Daily Archives

October 13, 2020

ଟ୍ରଲିରେ ପତ୍ନୀଙ୍କୁ ନେଲା ବେଳେ ପଡିଲାନି କାହାରି ନଜର, ହସ୍ପିଟାଲରେ ପହଞ୍ଚୁ ପହଞ୍ଚୁ ଚାଲିଗଲା ପ୍ରାଣ । କିନ୍ତୁ ଏବେ…

କନକ ବ୍ୟୁରୋ : ଜଣେ ଗରିବ ଲୋକକୁ ସହାୟତାର ଆବଶ୍ୟକତା ପଡିଲେ ଅନେକ ମୁହଁ ମୋଡି ଦିଅନ୍ତି, କିନ୍ତୁ ଘଟଣା ପ୍ରଚାର ହୋଇଗଲେ, ଗରିବ ବ୍ୟକ୍ତି ଜଣକ, ବଡ ବଡ ଲୋକଙ୍କ ସହାନୁଭୂତିର ପାତ୍ର ପାଲଟିଯାଏ । ସତ୍ୟବାଦୀର କବିର ଭୋଇ କାହାର ସହାୟତା ନପାଇ, ନିଜ ପତ୍ନୀଙ୍କୁ ୭୫ କିଲୋମିଟର ଟ୍ରଲିରେ ଆଣିଲେ ।…

କରୋନା ବଢ଼ାଉଛି କି ଲୁଟ୍ । ଭୋଗରାଇରେ ବନ୍ଧୁକ ମୁନରେ ୟୁକୋ ବ୍ୟାଙ୍କରୁ ଲୁଟିନେଲେ ୨୦ ଲକ୍ଷ ଟଙ୍କା । କଟକ ଗଣ୍ଡରପୁରରେ…

କନକ ବ୍ୟୁରୋ : କରୋନା ଚାଲିଛି, ଲୁଟ୍ ବଢିଛି । ଗତ ୨୪ ଘଂଟାରେ ତିନୋଟି ବଡ ବଡ ଲୁଟ୍ ଘଟଣା ଘଟିବା ସହ ଆଉ ଗୋଟିଏ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି । ଗତ କିଛି ଦିନ ହେଲା ଏଭଳି ଖବର, ଗଣମାଧ୍ୟମରେ ଶିରୋନାମା ସାଜିଛି । ଏହି ଘଟଣାସବୁକୁ ନିରେଖେଇ ଦେଖିଲେ ଏହାର ଲିଙ୍କ୍ ଆପଣ କରୋନା ସହ ପାଇବେ । ଗତ…

କରୋନା ଭୟ ଭିତରେ ଆସିଲା ଆଶ୍ୱସ୍ତି ଦେବା ଭଳି ଖବର । ଏକମାସର ହିସାବ କହୁଛି, ତଳକୁ ଖସୁଛି କରୋନା ମିଟର, ସେପ୍ଟେମ୍ବର…

କନକ ବ୍ୟୁରୋ : ଦୀର୍ଘ ୭ ମାସ ହେଲାଣି କରୋନା ମହାମାରୀର ଭୟ ସମସ୍ତଙ୍କ ମନରେ ରହିଛି । କିନ୍ତୁ ଏବେ କରୋନା ସଂକ୍ରମଣ ଧାରାରେ ଏକ ବଡ ପରିବର୍ତନ ଦେଖିବାକୁ ମିଳିଛି । ମନେ ହେଉଛି ସତେ ଯେମିତି କରୋନା ବିପଦ ଧିରେ ଧିରେ ଟଳିଯିବ । ଗତ ଏକମାସର କରୋନା ସଂକ୍ରମଣର ହିସାବ କିଛି ଏଭଳି ସଂକେତ ଦେଉଛି…

ଗଭୀର ଅବପାତ ଯୋଗୁଁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା । ଆସନ୍ତା ୨୪ ଘଂଟା ପର୍ଯ୍ୟନ୍ତ ୧୦ଟି ଜିଲ୍ଲାରେ ପ୍ରବଳ…

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ତୀବ୍ର ଅବପାତ ଅବସ୍ଥାରେ ଆଜି ସକାଳ ୭ଟାରେ ଉତ୍ତର ଆନ୍ଧ୍ରପ୍ରଦେଶର କାକିନଡ଼ାରେ ସ୍ଥଳଭାଗ ଅତିକ୍ରମ କରିିଛି । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି । ଆସନ୍ତା ୨୪ ଘଂଟା ଭିତରେ ଦକ୍ଷିଣ ଉପକୂଳ ଓଡିଶାର ଜିଲ୍ଲା ଗୁଡିକରେ…

ବିଜେଡି ଟିକେଟକୁ ନେଇ ବାଲେଶ୍ୱରରେ ଦିନତମାମ ହଲଚଲ । ସୁବାସିନୀ ଜେନାଙ୍କ ସମର୍ଥକ କହିଲେ ସ୍ୱାଧୀନ ଭାବେ ଲଢ଼ନ୍ତୁ,…

କନକ ବ୍ୟୁରୋ : ବାଲେଶ୍ୱର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା ହେବା ପରେ ବାଲେଶ୍ୱର ବିଜେଡିରେ ଅସନ୍ତୋଷର ସ୍ୱର ଉଠିଥିଲା । ସୁବାସିନୀଙ୍କ ସମର୍ଥକ କହିବାକୁ ପଛାଇଲେ ନାହିଁ ଯେ, ଆବଶ୍ୟକ ପଡିଲେ ସ୍ୱାଧୀନ ପ୍ରାର୍ଥୀ ଭାବେ ଠିଆ ହେବେ । ଏହାପରେ ଆରମ୍ଭ ହୋଇଗଲା ବିଜେଡିର ଅପରେସନ ।…

ଆଇପିଏଲ ଟକ୍କର : ଟସ୍ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ସନରାଇଜର୍ସ ହାଇଦ୍ରାବାଦ ।

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ଚେନ୍ନାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବୋଲିଂ କରିବ ସନରାଇଜର୍ସ ହାଇଦ୍ରାବାଦ ଦଳ । ଏବେ ଧୋନୀ ବାହିନୀର ଦୁଇ ଓପନର ମୈଦାନକୁ…