Daily Archives

October 1, 2020

ପୁଲିସ ସହ ଧସ୍ତାଧସ୍ତି ବେଳେ ତଳେ ପଡିଗଲେ ରାହୁଲ ଗାନ୍ଧୀ । ହାଥରସରେ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ…

କନକ ବ୍ୟୁରୋ: ହାଥରସରେ ପହଂଚିବା ପୂର୍ବରୁ ଅଧାବାଟରୁ ଉଠାଇନେଲା ପୋଲିସ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ପୋଲିସ ଉଠାଇ ନେଇଛି । ହାଥରସ ପିଡ଼ିତା ପରିବାରଙ୍କୁ ଭେଟିବାକୁ ଯିବା ସମୟରେ ରାସ୍ତାରେ ରାହୁଲ ଗାନ୍ଧୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଦିଲ୍ଲୀରୁ ହାଥରସ ଯିବା ବାଟରେ…

ମାଆ ବେକରେ ଛୁରୀ ଲଗାଇ ବେକ କାଟିବାକୁ ଧମକ ଦେଲା ପୁଅ । ବିଧାନସଭା ଆଗରେ ହାଇ-ଭୋଲଟେଜ୍ ଡ୍ରାମା…

କନକ ବ୍ୟୁରୋ: ଦିନ ଦ୍ୱିପହରରେ ପ୍ରାୟ ୧୧ଟା ୫୦ରେ ଓଡିଶା ବିଧାନସଭା ଆଗରେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ଜଣେ ଯୁବକ ନିଜ ମାଆଙ୍କ ବେକରେ ଛୁରି ଲଗାଇ ଦେଇଥିଲା । ଆଖପାଖ ଲୋକ, ବିଧାନସଭା ଯାଇଥିବା ମଡିଆ କର୍ମଚାରୀ ଓ ପୁଲିସ ବାଲା ସମସ୍ତେ ଦୌଡି ଆସିଲେ ।…

ଆସିଲା ଓଡ଼ିଶାର ଅନଲକ୍ ୫.୦: ଅକ୍ଟୋବର ୩୧ ଯାଏଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ଓ ସିନେମା ହଲ୍ ।

କନକ ବ୍ୟୁରୋ: ଆସିଲା ଓଡ଼ିଶାର ଅନଲକ୍ ୫.୦ । ଅକ୍ଟୋବର ୩୧ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ସିନେମା ହଲ୍, ସୁଇମିଂ ପୁଲ, ମନ୍ଦିର ଓ ସମସ୍ତ ଧର୍ମାନୁଷ୍ଠାନ । ତେବେ କଣ୍ଟେନମେଣ୍ଟ ଜୋନରେ ବଳବତ୍ତର ରହିବ ଲକଡାଉନ୍ ବୋଲି ରାଜ୍ୟ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି ।…

ସ୍ୱାଭିମାନ ଅଂଚଳରେ ସାମ୍ନାକୁ ଆସିଲା ବିକାଶର ଅସଲ ଚିତ୍ର । ସ୍ୱଚ୍ଛ ଭାରତ ମିଶନରେ ଆସିଥିବା ଟଙ୍କା ମିଳିମିଶି ଖାଇଗଲେ…

କନକ ବ୍ୟୁରୋ: ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିକାଶର ନୂଆ ଆଲୋକ ଦେଖୁଛି ସ୍ୱାଭିମାନ ଅଂଚଳ । ବିଭିନ୍ନ ଯୋଜନା ଜରିଆରେ ଅନେକ ଉନ୍ନୟନ ମୁଳକ କାମ ଜାରି ରହିଛି । ଏଥିପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ତେବେ ବିକାଶ ଆଳରେ ଚାଲିଛି ବ୍ୟାପକ ଦୁର୍ନୀତି । କନକ ନ୍ୟୁଜ ହାତରେ ଏମିତି…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୪,୩୮୦ ସୁସ୍ଥ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୯୦…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ୪,୩୮୦ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଖୋର୍ଦ୍ଧାରୁ ସର୍ବାଧିକ ୭୭୦ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୫୫୮, ଜଗତସିଂହପୁରରୁ ୨୩୩, ସୁନ୍ଦରଗଡ଼ରୁ ୨୩୩, ଯାଜପୁରରୁ ୧୯୮, ପୁରୀରୁ ୧୯୨, ଝାରସୁଗୁଡ଼ାରୁ ୧୬୮,…

ଆଇପିଏଲ୍ ଟକ୍କର: ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ପଞ୍ଜାବର ନିଷ୍ପତ୍ତି, ବ୍ୟାଟିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ

କନକ ବ୍ୟୁରୋ: ଆଇପିଏଲ ଟକ୍କର: ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ କିଙ୍ଗସ ଇଲେଭେନ୍ ପଞ୍ଜାବର ନିଷ୍ପତ୍ତି । ତେବେ ପଡ଼ିଆକୁ ଓହ୍ଲାଇବ ରୋହିତ୍ ବାହିନୀ । ତେବେ ମୁମ୍ବାଇ ପଲଟନର ବ୍ୟାଟିଂ ଲାଇନଅପ୍ ଶକ୍ତିଶାଳୀଥିବାରୁ ପଞ୍ଜାବ ସାମ୍ନାରେ ରୋହିତ୍ ବାହିନୀ ବଡ଼…