Daily Archives

September 30, 2020

ଭାରତୀୟ ରେଲୱେ ଟ୍ରାକରେ ଖୁବଶୀଘ୍ର ଗଡିବାକୁ ଯାଉଛି ଘରୋଇ ଟ୍ରେନ୍ । ଆଇଆରସିଟିସି ତରଫରୁ ଅକ୍ଟୋବର ୧୭ ତାରିଖ ଠାରୁ…

କନକ ବ୍ୟୁରୋ : ଦେଶର ପ୍ରଥମ ଘରୋଇ ଟ୍ରେନ୍ ତେଜସ୍ ପାର୍ବଣ ପୂର୍ବରୁ ଟ୍ରାକରେ ଗଡିବା ନେଇ ଆଇଆରସିଟିସି ପକ୍ଷରୁ ସୂଚନା ମିଳିଛି । ଆଇଆରସିଟିସି ପକ୍ଷରୁ ଅକ୍ଟୋବର ୧୭ ତାରିଖ ଠାରୁ ତେଜସ୍ ଟ୍ରେନ ଚଳାଚଳ କରାଇବା ନେଇ ରେଳ ମନ୍ତ୍ରଣାଳୟକୁ ଅନୁମତି ମାଗିଛି । ଏହା ସହ ଲିଜ୍ ଚାର୍ଜ କ୍ଷମା କରିବା…

ଘୁଞ୍ଚିବନି ୟୁପିଏସସି ପରୀକ୍ଷା : ୟୁପିଏସସି ପରୀକ୍ଷା ସ୍ଥଗିତ ରଖିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ; ଅକ୍ଟୋବର…

କନକ ବ୍ୟୁରୋ : ୟୁପିଏସସି ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଖାରଜ ହୋଇଛି । ଏହି ପରୀକ୍ଷା ୪ ଅକ୍ଟୋବର ୨୦୨୦ ରେ କରାଯିବାକୁ ଧାର୍ଯ୍ୟ କରାଯାଇଛି । କିନ୍ତୁ ଯେଉଁ ପ୍ରାର୍ଥୀ ମାନେ ଏହା ଉପରେ ଆବେଦନ କରିଥିଲେ ସେମାନଙ୍କ ପାଇଁ…

ଯୁବ ଇଂଜିନିୟର ତିଆରି କଲେ ଆଧୁନିକ ହେଲମେଟ୍ : ଯବାନଙ୍କ ଜୀବନ ରକ୍ଷା କରିବ ହେଲମେଟ୍

କନକ ବ୍ୟୁରୋ : ସେନାଙ୍କ ପାଇଁ ଅଧୁନିକ ହେଲମେଟ । ଯୁଦ୍ଧରେ କରିବ ସେନାକୁ ସହଯୋଗ । ଏଭଳି ଏକ ହେଲମେଟ ତିଆରି କରିଛନ୍ତି ଜୟପୁର ସହରର ଯୁବ ଇଜିଂନିୟର ଶିଶିର ମଲ୍ଲିକ । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ମାତ୍ର ୨ ହଜାର ଟଙ୍କା ଖର୍ଚ୍ଚ କରି ତିଆରି କରିଛନ୍ତି ସ୍ୱତନ୍ତ୍ର ହେଲମେଟ୍ ।…

ଚୌକି ପାଇଁ ଦୁଇ ଅଧିକାରୀଙ୍କ ମଧ୍ୟରେ ଟଣାଓଟରା : ବଦଳିପରେ ବି ଚୌକି ଛାଡୁ ନାହାନ୍ତି ଅଧିକାରୀ ; ଢେଙ୍କାନାଳ ସମାଜ…

କନକ ବ୍ୟୁରୋ : ଚୌକି ପାଇଁ ଦୁଇ ମହିଳା ଅଧିକାରୀଙ୍କ ଭିତରେ ଟଣାଓଟରା । ଢେଙ୍କାନାଳ ଜିଲ୍ଲା ସମାଜ ମଙ୍ଗଳ ଅଫିସ ଅଧିକାରୀ ପଦକୁ ନେଇ ଏବେ ଏପରି ସ୍ଥିତି ଦେଖା ଦେଇଛି । ଗତବର୍ଷ ସେପ୍ଟେମ୍ୱର ମାସରେ ଜୟନ୍ତୀ ବେହେରା ଯୋଗ ଦେଇଥିଲେ । ତାଙ୍କର ଭୁବନେଶ୍ୱର ଏସଆଇଟିକୁ ବଦଳି ହୋଇଛି । ତାଙ୍କ…

ବିହାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂଙ୍କ ପିତା : ନିର୍ବାଚନ ପାଇଁ ତାରିଖ ଘୋଷଣା…

କନକ ବ୍ୟୁରୋ : ବିହାର ନିର୍ବାଚନ ପାଇଁ ରାଜ୍ୟର ରାଜନୀତି ସରଗରମ ଥିବା ବେଳେ ପାଟନାରୁ ଏକ ବଡ ଖବର ଆସିଛି । ଯେଉଁ ଖବର ପ୍ରଚାରିତ ହେବା ପରେ ଏବେ ବିହାର ରାଜନୀତିରେ ଜଣେ ନୂଆ ଚେହେରା ଦେଖାଦେବା ନେଇ ଆଲୋଚନା ଜୋର ଧରିଛି ।ଆଜି ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପିତା, ଭଉଣୀ ଓ…

କରୋନା ନେଲା ଆଉ ୧୪ ଜୀବନ : ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୮୪୨କୁ ବୃଦ୍ଧି

କନକ ବ୍ୟୁରୋ : ରାଜ୍ୟରେ କରୋନା ନେଲା ୧୪ ଜଣଙ୍କ ଜୀବନ । ଏଥି ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୪୨କୁ ବୃଦ୍ଧି ପାଇଛି  । ୧୪ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ବାଲେଶ୍ୱରରୁ ଜଣେ, ଭଦ୍ରକରୁ ଜଣେ, ଭୁବନେଶ୍ବରରୁ ୨ ଜଣ, କଟକରୁ ଜଣେ, ଗଞ୍ଜାମରୁ ଜଣେ, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ…