ଏ ନେଇ ଏକ ଅଧ୍ୟାଦେଶକୁ ଅନୁମୋଦନ…

ଦୀପର ଆଲୋକରେ ଝଲସୁଛି ରାମନଗରୀ ଅଯୋଧ୍ୟା । ସରାୟୁ ତଟରେ ଜଳୁଛି ୫ଲକ୍ଷରୁ ଅଧିକ ଦୀପ ।

କନକ ବ୍ୟୁରୋ: ଦୀପୋତ୍ସବରେ ଝଲସୁଛି ଅଯୋଧ୍ୟା ନଗରୀ । ୫ଲକ୍ଷ ୫୧ ହଜାର ଦୀପର ଆଲୋକରେ ଝଲସୁଛି ସରଜୁ ତଟ । ଦୀପର ଦୀପାଳିରେ ସରଜୁ ନଦୀର ପାଣି ଆହୁରି ମନୋରମ ହୋଇଉଠିଛି । ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅଯୋଧ୍ୟା ନଗରୀର ସୌନ୍ଦର୍ଯ୍ୟକୁ ବହୁ ଗୁଣିତ କରିଛି । ଲେଜର ଲାଇଟରେ ରାମକଥାକୁ…

କେନ୍ଦୁଝର ଗନ୍ଧମାର୍ଦ୍ଦନ ଖଣିକୁ ନେଇ ରାଜନୀତି । ନେତାଙ୍କ କଳି ଭିତରେ ଦୁର୍ଦ୍ଦଶା ଭୋଗୁଛନ୍ତିି ଶ୍ରମିକ । ରୋଜଗାର…

କନକ ବ୍ୟୁରୋ : କେନ୍ଦୁଝରରେ ଖଣିରେ କାମ କରୁଥିବା ଶହ ଶହ ଶ୍ରମିକ ଏବେ ବେରୋଜଗାର , ସ୍ଥିତି ଏମିତି ହୋଇଛି ଯେ ଘରେ ଚୁଲି ଜଳୁନି । ଏପରି ପରିସ୍ଥିତି ହେବା ପଛର କାରଣ ହେଲା ଜିଲ୍ଲାର ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ । ବଦ୍ରିନାରାୟଣ ପାତ୍ର ବନାମ ମୋହନ ମାଝୀ । କଣ ପାଇଁ…

ଘନେଇଲା ସାରୁଅ ଜମି ଜାଲିଆତି ବିବାଦ । ଜମି ଫେରାଇବା ଦାବିରେ ରାଜଭବନ ଆଗରେ ଧାରଣାରେ ବସିଲେ ଗ୍ରାମବାସୀ 

କନକ ବ୍ୟୁରୋ : ସମୟ ଗଡୁଛି । ସାରୁଅ ଜମି କେଳେଙ୍କାରି ବିବାଦ ଧୀରେ ଧୀରେ ଉଗ୍ର ହେବାରେ ଲାଗିଛି । କାରଣ ଏଠି ଜମି ବି ଯାଇଛି ଆଉ ଚାକିରି ବି ଯାଇଛି । ଏବେ ନ୍ୟାୟ ଦାବିରେ ଜମି ହରାଇଥିବା ଲୋକେ ରାଜଭବନ ଆଗକୁ ଓହ୍ଲାଇ ଆସିଛନ୍ତି । ସେମାନଙ୍କ କହିବା ହେଲା, ଆମ ଜମି ଫେରାନ୍ତୁ । ଗାଁ…

୨୫ ବର୍ଷ ପ୍ରତୀକ୍ଷାର ଅନ୍ତ : ପାକିସ୍ତାନ ଲାହୋର ଜେଲରୁ ମୁକ୍ତି ପାଇ ଜନ୍ମମାଟି ସୁନ୍ଦରଗଡର କଟଙ୍ଗ ଫେରିଲେ ବିରଜୁ…

କନକ ବ୍ୟୁରୋ : ପାକିସ୍ତାନ ଜେଲରେ ୨୫ ବର୍ଷ କାଳ ବନ୍ଦୀ ଜୀବନ ବିତାଇବା ପରେ ଅମୃତସରରୁ ସିଧାସଲଖ ସୁନ୍ଦରଗଡର କୁତ୍ରାରେ ପହଂଚିଲେ ବିରଜୁ କୁଲୁ । ତାଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ପାଛୋଟି ନିଆଯାଇଥିଲା । ବ୍ଲକ କାର୍ଯ୍ୟାଳୟରେ ଚାଲିଥିଲା ସମ୍ବର୍ଧନା ଉତ୍ସବ । ସେତେବେଳେ ଦେଖିବାକୁ ମିଳିଥିଲା…

କରୋନାକୁ ନେଇ ଆସିଲା ଭଲ ଖବର : ଡିସେମ୍ବର ମାସ ସୁଦ୍ଧା ୧୦ କୋଟି ଟିକା ପ୍ରସ୍ତୁତ ହେବା ନେଇ ସୂଚନା ଦେଲା ସେରମ୍…

କନକ ବ୍ୟୁରୋ : କରୋନା ମହାମାରୀର ଦ୍ୱିତୀୟ ପ୍ରବାହକୁ ନେଇ ଆଶଙ୍କା ବଢ଼ୁଥିବା ବେଳେ ଆସିଛି ଆଶ୍ୱସ୍ତି ଦେଲା ଭଳି ଖବର । ବିଶ୍ୱର ସବୁଠୁ ବଡ଼ ଟିକା ତିଆରି କମ୍ପାନୀ ଭାରତର ସେରମ୍ ଇନଷ୍ଟିଚ୍ୟୁଟ୍ ସୂଚନା ଦେଇଛି ଯେ ଡିସେମ୍ବର ସୁଦ୍ଧା କରୋନା ଟିକାର ୧୦ କୋଟି ଡୋଜ୍ ପ୍ରସ୍ତୁତ ହୋଇଯିବ । ଟିକା…