Daily Archives

September 21, 2020

ବନ୍ୟା ପାଣି ସହ ଭାସି ଆସିଲା ବିଷାକ୍ତ ତେଲ । ଯାଜପୁର ବରୀ ଅଂଚଳରେ ଉଜୁଡିଗଲା ହେକ୍ଟର ହେକ୍ଟର ଚାଷ : ନିର୍ମାଣଧୀନ…

କନକ ବ୍ୟୁରୋ : ଚାଷ ଜମିରେ ମାଡି ଯାଇଛି ବିଷାକ୍ତ ତେଲ । ଏ ଦୃଶ୍ୟକୁ ଦେଖନ୍ତୁ କିପରି ବନ୍ୟା ଜଳ ସହିତ ବିଷାକ୍ତ ତେଲ ମିଶି ହେକ୍ଟର ହେକ୍ଟର ଚାଷ ଜମିକୁ ସମ୍ପୁର୍ଣ୍ଣ ବିଷାକ୍ତ କରିଦେଇଛି । ଧାନଠାରୁ ଆରମ୍ଭ କରି ବିଭିନ୍ନ ପନିପରିବା ଚାଷ ପୁରାପୁରି ନଷ୍ଟ ହୋଇଯାଇଛି । ବର୍ଷକର ପରିଶ୍ରମର…

କୃଷି ବିଲକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ପ୍ରଧାନମନ୍ତ୍ରୀ । କହିଲେ, ପୂର୍ବ ଭଳି ଜାରି ରହିବ ଏମଏସପି, ବନ୍ଦ ହେବନି ମଣ୍ଡି…

କନକ ବ୍ୟୁରୋ : ଯେଉଁ କୃଷି ବିଲ୍କୁ ନେଇ ସଡ଼କରୁ ସଂସଦ ସବୁଠି ବିରୋଧୀ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି, ସେହି କୃଷି ବିଲ୍ ପ୍ରସଙ୍ଗରେ ପୁଣି ଥରେ ସ୍ପଷ୍ଟିକରଣ ରଖିଛନ୍ତି ପ୍ରଧାନମନ୍ତ୍ରୀ । ବିଶେଷ କରି ଏମ୍ଏମ୍ପି ବା ଚାଷୀ ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଚାଷୀ…

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ସନରାଇଜର୍ସ ହାଇଦ୍ରାବାଦ : ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ବିରାଟ…

କନକ ବ୍ୟୁରୋ : ଆଇପିଏଲ ୨୦୨୦ର ତୃତୀୟ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ । ଏଥିରେ ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ତେଣୁ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇବ । ଉଭୟ ଦଳ ଚଳିତ…

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା । ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଓଟିଭି ଏମଡି : କହିଲେ, ଘଟଣାର ହେଉ…

କନକ ବ୍ୟୁରୋ : ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ମହିଳା କମିଶନଙ୍କ କୋଟ,ର୍ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କୁ ସମନ କରିବା ପରେ, ଆଜି ସମସ୍ତଙ୍କ ନଜର ଅଟକିଥିଲା, ଏହି ଘଟଣାରେ ସେ କଣ କହିବେ । ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଜାଗି ପଣ୍ଡା । ତାଙ୍କ ବିରୋଧରେ ଦୁଷ୍କର୍ମ…

ପରିବାର ସହ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଲେ ଡାକ୍ତର କାଫିଲ ଖାନ । ଜେଲରୁ ମୁକୁଳିବା ପରେ କାଫିଲ ଓ ତାଙ୍କ ପରିବାର ସହ…

କନକ ବ୍ୟୁରୋ : ଜେଲରୁ ବାହାରିବା ପରେ ଆଜି ଦିଲ୍ଲୀରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି ଡାକ୍ତର କାଫିଲ ଖାନ । ଡାକ୍ତର କାଫିଲଙ୍କ ସହ ତାଙ୍କ ସ୍ତ୍ରୀ ଓ ପିଲା ବି ଥିଲେ । ଏହି ଭେଟଘାଟ ସମୟରେ ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ ଓ କଂଗ୍ରେସର ପଛୁଆ ବର୍ଗ…

କଟକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ କଲେ ଅଗ୍ନିଶମ କର୍ମଚାରୀ : ଚିକିତ୍ସାଧୀନ ଥିବା ୧୨୭ ରୋଗୀଙ୍କୁ…

କନକ ବ୍ୟୁରୋ : ପ୍ରଥମ ମହଲାରେ ଥିବା ଆଇସିୟୁ ରୁମରେ ଛୋଟ ଧରଣର ଶବ୍ଦ ହେଲା । ହଠାତ୍ ଏସିରୁ ଧୂଆଁ ବାହାରିବାକୁ ଲାଗିଲା । ଦେଖୁ ଦେଖୁ ରୁମ୍ ଭିତରେ ଭର୍ତି ହୋଇଗଲା ଧୂଆଁ । ଚାରିଆଡେ ଅନ୍ଧାର । ଗୁରୁତର କୋଭିଡ୍ ରୋଗୀ ଆହୁରି ଭୟଭୀତ ହୋଇପଡିଲେ । ଭାଳେଣି ପଡିଗଲା କେମିତି ଉଦ୍ଧାର ହେବେ…