Daily Archives

September 27, 2020

ଛତିଶଗଡ ହୋଟେଲରେ ଚିକିତ୍ସିତ ହେଉଛନ୍ତି ଓଡିଶାର କରୋନା ରୋଗୀ: ବଲାଙ୍ଗୀର-ବରଗଡରେ ଡାକ୍ତରଖାନାରେ ବେଡ୍ ଓ ଚିକିତ୍ସା…

କନକ ବ୍ୟୁରୋ: ଛତିଶଗଡ ଯାଉଛନ୍ତି ଓଡ଼ିଶାର କରୋନା ରୋଗୀ । ଓଡ଼ିଶାରେ କରୋନା ସଂକ୍ରମିତଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ବେଡ଼ ନଥିବାରୁ ଓଡ଼ିଶା ବାହାରେ ଯାଇ ଚିକିତ୍ସିତ ହେଉଛନ୍ତି ରୋଗୀ । ଛତିଶଗଡ ରାଇପୁରକୁ ଯାଇ ଚିକିତ୍ସା କରୁଛନ୍ତି । କରୋନା ରୋଗୀଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ଘରୋଇ…

ବଦଳୁଛି ଲାଲଗଡର ରକ୍ତ ଚରିତ୍ର: ମାଓବାଦୀଙ୍କ ଲାଲକୋଠି ପାଲଟିଛି ସୁରକ୍ଷା କର୍ମୀଙ୍କ ଚେକପୋଷ୍ଟ; ପାହାଡ ଉପରେ ପଇଁତରା…

କନକ ବ୍ୟୁରୋ: ବିକାଶ ମୁହାଁ ସ୍ୱାଭିମାନ ଅଂଚଳ । ବଦଳୁଛି ଲାଲଗଡର ରକ୍ତ ଚରିତ୍ର । ଦିନେ ଲାଲଗଡ ପାଲଟି ଥିବା ଆଦିବାସୀ ବହୁଳ ସ୍ୱାଭିମାନ ଅଂଚଳରେ ଆଗକୁ ବଢୁଛି ବିକାଶ । ଉନ୍ନୟନ ମୂଳକ କାମକୁ ଆଗେଇ ନେବା ସହ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସ୍ୱାଭିମାନ ଅଂଚଳରେ ସଜାଗ ପହରି ସାଜିଛନ୍ତି ବିଏସଏଫ…

କେତେ ସୁରକ୍ଷିତ ଆପଣଙ୍କ ହ୍ୱାଟ୍ସଆପ୍ ଚାଟ୍ । କେମିତି ଅନ୍ୟମାନଙ୍କଠାରୁ ଲୁଚେଇ ରଖିବେ ଆପଣଙ୍କ ଗୋପନୀୟ ଚାଟ । ଜାଣନ୍ତୁ…

କନକ ବ୍ୟୁରୋ: ଏବେ ହ୍ୱାଟ୍ସଆପ୍ ଚାଟକୁ ନେଇ ବଲିଉଡରେ କମ୍ପନ । ଦିନେ କି ଦୁଇ ଦିନ ନୁହେଁ ୫ ବର୍ଷର ପୁରୁଣା ଚାଟ୍ କିଭଳି ମିଳିଲା ଏନସିବିକୁ । ଡିଲିଟ୍ ପରେ ବି କିଭଳି ସଂରକ୍ଷିତ ଥିଲା ଏହି ବାର୍ତ୍ତାଳାପ । ଆଜି କାଲି ଦେଶରେ ୫୦ ପ୍ରତିଶତରୁ ଅଧିକ ଲୋକ ହ୍ୱାଟ୍ସଆପ୍ ଆପ୍ଲିକେସନ ବ୍ୟବହାର…

ପାଣ୍ଡିଆନଙ୍କ ମହତ କାମ: ପୁରୀରୁ ଫେରୁଥିବା ବେଳେ ଦୁର୍ଘଟଣାରେ ଆହତ ଯୁବତୀଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନାକୁ ନେଲେ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତିକେୟନ ପାଣ୍ଡିଆନ ପୁରୀ ଆସୁଥିବାବେଳେ ରାସ୍ତାକଡରେ ପଡିଥିବା ଜଣେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଛନ୍ତି । ଖବର ଅନୁସାରେ, ଗତକାଲି ଏକ ସୋ ରୁମରେ କାମ କରୁଥିବା ହଳଦିଆର ଅନ୍ନପୂର୍ଣ୍ଣା…

ସମ୍ବଲପୁର କ୍ଷେତକୁ ଫେରିଲେ ଚକଡା ପୋକ । ବର୍ଷା ବିତ୍ପାତରେ କ୍ଷତି ସହିଥିବା ଚାଷୀଙ୍କ ସମସ୍ୟା ଦ୍ୱିଗୁଣିତ କଲା ପୋକ :…

କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲାରେ ପୁଣି ଲେଉଟିଲାଣି ଚକଡା । ବର୍ଷା ବିତ୍ପାତରେ ଯାହା କ୍ଷତି ସହିଛି ଚାଷୀ ଚକଡା ପୁଣି ଚାଷୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଦେଲାଣି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚକଡା ଲାଗିବା ଆରମ୍ଭ ହେଲାଣି । ଫଳରେ ଚାଷୀ ପାଇଁ ଏହା ପୁଣି ବିପଦ ସାଜିପାରେ । ଗୋଟିଏ ପଟେ…

ବୌଦ୍ଧ ଡେପୁଟି କଲେକ୍ଟରଙ୍କ ନାଁରେ ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ । କହିଲେ, ଶାରୀରିକ ନିର୍ଯାତନା ଦେବା ସହ  ଅନ୍ୟ…

କନକ ବ୍ୟୁରୋ : ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟରଙ୍କ ନାଁରେ ଅଭିଯୋଗ । ତାଙ୍କର ପତ୍ନୀ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଶାରୀରିକ ନିର୍ଯ୍ୟାତନା ସହିତ ଅନ୍ୟ ମହିଳାଙ୍କ ସହିତ ତାଙ୍କର ସଂପର୍କ ଥିବା ନେଇ ଡେପୁଟି କଲେକ୍ଟରଙ୍କ ପତ୍ନୀ ଆଣିଛନ୍ତି ଅଭିଯୋଗ । ଏନେଇ ଥାନାରେ ମାମଲା ରୁଜ୍ଜୁ ହୋଇଛି ।…