Daily Archives

October 6, 2020

ଉପନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ଦଳଡିଆଁ ପର୍ବ । ବିଜେପି ଛାଡିଲେ ରମାକାନ୍ତ ଭୋଇ, ୨୦୧୯ରେ ପଦ୍ମ ଦଳରୁ ହୋଇଥିଲେ…

କନକ ବ୍ୟୁରୋ : ଉପନିର୍ବାଚନ ପୂବରୁ ଆରମ୍ଭ ହେଲା ଦଳଡିଆଁ ପର୍ବ । ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବିଜେପିକୁ ବାଏ ବାଏ କଲେ ରମାକାନ୍ତ ଭୋଇ । ୨୦୧୯ ନିର୍ବାଚନରେ ତିର୍ତ୍ତୋଲରୁ ବିଜେପି ପ୍ରାର୍ଥୀ ଭାବେ ଲଢିଥିବା ରମାକାନ୍ତ ଆଜି ନିଜ ସମର୍ଥକଙ୍କ ସହ ପଦ୍ମ ଶିବିରକୁ ପର କରିଛନ୍ତି । ଦଳ…

କେମିତି ହୋଇଥିଲା କୋଲ ବ୍ଲକ ଆବଣ୍ଟନରେ ଦୁର୍ନୀତି? କାହିଁକି ଦିଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ?

କନକ ବ୍ୟୁରୋ : କୋଲ ବ୍ଲକ ଆବଣ୍ଟନ ମାମଲାରେ ସ୍ୱତନ୍ତ୍ର କୋର୍ଟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସମେତ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୧୯୯୯ ମସିହାରେ ଏନଡିଏ ସରକାରରେ ଦିଲ୍ଲୀପ ରାୟ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ । ଏହି ସମୟରେ ଝାରଖଣ୍ଡରେ ଏକ କୋଲବ୍ଲକ…

ସରିଲା ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏର ଆସନ ବୁଝାମଣା । ବିଜେପି ୧୧୨, ଓ ଜେଡିୟୁ ୧୧୫ ଆସନରେ ଦେବ ପ୍ରାର୍ଥୀ…

କନକ ବ୍ୟୁରୋ : ବିହାର ନିର୍ବାଚନକୂୁ ନେଇ ଆସିଲା ବଡ ଖବର । ବହୁ ବାଦ ବିବାଦ ପରେ ଏନଡିଏ ମେଣ୍ଟରେ ବିଜେପି ଓ ଜେଡିୟୁ ମଧ୍ୟରେ ଆସନ ବୁଝାମଣା ଶେଷ ହୋଇଛି । ମିଳିଥିବା ସୂଚନା ମୁତାବକ ବିହାର ମୋଟ ୨୪୩ ଟି ବିଧାନସଭା ଆସନ ମଧ୍ୟରୁ ୧୧୨ ଟି ଆସନରେ ବିଜେପି ଓ ୧୧୫ ଟି ଆସନରେ ଜେଡିୟୁ ପ୍ରାର୍ଥୀ…

ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ସରିଲା ବିଧାନସଭା ଅଧିବେଶନ । ଅଧିବେଶନ ଶେଷ ନେଇ ଘୋଷଣା କଲେ ବାଚସ୍ପତି । ଆଜି ଶେଷ…

କନକ ବ୍ୟୁରୋ : ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ସରିଲା ବିଧାନସଭା ଅଧିବେଶନ । ଅଧିବେଶନ ଶେଷ ନେଇ ଘୋଷଣା କଲେ ବାଚସ୍ପତି । ଆଜି ଶେଷ ଦିନରେ ୫ଟି ବିଲ୍ ପାରିତ ହୋଇଛି । ଏଥର ମୌସୁମୀ ଅଧିବେଶନରେ ମୋଟ ୭ଟି ବିଲ୍ ପାରିତ ହୋଇଛି । ଆଜି ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ସମେତ ୫ଟି ବିଲ୍…

ଅଶ୍ୱିନ ଦେଲେ ଚେତାବନୀ । ଫିଞ୍ଚକୁ ଆଉଟ୍ କଲେନି, କହିଲେ, ଆଇପିଏଲ ୨୦୨୦ର ଏହା ଶେଷ ଚେତାବନୀ । ପରେ ଆଉ କେହି ମୋତେ ଦୋଷ…

ଗତକାଲି ଆଇପିଏଲରେ ଖେଳାଯାଇଥିବା ମ୍ୟାଚରେ ବାଙ୍ଗାଲୋରକୁ ୫୯ ରନରେ ହରାଇ ବଡ ବିଜୟ ହାସଲ କରିଛି ଦିଲ୍ଲୀ । ଆଉ ଏହାସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି ଦିଲ୍ଲୀ । ତେବେ ଏହି ମ୍ୟାଚର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ବାଙ୍ଗାଲୋରର ବ୍ୟାଟିଂ ପାଳିର ତୃତୀୟ…

ବିଧାନସଭାରେ ଆଇନଜୀବୀ କଲ୍ୟାଣ ପାଣ୍ଠି ସଂଶୋଧିତ ବିଧେୟକ ପାରିତ । ଜୀବିକାରେ ବ୍ୟାଘାତ ହେଲେ ଆଇନଜୀବୀ ମାନେ ପାଇବେ…

କନକ ବ୍ୟୁରୋ : କୋଭିଡ ମହାମାରୀର ପାର୍ଦୁଭାବ ଓ ସରକାରଙ୍କ ଦ୍ୱାରା ଲକଡାଉନ ଓ ସଟଡାଉନ ଘୋଷଣା ଯୋଗୁଁ କୋର୍ଟ ଗୁଡିକର ସୀମିତ କାର୍ଯ୍ୟ ସଂପାଦନ ହେତୁ ଆଇନଜୀବୀ ମାନଙ୍କର ଜୀବନ ଜୀବିକା ପ୍ରଭାବିତ ହୋଇଛି  । ମାନ୍ୟବର ଉଚ୍ଚନ୍ୟାୟାଳୟ ରାଜ୍ୟ ବାର କାଉନସିଲ ଆଇନଜୀବୀ ମାନଙ୍କୁ ଆର୍ଥିକ ସହାୟତା…