Daily Archives

September 27, 2020

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶକୁ ନେଇ ବକ୍ତବ୍ୟ ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । କହିଲେ, କ୍ଷୁର୍ଣ୍ଣ ହେବନି…

କନକ ବ୍ୟୁରୋ : ଉଚ୍ଚଶିକ୍ଷା ବିଭାଗରେ ଅନେକ ପୂର୍ବ ପ୍ରଚଳିତ ଆଇନ ସାଂପ୍ରତିକ ସ୍ଥିତିରେ ତାହାର ପ୍ରାସଙ୍ଗିକତା ହୋଇଥିବାରୁ ସେଥିରେ ସଂଶୋଧନର ଆବଶ୍ୟକତା ଅନୁଭବ କରାଯାଇଥିଲା । ଏପରି ସ୍ଥିତିରେ ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ…

ଜେଡିୟୁରେ ଯୋଗ ଦେଲେ ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଗ୍ରହଣ କଲେ ଦଳର…

କନକ ବ୍ୟୁରୋ : ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଜେଡିୟୁ (ସଂଯୁକ୍ତ ଜନତା ଦଳ) ରେ ଯୋଗ ଦେଇଛନ୍ତି । ଏନେଇ ସେ ପାଟନା ଠାରେ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଭେଟି ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ଚାକିରୀରୁ ସ୍ୱେଚ୍ଛାକୃତ ଅବସର…

ଆସିଲା ବିଧାନସଭା କରୋନା ଟେଷ୍ଟ ରିପୋର୍ଟ । ପରୀକ୍ଷା ହୋଇଥିବା ୭୫୭ ମଧ୍ୟରୁ ୧୩୬ ପଜିଟିଭ ଚିହ୍ନଟ । 

କନକ ବ୍ୟୁରୋ : ଆସିଲା ବିଧାନସଭା କରୋନା ଟେଷ୍ଟ ରିପୋର୍ଟ । ପରୀକ୍ଷା ହୋଇଥିବା ୭୫୭ ଜଣଙ୍କ ମଧ୍ୟରୁ ୧୩୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କ କରୋନା ଟେଷ୍ଟ ହୋଇଥିଲା । ବର୍ତ୍ତମାନ ବିଧାନସଭା ବିଶୋଧନ କରାଯାଇ ଅଧିବେଶନ ଆରମ୍ଭ କରାଯିବ ।…

ସାବଧାନ ଶତ୍ରୁ ! ଏବେ ଆତଙ୍କୀଙ୍କୁ ଖୋଜି ଖୋଜି ସଂହାର କରିବ ଶକ୍ତିଶାଳୀ ‘କମାଣ୍ଡୋ’ । କାଶ୍ମୀର ପାଇଁ କବଚ ସାଜିବ,…

କନକ ବ୍ୟୁରୋ: ଗାଡି ଗଡିବ, ଶତ୍ରୁ ଥରିବ । ଆତଙ୍କୀଙ୍କୁ ଖୋଜି ଖୋଜି ଆଖିବୁଜା ଗୁଳି କରିବ କମାଣ୍ଡୋ ଭେଇକିଲ୍ । ଜମ୍ମୁ କଶ୍ମୀରରେ ଆତଙ୍କୀଙ୍କୁ ସଫା କରିବାକୁ ପୋଲିସକୁ ମିଳିଛି ପାୱାର ଫୁଲ ବ୍ରହ୍ମାସ୍ତ୍ର । ଏହି ଶକ୍ତିଶାଳୀ ଅସ୍ତ୍ର ଆତଙ୍କୀ ହମଲାରୁ ସୁରକ୍ଷା ଦେବା ସହ ଆତଙ୍କବାଦୀଙ୍କ ନିଦ…

ଆଜି ଭୁବନେଶ୍ୱରରୁ ୩୧୭ ଆକ୍ରାନ୍ତ ଚିହ୍ନଟ । ସୁସ୍ଥ ହୋଇ ଘରକୁ ଫେରିଲେ ୩୧୨ 

କନକ ବ୍ୟୁରୋ : ଆଜି ଭୁବନେଶ୍ୱରରୁ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୩୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କିଛିଦିନ ହେବ ଭୁବନେଶ୍ୱରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଥିଲେ । ହେଲେ ଆଜି ସୁସ୍ଥଙ୍କଠାରୁ ଆକ୍ରାନ୍ତ ଅଧିକ ରହିଛନ୍ତି । ଆଜି ରାଜ୍ୟରେ ୩ ହଜାର ୯୨୨ ଜଣ…

ସେନା କର୍ମଚାରୀରୁ ପ୍ରତିରକ୍ଷା ମନ୍ତ୍ରୀ, କାର୍ଗିଲରୁ କାନ୍ଧାହାର ଯଶୱନ୍ତଙ୍କ ଜୀବନର ଜୟଯାତ୍ରା । ଜିନ୍ନାଙ୍କୁ ସମର୍ଥନ…

କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଯଶୱନ୍ତ ସିଂଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ଖବର ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସହ ଅନେକ ବରିଷ୍ଠ ରାଜନେତା ଶୋକ ପ୍ରକାଶ କରିଛନ୍ତି ।…