Daily Archives

October 14, 2020

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ମୁକାବିଲା ସମୀକ୍ଷା । କହିଲେ, କୋଭିଡ ପରିଚାଳନାରେ ଭଲ ପ୍ରଦର୍ଶନ କରୁଛି ଓଡ଼ିଶା, ଅଧିକ ସତର୍କ…

କନକ ବ୍ୟୁରୋ : କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ଅଧିକ ସତର୍କ ରହିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଧିକାଂଶ ଜିଲ୍ଲାରେ ନୂଆ ସଂକ୍ରମଣ କମୁଛି । କୋଭିଡ ପରିଚାଳନାରେ ଓଡିଶା କ୍ରମାଗତଭାବେ ଭଲ ପ୍ରଦର୍ଶନ…

ସାମନାକୁ ଆସିଲା କଟକ ନାବାଳିକା ଗଣଦୁଷ୍କର୍ମର କଳା କାହାଣୀ । ୨୨ ଦିନ ଧରି ଗୋଟିଏ ଘରେ ବନ୍ଦ କରି ଦୁଷ୍କର୍ମ କରୁଥିଲେ ୨…

କନକ ବ୍ୟୁରୋ : କଟକରେ ଏଭଳି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କ ମୁଣ୍ଡ ତଳକୁ କରିଦେବ । ୨୨ ଦିନ ଧରି ଜଣେ ନାବାଳିକାକୁ ଗୋଟିଏ ଘରେ ବନ୍ଦୀ କରି ରଖି ଦୁଷ୍କର୍ମ କରିଛନ୍ତି ଦୁଇ ଜଣ ଦୁବୃର୍ତ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଖୋଦ୍ ସହରର ଗତିରାଉତ ପାଟଣାରେ । ଏନେଇ ପୁଲିସ ଜଣକୁ ଗିରଫ କରିଥିବା…

ବାଲେଶ୍ୱରରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ । ଭାବବିହ୍ୱଳ ହୋଇଉଠିଲେ ମାନସ ଦତ୍ତ । କଂଗ୍ରେସରେ ବିଧିବଦ୍ଧ…

କନକ ବ୍ୟୁରୋ : ବାଲେଶ୍ୱର ସଦର ବିଧାନସଭା ଆସନ ଉପନିର୍ବାଚନ ପାଇଁ ସରଗରମ ରହିଛି ବାଲେଶ୍ୱର ରାଜନୀତି । ଆରମ୍ଭ ହୋଇଛି ପ୍ରାର୍ଥୀପତ୍ର ଦାଖଲ । ବାପାଙ୍କ ଦେହାନ୍ତ ପରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ମାନସ କୁମାର ଦତ୍ତ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା…

ରାଜ୍ୟରେ କମୁଛି କରୋନା ଗତି । ସୁସ୍ଥ ହେଲେ ଆଉ ୨ ହଜାର ୭୭୫ ଆକ୍ରାନ୍ତ । ଏହାସହ ୨ ଲକ୍ଷ ୩୫ ହଜାର ୭୬୩ରେ ପହଞ୍ଚିଛି…

କନକ ବ୍ୟୁରୋ : ରାଜ୍ୟ ପାଇଁ ଭଲ ଖବର । ରାଜ୍ୟରେ ଆଜି ଆଉ ୨ ହଜାର ୭୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୭୬୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ…

ଆଇପିଏଲ ଟକ୍କର : ଟସ୍ ଜିତି ଦିଲ୍ଲୀର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ରାଜସ୍ଥାନ ।

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ ଓ ରାଜସ୍ଥାନ ରୟାଲ୍ସ ଦଳ । ଏହି ମ୍ୟାଚରେ ଦିଲ୍ଲୀ ଟସ୍୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବୋଲିଂ ପାଇଁ ପଡିଆକୁ ଓହ୍ଲାଇବ ରାଜସ୍ଥାନ ଦଳ । ଏବେ ଦିଲ୍ଲୀ ପ କ୍ଷରୁ ଦୁଇ ଓପନର ବ୍ୟାଟିଂ…

ପଞ୍ଜାବ ସରକାରଙ୍କ ଐତିହାସିକ ପଦକ୍ଷେପ । ସରକାରୀ ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କୁ ମିଳିବ ୩୩ ପ୍ରତିଶତ ସଂରକ୍ଷଣ

କନକ ବ୍ୟୁରୋ : ପଞ୍ଜାବର କଂଗ୍ରେସ ସରକାର ସରକାରୀ ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ନିସ୍ପତ୍ତି କରିଛନ୍ତି । ଏବେ ରାଜ୍ୟରେ ସରକାରୀ ନିଯୁକ୍ତି କ୍ଷେତ୍ରତେର ୩୩ ପ୍ରତିଶତ ସଂରକ୍ଷଣ ମିଳିବ । ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମିରିନ୍ଦର ସିଂ ଏନେଇ ଟ୍ୱିଟ୍…