Daily Archives

November 1, 2020

ଆସାମ ମୁଖ୍ୟମନ୍ତ୍ରୀଙ୍କ ଆଗରେ ନିଜକୁ ପୁରୀ ଶଙ୍କରାଚାର୍ଯ୍ୟ ବୋଲି ପରିଚୟ ଦେଲେ ସ୍ୱାମୀ ଅଧ୍ୟକ୍ଷାନନ୍ଦ । ଘଟଣା ପରେ…

କନକ ବ୍ୟୁରୋ : କିଛି ଦିନ ପୂର୍ବରୁ ମଥୁରାରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଆଗରେ ପରିଚୟ ଦେଇ ସେ କହିଥିଲେ ସେ ହେଉଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ । ଏହି ଘଟଣାକୁ ନେଇ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଏହାସହ କେତେ ଦିନ ଯାଏ…

କେମିତି ବଂଟା ହେବ କରୋନା ଟିକା? ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର । ଟିକା ବଂଟନକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ଓ…

କନକ ବ୍ୟୁରୋ : କରୋନା ମହାମାରୀ ରୋକିବାକୁ ଟିକା ପ୍ରସ୍ତୁତି ବିଭିନ୍ନ ପର୍ଯ୍ୟାୟରେ ପହଁଚିଥିବା ବେଳେ କିପରି ବଂଟନ ହେବ, କେଉଁମାନଙ୍କୁ ପ୍ରଥମେ ଟିକା ଦିଆଯିବ, ଏ ନେଇ ରାଜ୍ୟଗୁଡିକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ର୍ୟ ସଚିବ । ଟିକା ବଂଟନକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ଓ…

ପଞ୍ଜାବର ପ୍ଲେଅଫ ଆଶା ଧୂଳିସାତ । ୯ ୱିକେଟରେ ବିଜୟ ହାସଲ କଲା ଚେନ୍ନାଇ ସୁପର କିଙ୍ଗସ  

କନକ ବ୍ୟୁରୋ : ଆଜିର ମ୍ୟାଚରେ ଚେନ୍ନାଇ ପଞ୍ଜାବଠାରୁ ୯ ୱିକେଟରେ ବିଜୟୀ ହୋଇଛି । ଫଳରେ ପଞ୍ଜାବ ଏହି ମ୍ୟାଚରେ ପରାଜୟ ସହ ପ୍ଲେ ଅଫ ଦୌଡରୁ ପଛରେ ପଡିଯାଇଛି । ଦଳ ଚଳିତ ଆଇପିଏଲରେ ୧୪ ମ୍ୟାଚରୁ ୬ଟି ବିଜୟ ଓ ୮ଟି ପରାଜୟକୁ ସାମ୍ନା କରିଛି । ଏହି ମ୍ୟାଚରେ ଚେନ୍ନାଇ ଟସ୍୍ ଜିତି ପ୍ରଥମେ…

ଚତୁର୍ଥ ସ୍ଥାନ ପାଇଁ ଲଢେଇ । ଟସ୍ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ କୋଲକାତା 

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବ୍ୟାଟିଂ ପାଇଁ ଆସିବ କୋଲକାତା ଦଳ । ଏହି ମ୍ୟାଚ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ବିଜୟୀ ହୋଇ ଦୁଇ…

ସାରୁଅ ଜମି କିଣାବିକା ମାମଲା । ଓଡିଶା ଇନଫ୍ରାଟେକ ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ।

କନକ ବ୍ୟୁରୋ: ଜମି କିଣାବିକା ମାମଲାରେ ମନୋରଞ୍ଜନ ଷଡଙ୍ଗୀ ଗିରଫ । ଓଡିଶା ଇନଫ୍ରାଟେକ ନିର୍ଦ୍ଦେଶକ ମନୋରଞ୍ଜନଙ୍କ ଗିରଫ କଲା କ୍ରାଇମବ୍ରାଞ୍ଚ । ଖୋର୍ଦ୍ଧା ଜିଲ୍ଲା ସାରୁଅରେ ହୋଇଥିବା ଜମି କିଣାବିକା ମାମଲାରେ ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି କୋର୍ଟ ଚାଲାଣ କରିଛି । ମନୋରଞ୍ଜନଙ୍କ ନାଁରେ…

ସରିଲା ରିହର୍ସଲ, ମଙ୍ଗଳବାର ମଞ୍ଚସ୍ଥ ହେବ ନିର୍ବାଚନର ମହାନାଟକ । କିଏ ହେବ ସଦରର ସର୍ଦ୍ଦାର ଓ କିଏ ପିନ୍ଧିବ…

କନକ ବ୍ୟୁରୋ: ସରିଲା ପ୍ରଚାର, ମଙ୍ଗଳବାର ମହାପରୀକ୍ଷା । ଦିନକ ପରେ ଭୋଟ ଦେବ ବାଲେଶ୍ୱର- ତିର୍ତ୍ତୋଲ । କରୋନା କଟକଣା ଭିତରେ ହେବ ଓଡିଶାର ଦୁଇ ଦୁଇ ଉପ ନିର୍ବାଚନ । ଆସନ୍ତା ୩ ତାରିଖ ଦିନ ଉଭୟ ଆସନ ପାଇଁ ଭୋଟ ପଡୁଥିବାରୁ ଏଥିପାଇଁ ଜୋରଦାର କସରତ କରିଛନ୍ତି ସମସ୍ତ ଦଳ । ଆଉ ୟାରି ଭିତରେ…