Daily Archives

September 22, 2020

କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଭେଟିଲେ ବରଗଡ ସାଂସଦ ସୁରେଶ ପୂଜାରୀ ଓ ଅନ୍ୟ ୩ ବିଜେପି ସାଂସଦ । ପ୍ରଧାନମନ୍ତ୍ରୀ କିଷାନ…

କନକ ବ୍ୟୁରୋ : କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ବରଗଡ ସାଂସଦ ସୁରେଶ ପୂଜାରୀ । କିଷାନ ସମ୍ମାନ ନିଧି ଯୋଜନାରୁ ବାଦ ପଡିଥିବା ଲକ୍ଷ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଯାଂଚ କରି ଏଥିରେ ସାମିଲ କରିବାକୁ ସେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣମନ୍ତ୍ରୀ…

କେନ୍ଦ୍ର ଖଣିମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । କୋଲ ବ୍ଲକ୍ ନିଲାମ ପ୍ରକ୍ରିୟାକୁ ୩…

କନକ ବ୍ୟୁରୋ : କୋଲ୍ ବ୍ଲକ ନିଲାମ ପ୍ରକ୍ରିୟାକୁ ତିନି ମାସ ସ୍ଥଗିତ ରଖିବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ରାଜ୍ୟରେ କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ୩ ମାସ ଯାଏଁ ସ୍ଥଗିତ ରଖାଯାଉ । ଏନେଇ ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ…

ଭୁବନେଶ୍ୱରରେ ପୂର୍ବ ଅପେକ୍ଷା କମୁଛି କରୋନା ସଂକ୍ରମଣ । ବିଏମସି କମିସନରଙ୍କ ସୂଚନା ରାଜଧାନୀରେ ସଂକ୍ରମଣ ଏବେ ପିକ୍ ରେ…

କନକ ବ୍ୟୁରୋ : ଭୁବନେଶ୍ୱରରେ ସଂକ୍ରମଣ ପିକ୍ ରେ ନାହିଁ ଫ୍ଲାଟରେ ରହିଛି । ରାଜଧାନୀରେ କରୋନା ସଂକ୍ରମଣକୁ ନେଇ ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସେ କହିଛନ୍ତି ରାଜଧାନୀରେ କରୋନା ସଂକ୍ରମଣ ପିକରେ ନାହିଁ ଏବେ ଫ୍ଲାଟରେ ରହିଛି । ପୂର୍ବରୁ ୪ଶହରୁ ୫ଶହ ଆସୁଥିବା…

ବିଧାନସଭା ବାଚସ୍ପତିଙ୍କ ଦାବି ପାଖ ମାଡି ପାରିବ ନାହିଁ କରୋନା । କାରଣ ବେକରେ ଅଛି ଜାପାନୀ ଚିପ୍ । ୪ ଫୁଟ ଦୂରତାରେ…

କନକ ବ୍ୟୁରୋ : ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପାଖ ମାଡି ପାରିବ ନାହିଁ କରୋନା । କାରଣ ତାଙ୍କ ପାଖରେ ଅଛି, ମ୍ୟାଜିକ ଚିପ୍ । ଆଜି ମୌସୁମୀ ଅଧିବେଶନ ପାଇଁ ବିଧାନସଭାର ପ୍ରସ୍ତୁତିକୁ ବୁଲି ଦେଖୁଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏହି ସମୟରେ ବାଚସ୍ପତି ତାଙ୍କ ବେକରେ ଏକ…

ଆଇପିଏଲ୍ ୨୦୨୦ର ସର୍ବକାଳୀନ ରେକର୍ଡ । ଉଦଘାଟନୀ ମ୍ୟାଚ୍ ଦେଖିଲେ ବିଶ୍ୱର ୨୦ କୋଟି ଦର୍ଶକ ।

କନକ ବ୍ୟୁରୋ : ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ, ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଇଭେଣ୍ଟ ଆଇପିଏଲ୍‌ ୨୦୨୦ ଗତ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହୋଇଯାଇଛି । ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ମହାମାରୀ ମଧ୍ୟରେ ଅନେକ ବିଳମ୍ବ ପରେ, ବିସିସିଆଇ ଶେଷରେ ଆଇପିଏଲ୍‌-୨୦୨୦ ପାଇଁ ଗଲ୍‌ଫ…

ବାଲେଶ୍ୱର ଉପନିର୍ବାଚନ ପୂର୍ବରୁ ବିଜେଡିରେ ଲବି ରାଜନୀତି । ଜୀବନ ପ୍ରଦୀପ ଦାସ ଓ ରବୀନ୍ଦ୍ର ଜେନା ଗୋଷ୍ଠୀ ମଧ୍ୟରେ…

କନକ ବ୍ୟୁରୋ : ବାଲେଶ୍ୱର ସଦର ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବିଜେଡିରେ ଆରମ୍ଭ ହୋଇଗଲାଣି ଲବି ରାଜନୀତି । ଜୀବନ ପ୍ରଦୀପ ଦାସ ଓ ରବିନ୍ଦ୍ର ଜେନାଙ୍କ ଗୋଷ୍ଠୀ ଭିତରେ ଉପନିର୍ବାଚନରେ ପ୍ରାର୍ଥୀ ହେବା ଲାଗି ଲବି ଜୋରଦାର ହୋଇଥିବା ଜଣାପଡିଛି । ଏପରିକି ଦୁଇ ଗୋଷ୍ଠୀ…