Daily Archives

October 2, 2020

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୪ ହଜାର ୪୮ ଜଣ ସୁସ୍ଥ । 

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ୪ ହଜାର ୪୮ ଜଣ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଖୋର୍ଦ୍ଧାରୁ ସର୍ବାଧିକ ୬୮୩ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୪୬୬, ପୁରୀରୁ ୧୯୫, ଯାଜପୁରରୁ ୧୭୬, ଅନୁଗୁଳରୁ ୧୬୭, କନ୍ଧମାଳରୁ ୧୪୬, କେନ୍ଦ୍ରାପଡ଼ାରୁ ୧୪୨,…

ଆଇପିଏଲ ଟକ୍କର: ପ୍ରିୟମ ଗାର୍ଗଙ୍କ ଦମଦାର ଅର୍ଦ୍ଧଶତକ । ଚେନ୍ନାଇକୁ ୧୬୫ ରନର ବିଜୟ ଲକ୍ଷ୍ୟ ଦେଲା ହାଇଦ୍ରାବାଦ ।

କନକ ନ୍ୟୁଜ : ଆଜିର ଆଇପିଏଲ ମ୍ୟାଚରେ ଦମଦାର ଅର୍ଦ୍ଧଶତକ ହାସଲ କଲେ ପ୍ରିୟମ ଗାର୍ଗ । ଏହାସହ ହାଇଦ୍ରାବାଦ ୧୬୪ ରନ କରିବାକୁ ସକ୍ଷମ ହୋଇଛି । ଫଳରେ ଚେନ୍ନାଇ ସୁପର କିଙ୍ଗସ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରହିଛି । ଏବେ ଚେନ୍ନାଇର ଦୁଇ ଓପନ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇବେ । ଏହି ମ୍ୟାଚରେ…

ହାଥରସ୍ ଗଣଦୁଷ୍କର୍ମ ମାମଲା: ଏସପି, ଡିଏସପି ଓ ଇନ୍ସପେକ୍ଟର ସମେତ ଅନେକ ପୋଲିସ୍ ଅଧିକାରୀ ନିଲମ୍ବିତ । ପ୍ରାଥମିକ…

କନକ ବ୍ୟୁରୋ: ହାଥରସ୍ ଗଣଦୁଷ୍କର୍ମ ଘଟଣା, ହାଥରସର ଏସପି ଓ ଡିଏସପିଙ୍କ ନିଲମ୍ବିତ । ଏହାସହ ସ୍ଥାନୀୟ ଇନ୍ସପେକ୍ଟର ସମେତ ଅନେକ ପୋଲିସ୍ ଅଧିକାରୀଙ୍କୁ ନିଲମ୍ବିତ କଲେ ଯୋଗୀ ସରକାର । ପ୍ରାଥମିକ ତଦନ୍ତ ରିପୋର୍ଟ ଯାଞ୍ଚ ଆଧାରରେ ହାଥରସର ଏସପି, ଡିଏସପି,  ସ୍ଥାନୀୟ ଇନ୍ସପେକ୍ଟରଙ୍କୁ ନିଲମ୍ବନର…

କିଏ ଖାଇଗଲା ସ୍ୱାଭିମାନ ଅଂଚଳର ପାଇଖାନା ଟଙ୍କା? ଅନଲାଇନ୍ ପେମେଣ୍ଟ ବ୍ୟବସ୍ଥା ଭିତରେ ବି ସରକାରୀ ବାବୁ, ଖୋଜି ବାହାର…

କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳରେ ବିକାଶର ଅସଲ ଚିତ୍ର ଆମେ ଆପଣଙ୍କୁ ଦେଖାଇଛୁ । ବାବୁ-ଠିକାଦାର ମିଳିମିଶି କିପରି ସ୍ୱଚ୍ଛ ଭାରତ ମିସନ୍ ଟଙ୍କାକୁ ଚଳୁ କରିଛନ୍ତି, ତାହାର ଅସଲ କାହାଣୀ ଆପଣଙ୍କୁ ଦେଖାଇଛୁ ।  ହିତାଧିକାରୀଙ୍କ ନାଁରେ ଆସିଥିବା ପାଇଖାନା କେବଳ କାଗଜ କଲମ ରେ ସାରି ଦିଆଯାଇଛି ।…

ଆମେରିକା ରାଷ୍ଟ୍ରପତିଙ୍କୁ ବାବା ସେହୱାଗଙ୍କ ଆଶୀର୍ବାଦ । ଟ୍ୱିଟ୍ କରି ଏମିତି କିଛି ଲେଖିଲେ ପୂର୍ବ-କ୍ରିକେଟର…

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ପୂର୍ବ-କ୍ରିକେଟର ବୀରେନ୍ଦ୍ର ସେହୱାଗ । ବାବା ବେଶରେ ସୋସିଆଲ ମିଡିଆକୁ ଆସିଲେ ସେହୱାଗ । ମଜାଳିଆ ଟ୍ୱିଟ୍ କରି ଏଥର ସେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେ ବିଶ୍ୱର ଶକ୍ତିଶାଳୀ ନେତାଙ୍କୁ ବାବା ବେଶରେ ଆସି ଦେଇଛନ୍ତି କରୋନା ମନ୍ତ୍ର । ଆମେରିକା…

କରୋନା ବେଳେ ବିହାର ନିର୍ବାଚନ । ଜାଣନ୍ତୁ, କାହାକୁ ମିଳିବ ଫାଇଦା? କିଏ ଗଢିବ ସରକାର?

କନକ ବ୍ୟୁରୋ : ବିହାରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି । ଅକ୍ଟୋବର ୨୮, ୩ ଓ ନଭେମ୍ବର ୭ରେ ମତଦାନ ରହିଛି । ସେହିପରି ନଭେମ୍ବର ୧୦ରେ ଭୋଟ ଗଣତି ହେବ । ହେଲେ ଏଠି ପ୍ରଶ୍ନ ଉଠୁଛି ଯେ କରୋନା ସମୟରେ ନିର୍ବାଚନର ଆବଶ୍ୟକତା କଣ ରହିଥିଲା । ଯେଉଁଠି ବଡ ବଡ ଦେଶ କରୋନା ପାଇଁ…