Daily Archives

October 12, 2020

କମୁଛି କି କରୋନା । ସେପ୍ଟେମ୍ବର ଅପେକ୍ଷା ଅକ୍ଟୋବରରେ ହ୍ରାସ ପାଉଛି ଦୈନିକ ସଂକ୍ରମଣ । ଟେଷ୍ଟ ପଜିଟିଭ୍ ହାର ମଧ୍ୟ…

କନକ ବ୍ୟୁରୋ : କିଛି ଦିନ ହେଲା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଯେତିକି ପଜିଟିଭ୍ ଚିହ୍ନଟ ହେଉଛନ୍ତି, ତା’ଠାରୁ ଅଧିକ ସୁସ୍ଥ ହେଉଛନ୍ତି । ଫଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଓଡ଼ିଶାର ୫ଟି ଜିଲ୍ଲାକୁ ଛାଡିଦେଲେ ଅନ୍ୟ ଜିଲ୍ଲାଗୁଡିକରେ ସକ୍ରିୟ…

୭୫ ବର୍ଷୀୟା ବୁଢୀମାଆ କାନ୍ଧରେ ୪ ଭେଣ୍ଡିଆ ପୁଅଙ୍କ ଭାର । ଆଖି ପଶିଗଲାଣି, ଚମ ଧୁଡୁଧୁଡୁ ହୋଇଗଲାଣି । ପିଲାଙ୍କ ପେଟରେ…

କନକ ବ୍ୟୁରୋ: ମାଆ ! ଯନ୍ତ୍ରଣା ସହୁଥିବା ଜଣେ ଜୀବନ୍ତ ଦେବୀର ନାଁ । ମାଆ ପିଲାଙ୍କ ପାଇଁ ସବୁ ସହିପାରେ । ଜନ୍ମକଲା ଦିନଠୁ ଜୀବନ ଯିବା ଯାଏଁ ପିଲାଙ୍କ ଅଳିଅର୍ଦ୍ଦଳି ସହିଥାଏ । ନିଜେ ନପିନ୍ଧି ପିଲାଙ୍କୁ ପିନ୍ଧାଏ, ନିଜେ ନଖାଇ ଛୁଆଙ୍କୁ ଖୁଆଏ... ମଲାଯାଏଁ ପିଲାଙ୍କୁ ନିଜ ପଣତ ତଳେ ଘଣ୍ଟ…

ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ । ୧୯୪ ରନ କଲା ବାଙ୍ଗାଲୋର । କୋଲକାତା ଆଗରେ ୧୯୫ ରନର ବିଜୟ ଲକ୍ଷ୍ୟ ।

କନକ ବ୍ୟୁରୋ : ଆଜିର ମ୍ୟାଚରେ ଏବି ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ୧୯୪ ରନର ବିଶାଳ ସ୍କୋର କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହାସହ ଏବେ କୋଲକାରା ନାଇଟ ରାଇଡର୍ସ ଆଗରେ ୧୯୫ ରନର ବିଜୟ ଲକ୍ଷ୍ୟ ରହିଛି । କୋଲକାତାକୁ ଏହି ମ୍ୟାଚ ଜିତିବାକୁ ହେଲେ…

ବାଲେଶ୍ୱରରେ ବିଜେଡ଼ି ଆଣିଲା ନୂଆ ଚେହେରା । ସ୍ୱରୁପ କୁମାର ଦାସଙ୍କ ନାଁରେ ମୋହର । ସେପଟେ ତିର୍ତୋଲ ପାଇଁ ନାମାଙ୍କନ…

କନକ ବ୍ୟୁରୋ : ଚିରାଚରିତ ଢ଼ଙ୍ଗରେ ସମସ୍ତଙ୍କୁ ଚକିତ କଲା ଭଳି ନିଷ୍ପତି ନେଇଛନ୍ତି ବିଜେଡି ସୁପ୍ରିମୋ । ବାଲେଶ୍ୱର ଉପ-ନିର୍ବାଚନ ପାଇଁ ନୂଆ ଚେହେରା, ସ୍ୱରୁପ ଦାସଙ୍କ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେଡି । ସ୍ୱରୁପ ଦାସ, ତୃଣମୂଳସ୍ଥରରେ ଦଳ ପାଇଁ କାମ କରିଥିବା ବେଳେ ପୂର୍ବରୁ ପୌର…

ଅନୁକମ୍ପା ଭୋଟ ଉପରେ ଦଳର ଆଖି । ବାପାଙ୍କ ପରେ ପୁଅକୁ ଟିକେଟ୍ । ତିର୍ତୋଲ ଆସନରେ ଦିଂବଗତ ନେତା ବିଷ୍ଣୁ ଦାସଙ୍କ ପୁଅ…

କନକ ବ୍ୟୁରୋ : ଓଡ଼ିଶା ରାଜନୀତିରେ ପରିବାରବାଦ ଚର୍ଚ୍ଚା ପୁଣି ଥରେ ଜୋର ଧରିଛି, ଯେତେବେଳେ ବାପାଙ୍କ ପରେ ପୁଅଙ୍କୁ ମିଳିଛି ଟିକେଟ୍ । ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି, ବାପାଙ୍କ ପରେ ପୁଅଙ୍କ ଉପରେ ଅସ୍ଥା ରଖିଛନ୍ତି । ଉଭୟ ବାଲେଶ୍ୱର ସଦର ଓ ତିର୍ତୋଲ ଉପ-ନିର୍ବାଚନରେ…

ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର । ସୁସ୍ଥ ହେଲେ ଆଉ ୨ ହଜାର ୫୭୭ ଆକ୍ରାନ୍ତ । ଏହାସହ ୨ ଲକ୍ଷ ୩୦ ହଜାର ୧୯୨ରେ ପହଞ୍ଚିଛି…

କନକ ବ୍ୟୁରୋ : ରାଜ୍ୟ ପାଇଁ ପୁଣି ଭଲ ଖବର । ରାଜ୍ୟରେ ଆଜି ଆଉ ୨ ହଜାର ୫୭୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ ଲକ୍ଷ ୩୦ ହଜାର ୧୯୨ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟ ସ୍ୱାସ୍ଥ୍ୟ…