Daily Archives

October 6, 2020

ହାପି ବାର୍ଥ-ଡେ’ ସବ୍ୟସାଚୀ  । ୩୫ ବର୍ଷରେ ପାଦଦେଲେ ରିଲ ଲାଇଫର ରିୟଲ ହିରୋ । ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ପ୍ରଶଂସକ…

କନକ ବ୍ୟୁରୋ : ରିଲ ଲାଇଫରେ ସେ ଥିଲେ ଫ୍ୟାନମାନଙ୍କ ହିରୋ । ହେଲେ ଏବେ ସେ ଫ୍ୟାନମାନଙ୍କ ପାଇଁ ପାଲଟିଛନ୍ତି ରିୟଲ ଲାଇଫର ଭଗବାନ । ତାଙ୍କ ମହାନ କାମ ପାଇଁ ସେ ସମସ୍ତଙ୍କ ମନରେ କରିଛନ୍ତି ଘର । ସେ ହେଉଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର । ଆଜି ସବ୍ୟସାଚୀଙ୍କ ଜନ୍ମଦିନ । ସେ ଆଜି ୩୫…

ସାବଧାନ ଶତ୍ରୁ ! ଅବୁଝା ଚୀନ ଜମା ବୁଝୁନି, ସୀମାରୁ ସେନା ପ୍ରତ୍ୟାହାର କରୁନି । ଚାଲବାଜି ଚାଇନାର ମନମାନି ଦେଖି ବଢିଲା…

କନକ ବ୍ୟୁରୋ: ଚୀନ୍-ଭାରତ ମଧ୍ୟରେ ହେବ କି ଯୁଦ୍ଧ? ବଡ ବୟାନ ରଖିଲେ ବାୟୁସେନା ମୁଖ୍ୟ । ଲଦାଖ ସୀମାରେ ଥମୁନି ଭାରତ-ଚୀନ୍ ଉତ୍ତେଜନା । ବାରମ୍ବାର ବୈଠକ ପରେ ବି ବାହାରୁନି କୌଣସି ନିସ୍କର୍ଷ । ଶାନ୍ତିରେ ବିଶ୍ୱାସ ରଖୁଥିବା ଭାରତ ଚୀନକୁ ବାରମ୍ବାର ବୁଝାଇବା ପରେ ବି ସୀମାରୁ ସେନା…

ମାସ୍କ ପାଇଁ ମାଡ: ଖସିଗଲା ମାସ୍କ, ମାଡ ମାରିଲା ପୋଲିସ । ଚେକିଂ ବେଳେ ଫାଇନ ମାଗି ଆଖିବୁଜା ପିଟିଲା ପୋଲିସ । ପୁରୀ…

କନକ ବ୍ୟୁରୋ: ଖସିଗଲା ମାସ୍କ, ମାଡ ମାରିଲା ପୋଲିସ । ମୁହଁରେ ମାସ୍କ ଟିକେ ଖସି ଯାଇଥିବାରୁ ଯୁବକଙ୍କୁ ନିସ୍ତୁକ ପିଟିଲା ପୋଲିସ । ମାସ୍କ ଚେକିଂ ବେଳେ ବଡଶଙ୍ଖ ଠାରେ ଶକ୍ତି ପ୍ରସାଦ ନାଥଙ୍କୁ ପୁରୀ ପୋଲିସ ବାଡେଇଥିବା ଅଭିଯୋଗ ହୋଇଛି । ଶକ୍ତିଙ୍କ କହିବା କଥା ସେ ମେଡିସିନ ପାଇଁ ଯିବାବେଳେ…

ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ରୋଜର ପେନରୋଜ, ରେନହାର୍ଡ ଗେନଜେଲ, ଆଣ୍ଡ୍ରିଆ ଗେଜଙ୍କୁ…

କନକ ବ୍ୟୁରୋ : ୨୦୨୦ ଲାଗି ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା । ଏକତ୍ର ଭାବେ ୩ ଜଣଙ୍କୁ ମିଳିବ ନୋବେଲ । ରୋଜର ପେନରୋଜ, ରେନହାର୍ଡ ଗେନଜେଲ, ଆଣ୍ଡ୍ରିଆ ଗେଜଙ୍କୁ ମିଳିବ ନୋବେଲ । ଏନେଇ ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି । ଆକାଶ ବିଜ୍ଞାନରେ ଗବେଷଣା ପାଇଁ ଏହି ନୋବେଲ…

ଓଡିଶା କଂଗ୍ରେସ ପ୍ରଭାରୀଙ୍କ ଶୋଭାଯାତ୍ରାକୁ ମିଳିଲାନି ଅନୁମତି । ୩ଟି ଗାଡିରେ ଯାତ୍ରା ପାଇଁ କମିଶନରେଟ ପୁୁଲିସର…

କନକ ବ୍ୟୁରୋ: କଂଗ୍ରେସର ଓଡିଶା ପ୍ରଭାରୀଙ୍କ ଶୋଭାଯାତ୍ରାକୁ ମିଳିଲାନି ଅନୁମତି । କେବଳ ୩ଟି ଗାଡି ନେଇ ଯାତ୍ରା କରିବାକୁ ଅନୁମତି ଦେଇଛି କମିଶନରେଟ ପୁୁଲିସ । ତେବେ  ୬ ଦିନିଆ ଗସ୍ତରେ ଆସୁଛନ୍ତି କଂଗ୍ରେସର ପ୍ରଭାରୀ ଏ. ଚେଲ୍ଲା କୁମାର । ଆଜି ୫ଟାରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ…

ବିଜ୍ଞାନ ଯୁଗରେ ବି ଲୋଡା ପଡୁ ନାହାନ୍ତି ଡାକ୍ତର, ଦିଶାରୀଙ୍କ ପାଖେ ଲାଗିଛି ଲମ୍ବା ଲାଇନ । ୱାଚମ୍ୟାନରୁ ବାବା…

କନକ ବ୍ୟୁରୋ: ବିଜ୍ଞାନ ଯୁଗରେ ଚେରମୂଳି ଚିକିତ୍ସା । ଦିଶାରୀ ଦେଉଛନ୍ତି ଦେଶୀ ଔଷଧ । ଆଧୁନିକ ଯୁଗରେ ଅନ୍ଧବିଶ୍ୱାସର ଆଧିପତ୍ୟ । ଆଦିବାସୀ ଇଲାକାରେ ଚାଲିଛି ଜଡିବୁଟି ଚିକିତ୍ସା । ଡାକ୍ତର ନୁହେଁ ବରଂ ରୋଗ ଭଲ ପାଇଁ ଦିଶାରୀଙ୍କ ପାଖରେ ଲାଗିଛି ଲମ୍ବା ଲାଇନ । ପୂଜାର୍ଚ୍ଚନା ଚାଲିଛି, ଧୂପ…