Daily Archives

September 30, 2020

ଅନୁଗୁଳ ଜିଲ୍ଲାରୁ ଚାଞ୍ଚଲ୍ୟକର ତଥ୍ୟ । ଗୋଟିଏ ପରିବାର ଲୁଟିଛି ଆଦିବାସୀଙ୍କ ୭ ଶହ ଏକର ଜମି । ଜିଲ୍ଲାପାଳ,…

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାରେ ଗତ ୧୦ ବର୍ଷ ଭିତରେ ଆଦିବାସୀ ଏବଂ ତଫସିଲଭୁକ୍ତ ଜାତି ଲୋକମାନଙ୍କର ୭ଶହ ଏକରରୁ ଅଧିକ ଜମି ଏକ ନିର୍ଦ୍ଦିଷ୍ଟ ପରିବାର ହଡପ କରିଥିବାର ବିରଳ ଦୃଷ୍ଟାନ୍ତକୁ ଆଜି ଲୋକଲୋଚନକୁ ଆସିଛି । ଏହାସହ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ରାଜସ୍ୱ ଅଧିକାରୀମାନଙ୍କ ବିରୋଧରେ…

ଆଜି ଆସିପାରେ ପଞ୍ଚମ ପର୍ଯ୍ୟାୟ ଅନଲକ ମାର୍ଗଦର୍ଶିକା । କରୋନା କଟକଣା ଭିତରେ ଦେଶରେ କ’ଣ ଖୋଲିବ କ’ଣ ନାହିଁ ତା ଉପରେ…

କନକ ବ୍ୟୁରୋ : ଆଜି ଆସିପାରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ପଞ୍ଚମ ପର୍ଯ୍ୟାୟ ଅନଲକ ନିର୍ଦେଶାବଳୀ  । ଅନଲକ ୫.୦ରେ ଆହୁରି କିଛି କଟକଣା ହଟିପାରେ ବୋଲି ଆକଳନ କରାଯାଉଛି । ଏହି ପର୍ଯ୍ୟାୟ ଅନଲକରେ ଦିଲ୍ଲୀ ସମେତ ଅନ୍ୟ ସହରରେ ମେଟ୍ରୋ ଚଳାଚଳ ପାଇଁ ଅନୁମତି ମିଳିପାରେ । ଏହାଛଡା ଅର୍ଥନୈତିକ…

ବିଧାନସଭାରେ ପାରିତ ହେଲା ସଂକ୍ରାମକ ରୋଗ ବିଲ ୨୦୨୦। ବିରୋଧୀଙ୍କ ବିରୋଧ ସତ୍ୱେ ହେଲା ପାରିତ। କୋଭିଡ ନିୟମ ଉଲଂଘନ କଲେ…

କନକ ବ୍ୟୁରୋ : ବିଧାନସଭାରେ ଆଜି ପାରିତ ହୋଇଛି ସଂକ୍ରାମକ ରୋଗ ବିଲ ୨୦୨୦। ବିରୋଧୀଙ୍କ ବିରୋଧ ସତ୍ୱେ ଏହି ବିଲ ବିଧାନସଭାରେ ପାରିତ ହୋଇଛି ।  ଏହି ବିଲ ଅନୁଯାୟୀ କୋଭିଡ ନିୟମ ଉଲଂଘନ କଲେ ୧ଲକ୍ଷ ଟଙ୍କା ଜରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲ ବ୍ୟବସ୍ଥା ରହିଛି । ବିଲ ପାରିତ ପରେ କଂଗ୍ରେସ…

କେତେ ବାଟ ଆଗେଇଲା ଆଦିତ୍ୟ ଦାସ ମୃତ୍ୟୁ ମାମଲା ? ମାରାଥନ ଜେରା ପରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଲାଣି କି ତଥ୍ୟ ? ଏତେ…

କନକ ବ୍ୟୁରୋ : ମାନବପ୍ରେମୀଙ୍କ ମୃତ୍ୟୁକୁ ପ୍ରାୟ ଅଢେଇ ମାସ ବିତିଯାଇଥିବା ବେଳେ ଏବେବି ଅନ୍ଧାରରେ ରହିଛି ମୃତ୍ୟୁ ରହସ୍ୟ । ଆଦିତ୍ୟଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା । ଏଇ କଥାର ଗୁମର ଫିଟାଇବାକୁ ନାକେଦମ ହେଲାଣି ପୋଲିସଠୁ କ୍ରାଇମବ୍ରାଞ୍ଚ । ଘନଘନ ଜେରା, ମରାଥନ ପଚରା ଉଚରାଠୁ ମିଛଧରା…

ପଲିଥିନ ଘେରା ଘରୁ ବଢୁଛି ରାପର ହେବାର ଆଶା । ବସ୍ତିରେ ଗାଉଛନ୍ତି, ମର୍ଡନ ରାପରେ ମନ ଜିଣୁଛନ୍ତି । କାଳିଆ ଦୁଆରେ…

କନକ ବ୍ୟୁରୋ : ଗରିବ ଗଳିରୁ ଶୁଭୁଛି ରାପ୍ । ବସ୍ତିରେ ବଢୁଛି ରାପରର ସ୍ୱପ୍ନ । ବାଉଶଁ ପଲିଥିନର ଏ ଭଙ୍ଗା ଭିତରେ ରଙ୍ଗୀନ ଭବିଷ୍ୟତର ଅସରନ୍ତି ଆଶା ନେଇ ଆଗକୁ ବଢୁଛନ୍ତି ଯୁବ ରାପର କୃଷ୍ଣ ପଣ୍ଡା । କାଳିଆ ଦୁଆରେ ବସି ଦିନେ ଗୁଣୁଗୁଣାଉଥିବା କୃଷ୍ଣ ଆଗକୁ ସେହି ଜଗାର ଆଶୀର୍ବାଦରେ ପ୍ରସିଦ୍ଧ…

ଜଘନ୍ୟ ଗଣଦୁଷ୍କର୍ମ ପରେ ଜିଭ କାଟିଦେଲେ, ରକ୍ତମାଂସ ଝୁଣିଖାଇ ମେରୁଦଣ୍ଡ ଭାଙ୍ଗିଦେଲେ । ମୃତ୍ୟୁ ସହ ୧୫ ଦିନ ଲଢେଇ ଆଖି…

କନକ ବ୍ୟୁରୋ : ଆଖି ବୁଜିଦେଲା ଆଉ ଏକ ନିର୍ଭୟା । ଜୀବନ ଯୁଦ୍ଧରେ ହାରିଗଲା ହାଥରସର ନିର୍ଭୟା । ଗଣଦୁଷ୍କର୍ମ ପରେ ମୃତ୍ୟୁ ସହ ଲଢେଇ କରି ଆଖି ବୁଜିଛି ଦୁଷ୍କର୍ମ ପୀଡିତା । ଉତ୍ତର ପ୍ରଦେଶ ହାଥରସରେ ଗତ ୧୪ ତାରିଖରେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ୧୯ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ହୋଇଛି ।…