Daily Archives

September 21, 2020

ସେନସେକ୍ସ ୮୧୨ ପଏଣ୍ଟ ହ୍ରାସ, ନିବେଶକ ହରାଇଲେ ୪.୫୮ ଲକ୍ଷ କୋଟି

କନକ ବ୍ୟୁରୋ : କରୋନା ମହାମାରୀ ଯୋଗୁଁ ଭାରତୀୟ ଅର୍ଥନୀତି ସମେତ ସାରା ବିଶ୍ୱର ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହୋଇଛି । ଏହାର ପ୍ରଭାବରେ ବିଶ୍ୱର ପ୍ରମୁଖ ଷ୍ଟକ ବଜାର ଗୁଡ଼ିକରେ ନିୟମିତଭାବେ ହ୍ରାସ ପରିଲକ୍ଷିତ ହେଉଛି । ଆଜି ୟୁରୋପୀୟ ବଜାରରେ ବ୍ୟାପକ ହ୍ରାସ ଦେଖେଦେଇଛି ଓ ଏହାର ପ୍ରଭାବ…

କିଛିଦିନ ଆଗରୁ ଅଗ୍ନିଶମ ବିଭାଗରୁ ମିଳିଥିଲା କ୍ଲିୟରାନ୍ସ, ହେଲେ କେମିତି ଲାଗିଲା ନିଆଁ ? ନିଆଁ ଲାଗିବା ପୂର୍ବରୁ…

କନକ ବ୍ୟୁରୋ : ୬ ଅଗଷ୍ଟ ୨୦୨୦ ଅହମ୍ମଦାବାଦର ଶ୍ରେୟ କୋଭିଡ ହସ୍ପିଟାଲରେ ନିଆଁ ଲାଗିଲା । ଆଉ ସେ ନିଆଁ ନେଇଥିଲା ୮ ଜଣ ରୋଗୀଙ୍କ ଜୀବନ । ପ୍ରଧାନମନ୍ତ୍ରୀ ଦୁଖ ବ୍ୟକ୍ତ କଲେ । ଏହା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ଅହମ୍ମଦାବାଦର ମେୟରଙ୍କୁ…

ନଦୀରେ ଭାସିଗଲା ଯବାନଙ୍କୁ ନେଇ ଯାଉଥିବା ବସ୍ । ନକସଲ ଅପରେସନ ସାରି କ୍ୟାମ୍ପକୁ ଫେରୁଥିବା ସମୟରେ ମାଲକାନଗିରି…

କନକ ବ୍ୟୁରୋ : ନଦୀରେ ଭାସିଗଲା ଯବାନଙ୍କୁ ନେଇ ଯାଉଥିବା ବସ । ନକସଲ ଅପରେସନ ସାରି କ୍ୟାମ୍ପକୁ ଫେରୁଥିବା ସମୟରେ ଏଭଳି ଅଘଟଣ ଘଟିଛି । ମାଲକାନଗିରି ସୀମାନ୍ତ ବିଜାପୁରରୁ ଆସିଛି ଏହି ଖବର । ସୂଚନା ଅନୁଯାୟୀ ଛତିଶଗଡ ଡିଆରଜିର ଯବାନମାନେ ଗତ ତିନି ଦିନ ହେଲା ବିଜାପୁର ଜିଲ୍ଲା ଉରେପାଲ ଓ…

କେନାଲରେ ବୁଡି ୨ ନାବାଳକଙ୍କ ଗଲା ଜୀବନ । ମେଡିକାଲରେ ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର

କନକ ବ୍ୟୁରୋ : ଗାଧୋଇବାକୁ ଯାଇ ୨ ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ବାଂଶଡ଼ା ଥାନା ଅଧିନ ଜଳେଶ୍ୱରପୁର ଗ୍ରାମପଂଚାୟତ ମାଝିସାହିର ଧନେଶ୍ୱର ମହାଳିକଙ୍କ ପୁଅ ଜଗନ ମହାଳିକ (୯) ଓ ବେଣୁଧର ମହାଳିକଙ୍କ ମନୋଜ ମହାଳିକ (୧୨)…

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଖେଳାଳି କ୍ରିସ ମୋରିସଙ୍କ ଜର୍ସିରେ ଓଡିଆ ଯୁବକଙ୍କ ନାଁ : କୋଭିଡ ଯୋଦ୍ଧା ନିଳାଚଳ…

କନକ ବ୍ୟୁରୋ : କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଖେଳାଳି । ଏଥିପାଇଁ ଦକ୍ଷିଣ ଆଫ୍ରିକୀୟ ଖେଳାଳି କ୍ରିସ ମୋରିସ ନିଜ ଜର୍ସିରେ ଓଡିଆ କୋଭିଡ ଯୋଦ୍ଧା ନୀଳାଚଳ ପରିଡାଙ୍କ ନାଁ ଲେଖିଛନ୍ତି । ଏହାସହ ମୋରିସ ନିଜ ଟ୍ୱିଟର ଆକାଉଣ୍ଟ ନାଁ ମଧ୍ୟ ପରିବର୍ତ୍ତନ କରି…

ଚାଦର ତକିଆ ନେଇ ସଂସଦ ଆଗରେ ଧାରଣା ଦେଲେ ଆପ୍ ସାଂସଦ ସଂଜୟ ସିଂ । ରବିବାର ରାଜ୍ୟସଭାରେ ହଙ୍ଗାମା ପରେ ୮ ଜଣ ବିଧାୟକଙ୍କ…

କନକ ବ୍ୟୁରୋ : ରାଜ୍ୟସଭାରେ ସୋମବାର କିଷାନ ବିଧେୟକକୁ ନେଇ ପୁଣି ହଙ୍ଗାମା ଦେଖିବାକୁ ମିଳିଛି । ରବିବାର ରାଜ୍ୟସଭାରେ ଏହି ବିଲ୍ ପାସ ହୋଇସାରିଛି । ସୋମବାର ରାଜ୍ୟସଭାରେ ଅନ୍ୟଏକ ବିଲ୍ ଉପସ୍ଥାପିତ ହେବା ପୂର୍ବରୁ ବିରୋଧୀ ସାଂସଦ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ । ଏନେଇ ତାଙ୍କୁ…