Daily Archives

October 3, 2020

ବିହାର ବିଧାନସଭା ନିର୍ବାଚନ ଆଗରୁ ମହାମେଣ୍ଟର ଆସନ ବୁଝାମଣା ଘୋଷଣା । ଏଥର ୭୦ ଆସନରେ ଲଢିବ କଂଗ୍ରେସ, ୧୪୪ ଆସନ ନିଜ…

କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନରେ ଏଥର ଆରଜେଡିର ମେଣ୍ଟରେ ମିଶିକି ନିର୍ବାଚନ ଲଢିବ କଂଗ୍ରେସ । ଏପରି ନିଷ୍ପତି ନେଇଛି ଉପା । ଆଜି ଏନେଇ ଘୋଷଣା କରିବା ସହ ମହାମେଂଟର ଆସନ ବୁଝାମଣା ନେଇ ଘୋଷଣା କରିଛନ୍ତି ଆରେଜେଡି ନେତା ତେଜସ୍ୱୀ ଯାଦବ । ଏଥର ୭୦ ଆସନରେ ଲଢିବ କଂଗ୍ରେସ ଦଳ ।…

ସରକାରୀ କ୍ଷମତାର ଅପବ୍ୟବାହର କରି ଆଲବମ୍ ହିରୋ ସାଜିଲେ ଚିତ୍ରକୋଣ୍ଡା ବିଡିଓ । ସରକାରୀ ବାସଭବନରେ ହେଲା ଆଲବମ୍ ସୁଟିଂ,…

କନକ ବ୍ୟୁରୋ : ସାମ୍ନାକୁ ଆସିଛି ସରକାରୀ ବାବୁଙ୍କ ସୌଖିନୀ ମିଜାଜ୍ । ସ୍ୱାଭିମାନ ଅଂଚଳରେ ପାଇଖାନା ଦୁର୍ନିତୀ ଅଭିଯୋଗରେ ଛନ୍ଦି ହୋଇ ପଡିଥିବା ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକର ବିଡିଓ ଲିରମନ୍ ଖର୍ସେଲ ସରକାରୀ କ୍ଷମତାର ଅପବ୍ୟବାହର କରି ଆଲବମ୍ ସୁଟିଂ କରିଥିବା ଅଭିଯୋଗ ହୋଇଛି ।…

ହୋମ୍ ଆଇସୋଲେସନରେ ଥିବା କରୋନା ଆକ୍ରାନ୍ତ କେମିତି ଖାଇବେ ଫାଭିପିରାଭିର୍? ଏସଓପି ଜାରି କଲା ସ୍ୱାସ୍ଥ୍ୟ ବିଭାଗ ।

କନକ ବ୍ୟୁରୋ: ହୋମ ଆଇସୋଲେସନରେ ଥିବା କରୋନା ଆକ୍ରାନ୍ତ କେମିତି ଖାଇବେ ଫାଭିପିରାଭିର । ଏସଓପି ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନ ଓ ସିଡିଏମଓଙ୍କୁ ଚିଠି ଲେଖି କୁହାଯାଇଛି, ଘରୋଇ ସଂଗରୋଧରେ ଥିବା କରୋନା ଆକ୍ରାନ୍ତ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ…

ହାଥରସ ମାମଲାକୁ ନେଇ ରାଜନୈତିକ ଛକାପଞ୍ଝା ଜାରି । ବିବାଦ ଭିତରେ ରାହୁଲଙ୍କ ସହ ୫ ଜଣଙ୍କୁ ହାଥରସ ଯିବାକୁ ୟୁପି…

କନକ ବ୍ୟୁରୋ : ରାଜନୀତିର ହଟସ୍ପଟ୍ ପାଲଟିଥିବା ହାଥରସରେ ଆଜି ଦିନ ତମାମ ଦେଖିବାକୁ ମିଳିଛି ହାଇଭୋଲଟେଜ୍ ଡ୍ରାମା । ହାଥରସ ପ୍ରସଙ୍ଗରେ ରଣହୁଂକାର ଦେଇଛନ୍ତି ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ । ୫ ଜଣଙ୍କୁ ନେଇ ହାଥରସ ଯିବାକୁ ଅନୁମତି ମିଳିବା ପରେ ରାହୁଲ ଗାନ୍ଧୀ ପୀଡିତାଙ୍କ ଘରେ ପହଁଚିଛନ୍ତି…

ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୪ ହଜାର ୬୬ ଜଣ ଆକ୍ରାନ୍ତ । ୧ ଲକ୍ଷ ୯୮ ହଜାର ୧୯୪ରେ ପହଞ୍ଚିଲା ସୁସ୍ଥ…

କନକ ବ୍ୟୁରୋ : ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୪ ହଜାର ୬୬ ଜଣ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୪୮ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୫୨୧, ପୁରୀରୁ ୧୦୫, ଯାଜପୁରରୁ ୧୮୧, ଅନୁଗୁଳରୁ ୨୫୫, କନ୍ଧମାଳରୁ ୧୦୮, କେନ୍ଦ୍ରାପଡ଼ାରୁ ୧୦୬,…

ଆହୁରି ୪ ଦିନ ପ୍ରବଳ ବର୍ଷା । ଅସରାଏ ବର୍ଷାରେ ଟ୍ୱିନ୍ ସିଟିର ଅବସ୍ଥା ଘାଇଲା । ରାଜରାସ୍ତା ଉପରେ ଲହଡ଼ି ମାରିଲା ଆଂଠୁଏ…

କନକ ବ୍ୟୁରୋ : ଅସରାଏ ବର୍ଷାରେ ବେହାଲ ହୋଇଛି ସ୍ମାର୍ଟ ସିଟି ଭୁବନେଶ୍ୱର । କଟକ ସହର ଭିତରେ ପାଣିର ସୁଅ ଚାଲିଛି । କେବଳ ଟ୍ୱିନ୍ ସିଟି ନୁହେଁ, ଲଘୁଚାପ ପ୍ରଭାବରେ ଅଧାରୁ ଅଧିକ ଓଡ଼ିଶାରେ ବର୍ଷା ଭିଜିଛି । ବର୍ଷାର ଏହି ତାଣ୍ଡବ ଆହୁରି ୪ ଦିନ ଧରି ରହିବ ବୋଲି ସତର୍କ କରାଇ ଦେଇଛି ପାଣିପାଗ…